Daily Archives

October 1, 2021

ଗାନ୍ଧୀଙ୍କ ଅସ୍ତିତ୍ବ ଖୋଜୁଛି ଗାନ୍ଧୀ କୌଳାସ ପାହାଡ, ଭଞ୍ଜନଗର ସହରକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ପାହାଡ ଆଜି…

ଭଞ୍ଜନଗର: ଭଞ୍ଜନଗର ସହରର ଠିକ୍‌ ମଝିରେ ରହିଛି ଐତିହ୍ୟ କୀର୍ତ୍ତିରାଜି ଭରା ଗାନ୍ଧୀ କୈଳାସ ପାହାଡ। ସହର ମଧ୍ୟ ଭାଗରେ ରହିବା ସହ ଏହାର ଚାରିପାଖରେ ଜନବସତି ଗଢି ଉଠିଥିବାରୁ ଏହା ସମସ୍ତଙ୍କର ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ଭଞ୍ଜନଗର ସହରକୁ ଏକ ସ୍ବତନ୍ତ ପରିଚୟ ପ୍ରଦାନ କରିଛି।…
ଅଧିକ ଖବର ଦେଖନ୍ତୁ...

ଠିକାଦାର ପୋଷୁଛି ପୂର୍ତ୍ତ ବିଭାଗ, ୩ ବର୍ଷ ହେଲା ସରୁନି ଅମ୍ଲାଭଟ୍ଟା-ଚାଟିକଣା ରାଜପଥ କାମ

ରାୟଗଡ଼ା: ୩ ମାସରେ କାମ ସାରିବାକୁ ଚୁକ୍ତି ହୋଇଥିଲା। ଇତି ମଧ୍ୟରେ ବିତିଗଲାଣି ୩ ବର୍ଷ। ଅଥଚ କାମ ସରିପାରୁନି। ଅଧପନ୍ତରିଆ କାମ ପାଇଁ ସିଂହଭାଗ ରାସ୍ତ‌ାରେ ପିଚୁ କମ୍ ମାଟି ବେଶି ଥିବାରୁ ପ୍ରତିଦିନ ଘଟୁଛି ଦୁର୍ଘଟଣା। ଯେଉଁଥି ପାଇଁ ସାଧାରଣ ଲୋକଙ୍କ ଧନ ଜୀବନ ନଷ୍ଟ ହେବା ସହ ଏହି ରାସ୍ତା…
ଅଧିକ ଖବର ଦେଖନ୍ତୁ...

ବିଶ୍ବ କଫି ଦିବସରେ ମୁଖ୍ୟମନ୍ତ୍ରୀ ଉପହାର : ଇ-କମର୍ସ ସାଇଟ୍‌ ଲୋକାର୍ପିତ 

କୋରାପୁଟ : କୋରାପୁଟ କଫି ଚାଷୀଙ୍କ ଉନ୍ନତିପାଇଁ ବିଶ୍ବ କଫି ଦିବସରେ ମୁଖ୍ୟମନ୍ତ୍ରୀ ଉପହାର। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଇ-କମର୍ସ ସାଇଟ୍‌ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍‌ କୋରାପୁଟକଫି ଡଟ୍‌ ଓଆରଜି ନାମରେ ଏକ ସାଇଟ୍‌ ଲୋକାର୍ପିତ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ବସ୍ତ୍ର ଦିଅ କଫି କପେ ପିଅ, କୋରାପୁଟରେ ଆର୍ନ୍ତଜାତୀୟ କଫି ଦିବସ

କୋରାପୁଟ: ପୁରୁଣା ବସ୍ତ୍ର ଦିଅନ୍ତୁ, କଫି କପେ ପିଅନ୍ତୁ। ଏହି ପୁରୁଣା ବସ୍ତ୍ରକୁ ବାଙ୍ଗାଲୋର ପଠାଯିବ। ସେଥିରୁ ପ୍ରସ୍ତୁତ ସାମଗ୍ରୀକୁ ପୁନଃବ୍ୟବସ୍ଥିତ କରାଯିବ। ଆଜି କୋରାପୁଟର କଫି ବୋର୍ଡଠାରେ ଆନ୍ତର୍ଜାତୀୟ କଫି ଦିବସ ପାଳନ ହୋଇଯାଇଛି। ବିଶ୍ବର ବିଭିନ୍ନ ସ୍ଥାନରେ କଫି ପ୍ରେମୀ କଫିର…
ଅଧିକ ଖବର ଦେଖନ୍ତୁ...

ରବିବାର କୋଟିଆକୁ ଆସିବ ଓଡ଼ିଶା ନାଗରିକ ମହାମଞ୍ଚ

କୋରାପୁଟ: ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାବୋଧକୁ ସୂଚାଇବାକୁ କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ଆସିବେ ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ଟିମ୍‌। ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ ସ୍ବାଗତ କରାଯିବା ପରେ ଗଜପତି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଗାଧେଇବା ସମୟରେ ଏହି ଜୀବାଣୁ ସଂସ୍ପର୍ଶରେ ଆସି ଶିଶୁର ହେଲା ମୃତ୍ୟୁ; ଖାଇ ସାରିଥିଲା ମସ୍ତିଷ୍କ 

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ଦେଖି ଡାକ୍ତରମାନେ ବି ଚକିତ ହୋଇଯାଇଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ଶିଶୁଟି ସ୍ପ୍ଲାସ୍ ପ୍ୟାଡ ଯୋଗୁଁ ମସ୍ତିଷ୍କ ଖାଉଥିବା ଅମୋବା ସଂସ୍ପର୍ଶରେ ଆସିଥିଲା । ଏହି ଅମୋବା ନାକ କିମ୍ବା…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣା ଷ୍ଟେସନ ଠାରୁ ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍‌ ଗଲା ବିହାର

ଭୁବନେଶ୍ୱର: କେବଳ ପିଆଜ ପରିବହନ କରୁଥିବା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍‌ ଆଜି ବିଶାଖାପାଟଣା ଷ୍ଟେସନ ଠାରୁ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ ଜଲାଲଗଡ ଷ୍ଟେସନକୁ ଯାତ୍ରା କରିଛି। ପୂର୍ବତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର ଉଦ୍ୟମରେ ଏକ ପାଇଲଟ୍‌…
ଅଧିକ ଖବର ଦେଖନ୍ତୁ...

ଡକାୟତି ଉଦ୍ୟମ ପଣ୍ଡ; ୫ ଅଭିଯୁକ୍ତ ଗିରଫ, ଜଣେ ଫେରାର

ବୈପାରିଗୁଡ଼ା: ଡକାୟତି ପାଇଁ ଯୋଜନା କରିବା ସହ ପଥର ପକେଇ ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ହାବୁଡ଼ରେ ଧରାପଡ଼ିଛନ୍ତି ୫ ଜଣ ଅଭିଯୁକ୍ତ। ସେମାନେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡାର ହରିବନ୍ଧୁ ଖରା, ନବରଙ୍ଗପୁର ଜିଲ୍ଲା ଥାନା ଅନ୍ତର୍ଗତ ପଟାଗୁଡା ଗ୍ରାମର ଗୋବିନ୍ଦ ଜାନି,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଆର୍ଥିକ ପ୍ରଗତି ହେବ। ବାକି କାମ ପୂରା ହେବା ଯୋଗୁଁ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ସଂଚାର ହେବ। ବୃଷ: ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସରେ କୌଣସି ନୂଆ କାମ ପାଇବେ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ପାରିବାରିକ ଜୀବନ ହସିଲା ପୂରିଲା…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ଗାତରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ…

କଟକ: ସ୍କୁଲ ପରିସରରେ ଖୋଳା ଯାଇଥିବା ଗାତରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଦୁଇ ପୀଡିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ…
ଅଧିକ ଖବର ଦେଖନ୍ତୁ...