Monthly Archives

September 2021

କାରଖାନାରେ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଯୁବକ ମୃତ

ରେଙ୍ଗାଲି: ଅମାନବିକତାର ସବୁ ସୀମା ଟପିଗଲା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଣ୍ଡଲୋଇ ଠାରେ ଥିବା ଶ୍ୟାମ ମେଟାଳିକସ୍‌ କାରଖାନାରେ। କାରଖାନାର ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୁତ୍ୟୁ ଘଟି ଥିବା ଜଣାପଡିଛି। ମୃତକ ହେଲେ ବେଙ୍ଗଡୁଲୁ ଭୂୟାଁ (୧୮)। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ ସୌଜନ୍ୟା

ହାଇଦ୍ରାବାଦ: କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟା ଆତ୍ମହତ୍ୟା କରିଛନ୍ତି। ସେ ନିଜେ ରହୁଥିବା ଆପାର୍ଟମେଣ୍ଟ ଭିତରେ ଆତ୍ମହତ୍ୟା କରିଛନ୍ତି। ଘଟଣା ସଂପର୍କରେ ଖବର ପାଇବା ପରେ ପୁଲିସ୍‌ ଆଜି ସକାଳୁ ସୌଜନ୍ୟାଙ୍କ ଘର ଭିତରୁ ତାଙ୍କର ମୃତଦେହ ଜବତ କରିବା ସହ ଏକ ସୁଇସାଇଡ ନୋଟକୁ ମଧ୍ୟ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜୟପୁର: ଗତ ୨୦୧୪ମସିହାରେ ବୈପାରୀଗୁଡ଼ା ଥାନା ଅଂଚଳରେ ଜୈନେକା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ମାମଲାରେ ପାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ପ୍ରଦୀପ କୁମାର ସାସମଲ ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ବୈଦନାଥ କମାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଚେନ୍ନାଇ ଆଗରେ ୧୩୫ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଶାରଜା : ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ଆଗରେ  ୧୩୫ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ । ଆଜି ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ହାଇଦ୍ରାବାଦ ଆରମ୍ଭରୁ ଜେସନ…
ଅଧିକ ଖବର ଦେଖନ୍ତୁ...

କୂଅରୁ ମିଳିଲା ମହିଳାଙ୍କ ମୃତଦେହ

ହରଭଙ୍ଗା: ଅନୁଗୁଳ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ରାଜିଙ୍ଗ ଗ୍ରାମରେ ଗୁରୁବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ନିଜ ବାଡ଼ିପଟ କୂଅରୁ ଉଦ୍ଧାର ହେବା ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ହେଲେ ରାଜିଙ୍ଗ ଗ୍ରାମର ପବିତ୍ର ସାମଲଙ୍କ ପତ୍ନୀ ରାସେଶ୍ୱରୀ ସାମଲ (୫୫)ଙ୍କର…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବଅଁରପାଳ: ଅନୁଗୁ‌ଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ଥାନା ୧୪୯ ନଂ ଜାତୀୟ ରାଜପଥ ଜୁରାଗାଡ଼ିଆ ମୁଣ୍ଡା ହାଟିଙ୍ଗ ନିକଟରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ବାଇକ ଚାଳକ ଜଣକ ପ୍ଲାଣ୍ଟରୁ କାର୍ଯ୍ୟ କରି ଘରକୁ ଫେରୁଥିବା ବେଳେ ଟ୍ରକ୍‌ଟି ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପାର୍ବଣକୁ ଦୃଷ୍ଟିରେ ରଖି ବାଣ ଫୁଟା ଓ ବିକ୍ରି ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ଅକ୍ଟୋବର ମାସ ପାଇଁ କୋଭିଡ-୧୯ ଗାଇଡଲାଇନ୍‌ ଜାରି କରିବା ପରିପ୍ରେକ୍ଷୀରେ ସରକାର କହିଛନ୍ତି ଯେ, ପାର୍ବଣ…
ଅଧିକ ଖବର ଦେଖନ୍ତୁ...

ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶିତ: ବନୀତା ନାୟକ ଶ୍ରେଷ୍ଠ ପିଜି ଛାତ୍ରୀ

ବାରିପଦା: ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ସମେତ ବୈଷୟିକ ଶିକ୍ଷା ବିସିଏ, ଏମବିଏ ଓ ଏମସିଏର ପରୀକ୍ଷା ଫଳ ପ୍ରକାଶ ପାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଦମୟନ୍ତୀ ବେଶ୍ରା, ପରୀକ୍ଷା ନିୟନ୍ତ୍ରକ କୈଳାଶ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଏହି…
ଅଧିକ ଖବର ଦେଖନ୍ତୁ...

କିଏ ହେବ ପିପିଲିର ବିଧାୟକ? ଇଭିଏମରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର: ପ୍ରଦୀପ ମହାରଥୀଙ୍କ ପରେ କିଏ ହେବ ପିପିଲିର ବିଧାୟକ? କିଏ ବିଧାନସଭାରେ ପିପିଲିକୁ ପ୍ରତିନିଧିତ୍ୱ କରିବ? ଏସବୁ ପ୍ରଶ୍ନ ଭିତରେ ଆଜି ଉପନିର୍ବାଚନରେ ଭୋଟ ଦେଇ ସେମାନଙ୍କ ନେତା ବାଛିଛନ୍ତି ପିପିଲିବାସୀ । ତେବେ କରୋନା ଭୟ ରହିଥିଲେ ବି ବହୁସଂଖ୍ୟାରେ ପିପିଲି ଭୋଟର ନିଜର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଫ୍ଲାଇଂ ସ୍କ୍ଵାର୍ଡର ବଡ଼ ଚଢ଼ାଉ; ରାଜପଥରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ

କଟକ: ପୁରୁଣା ମଙ୍ଗୁଳି ଟୋଲ୍ ଗେଟ୍ ନିକଟ ରାଜପଥରୁ ରାଜ୍ୟ ଫ୍ଲାଇଂ ସ୍କ୍ଵାର୍ଡ ବଡ଼ ଧରଣର ଗଞ୍ଜେଇ ଗ୍ୟାଙ୍ଗକୁ କାବୁ କରିଛି। ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଏକ ହୋଣ୍ଡା ସିଟି କାରରେ ଚାଲାଣ ବେଳେ ଜବତ ହୋଇଛି। ଏହାସହିତ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି। ମାଫିଆ…
ଅଧିକ ଖବର ଦେଖନ୍ତୁ...