Daily Archives

September 29, 2021

ବନ୍ୟା ପାଣିରେ ହାଣ୍ଡି ଭିତରେ ଶୁଆଇ ନବଜାତ ଶିଶୁକୁ ସ୍ୱାସ୍ଥ୍ୟକର୍ମୀ ଦେଉଛନ୍ତି ପୋଲିଓ

ନୂଆଦିଲ୍ଲୀ: ଏହି ଫଟୋକୁ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏହି ଫଟୋରେ ନବଜାତ ଶିଶୁକୁ ପୋଲିଓ ଦେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ଯଦି ଦେଖାଯାଏ, ତେବେ ଏହି ଚିତ୍ର ପ୍ରମାଣ କରୁଛି କି ଆଜି ଭାରତ ପୋଲିଓ ମୁକ୍ତ। ଏହା ପଛରେ ଏପରି କିଛି…
ଅଧିକ ଖବର ଦେଖନ୍ତୁ...

ମୂଲ୍ୟବାନ କାଠ ବୋଝେଇ ମିନିଟ୍ରକ୍‌ ଜବତ, କାଠ ମାଫିଆ ଓ ଚାଳକ ଫେରାର

ମୁରିବାହାଲ/ଟିକ୍ରାପଡ଼ା: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଜଏଁତରା ଫରେଷ୍ଟ ବିଟ୍‌ ଅଞ୍ଚଳରୁ ବୁଧବାର ଏକ କାଠ ବୋଝେଇ ମିନିଟ୍ରକ୍‌କୁ ଜବତ କରାଯାଇଛି। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ହେଲେ କାଠ ମାଫିଆ ଓ ମିନିଟ୍ରକ୍‌ର ଚାଳକ କୌଶଳ କ୍ରମେ ଫେରାର୍‌…
ଅଧିକ ଖବର ଦେଖନ୍ତୁ...

ମାତିଲେ ହାତୀ, ଭାଙ୍ଗିଲେ ୫ ଘର: ଧାନ-ମକ୍କା ଜମି ନଷ୍ଟ, ଘରେ ଥିବା ଚାଉଳ ଖାଇଲେ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅଧିନରେ ଥିବା ଲରମ୍ଭା ସେକସନ ଅନ୍ତର୍ଗତ ଡୁଡୁକାପଡା, କହ୍ନେଇଟାଲ ଓ ଇନପୁର ଗ୍ରାମରେ ୨ ଟି ହାତୀ ଗତ ରାତିରେ ୫ ଜଣଙ୍କ ଘର ଭାଙ୍ଗି ଥିବା ବେଳେ ଧାମ ଜମି ଓ ମକ୍କା ବାଡିରେ ପଶି ନଷ୍ଟ କରି ଦେଇଥିବା ଜଣାପଡିଛି। ପାଟଣାଗଡ଼ ବନ ବିଭାଗର ସୂଚନା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ସାମ୍ନାରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କଠାରୁ ଲୁଟିନେଲେ ଏକ ଲକ୍ଷ ଟଙ୍କା

ବନ୍ତଳା:ଭାରତୀୟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଲୁଟ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ କଳାକନା ବୁଲାଇଲେ ଦୁର୍ବୁତ୍ତ। ବାଇକ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ ଟଙ୍କା। ବନ୍ତଳା ଥାନା ନିକଟରେ ଆଜି ଅପରାହ୍ନରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ଲୁଟପାଟ ପୁଲିସ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା-ଗୋଆ ଟ୍ରେନ୍‌ ସେବା: ରାଉରକେଲା ସମେତ ୩୭ ଷ୍ଟେସନରେ ରହଣି

ରାଉରକେଲା: ଦୀର୍ଘ ଦିନ ପରେ ରାଉରକେଲା-ଗୋଆ ମଧ୍ୟରେ ଯାତ୍ରୀଙ୍କୁ ମିଳିଛି ଟ୍ରେନ୍‌ ସେବା। ରେଳବାଇ ପକ୍ଷରୁ ଗତକାଲି ଝାଡ଼ଖଣ୍ଡର ଜସିଡିହିରୁ ଗୋଆର ଭାସ୍କୋ-ଡା-ଗାମା ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ର ଶୁଭାରମ୍ଭ କରାଯାଇଥିଲା। ଗତକାଲି ଅପରାହ୍ନରେ ୧ଟା ୧୫ ମିନିଟ୍‌ରେ ଝାଡ଼ଖଣ୍ଡର ଜସିଡିହି…
ଅଧିକ ଖବର ଦେଖନ୍ତୁ...

୧୩,୧୬୫ କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବନା ମଞ୍ଜୁର କଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ବାଧୀନ ‘ଡିଫେନ୍‌ସ୍‌…

ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଡିଫେନ୍‌ସ୍‌ ଆକ୍ୟୁଜିସନ୍‌ କାଉନ୍‌ସିଲ୍‌’ (ଡିଏସି) ବୈଠକରେ ଭାରତୀୟ ସଶସ୍ତ୍ର ବାହିନୀର ଆଧୁନିକିକରଣ ଏବଂ ପରିଚାଳନା ନିମନ୍ତେ ଆବଶ୍ୟକ ‘ଆକ୍‌ସେପ୍ଟାନ୍ସ୍‌ ଅଫ୍ ନେସେସିଟି’ (ଏଓଏନ୍‌) ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାମାଜିକ ସଂଗଠନରେ ଥିବା ଲୋକଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକ କୌଣସି ସମାରୋହ‌ରେ ସମ୍ମାନିତ ହେବ। ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ। ବୃଷ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। କୌଣସି ଧାର୍ମିକ ସମାରୋହରେ ସମ୍ମିଳିତ ହେବାର ସୁଯୋଗ ପାଇବେ। ବେପାରରେ ଯଥେଷ୍ଟ ଲାଭ…
ଅଧିକ ଖବର ଦେଖନ୍ତୁ...

ମୃତ କୁଟୁରା ଉଦ୍ଧାର, ବନ୍ଧୁକ ସହ ଶିକାରୀ ଗିରଫ

ବାମରା: ବାମରା ୱାଇଲଡ଼ ଲାଇଫ ଡିଭିଜନ ଅନ୍ତର୍ଗତ ବଡ଼ରମା ଅଭୟାରଣ୍ୟ ଅଞ୍ଚଳର ପଥୁରିଆ ରିଜର୍ଭ ଜଙ୍ଗଲରୁ ଏକ ମୃତ କୁଟୁରା ଉଦ୍ଧାର କରାଯାଇଛି। ଘଟଣା ପରେ  ବାମରା ଡିଏଫଓ ଫାଲଗୁନି ସାରଥି ମଲ୍ଲିକ ଘଟଣାକୁ ଗମ୍ଭୀରତାର ସହ ବିଚାର କରି କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଖପାଖ…
ଅଧିକ ଖବର ଦେଖନ୍ତୁ...

୪ ଅନ୍ତରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ ଗିରଫ, ଲୁଟିଥିଲେ ଲକ୍ଷ ଲକ୍ଷ ଟଙ୍କା

ନବରଙ୍ଗପୁର: ନୂଆ ତରିକାରେ ଏଟିଏମ୍‌ରୁ ଟଙ୍କା ଲୁଟ୍‌। ଏଥିରେ ଏଟିଏମ୍‌କୁ ଭାଙ୍ଗିବାକୁ ପଡୁନି କି କାହାର ଏଟିଏମ୍‌ କାର୍ଡକୁ ଚୋରି କରିବାକୁ ପଡୁନି। କେବଳ ବୁଦ୍ଧି ଖଟାଇ ଏଟିଏମ୍‌କୁ ଟେମ୍ପରିଂ କରି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା। ସହରକୁ ସହର ବୁଲି ବୁଲି ଏପରି ଲୁଟିଥିଲେ ଟଙ୍କା। ୨୦୧୮ ରୁ…
ଅଧିକ ଖବର ଦେଖନ୍ତୁ...

‘ମୋ ପରିବାର ୩ ଦିନ ହେଲା କିଛି ଖାଇନାହାନ୍ତି, ସେଥିପାଇଁ ରୁଟି ଚୋରି କଲୁ’ ଜାଣନ୍ତୁ ଦୁଇ ରୁଟି ଚୋରଙ୍କ…

କାବୁଲ: ବଦଳିଛି ସରକାର, ବଦଳିଛି ଶାସନ | ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦୁଃଖ, ଦୁର୍ଦ୍ଦଶା ଓ ଅନ୍ୟାୟର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସିଛି | ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ବାବଦରେ କହିବୁ ଯାହାକୁ ଜାଣିବା ପରେ ଆପଣ ଭାବିବେ ଏମିତି ବି ଶାସନ ଚାଲେ |…
ଅଧିକ ଖବର ଦେଖନ୍ତୁ...