Daily Archives

October 1, 2021

ପୁଣି ଘୁଞ୍ଚିଲା ୟୁଜିସି ନେଟ୍ ପରୀକ୍ଷା ତାରିଖ, ନୂଆ ତାରିଖ ଜାଣନ୍ତୁ

ନୂଆଦିଲ୍ଲୀ : ପୁଣି ଘୁଞ୍ଚିଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ । ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି ନେଟ୍ ଡିସେମ୍ବର ୨୦୨୦ ଓ ଜୁନ ୨୦୨୧ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଅକ୍ଟୋବର ୧୦ରେ ଆଉ କେତେକ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ୟୁଜିସି-ନେଟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଏଥର ମିଳିବ କି ନୋବେଲ ଶାନ୍ତି ପୁରସ୍କାର!

ନୂଆଦିଲ୍ଲୀ: ଶାନ୍ତି ପ୍ରତିଷ୍ଠାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ଦିଆଯାଉଥିବା ନୋବେଲ ପୁରସ୍କାର ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ତେବେ କେଉଁ ବ୍ୟକ୍ତି କିମ୍ବା ସଙ୍ଗଠନକୁ ଏହି ସମ୍ମାନ ପ୍ରଦାନ କରାଯିବ ତାହା ନୋବେଲ କମିଟି ଏପର୍ଯ୍ୟନ୍ତ ଜଣାଇନାହିଁ | ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ୨ ମୃତ

ରାଉରକେଲା: ୧୪୩ ନଂ ଜାତୀୟ ରାଜପଥର କାର୍ମେଲ ସ୍କୁଲ ନିକଟରେ ଅଜଣା ଟ୍ରକ ଧକ୍କାରେ ଦୁଇ ମୋଟର ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁହେଁ ହେଲେ ଟିମ୍‌ଜୋରର ଅଭିନାଶ କଙ୍ଗାଡି (୨୪), କୁଆରମୁଣ୍ଡାର କରଣ କୁଜୁର (୨୧)। ଜଲଦା ଫାଣ୍ଡି ପୁଲିସ ଦୁହିଁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାରିପଦା: ଘରେ ପିତା ମାତା ନଥିବାରୁ ସୁଯୋଗ ନେଇ ଜନୈକା ନାବାଳିକା(୧୨)ଙ୍କୁ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ଆଜି ବାରିପଦା ଟାଉନ୍ ଥାନା ପୁଲିସ୍ ମାନୁ ନାଏକ ଓରଫ୍ କାଳିଆ(୫୦)କୁ ଗିରଫ କରିଛି। ପୀଡ଼ିତାଙ୍କ ପିତା ମାତା ଉଭୟ ଶ୍ରମିକ। ତେଣୁ ଉଭୟ କାମକୁ ବାହାରି ଯିବା ପରେ ବାରିପଦା…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟସିଟିରେ ମହିଳାଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’ ସ୍ଥାପନ

ରାଉରକେଲା: ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସ୍ମାର୍ଟସିଟି ରାଉରକେଲାର ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’ (ଫିଡିଙ୍ଗ୍ ରୁମ୍) ସ୍ଥାପନ କରାଯାଇଛି। ସ୍ତନ୍ୟପାନ କରୁଥିବା ଶିଶୁଙ୍କୁ ନେଇ ବିଭିନ୍ନ କାମରେ ବାହାରକୁ ଆସୁଥିବା ମା’ମାନଙ୍କ ପାଇଁ ଏହା ବିଶେଷ…
ଅଧିକ ଖବର ଦେଖନ୍ତୁ...

ବାରିପଦା ଆଇଟିଡିଏ କାର୍ଯ୍ୟାଳୟ; ଅଫିସ୍ ପରିସରରେ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ, ଯୁବ ଠିକାଦାର ଗିରଫ

ବାରିପଦା: ପୁଣି ବିବାଦକୁ ଆସିଛି ବାରିପଦା ଆଦିବାସୀ ଉନ୍ନୟନ ସମନ୍ୱୟ ସଂସ୍ଥା(ଆଇଟିଡିଏ) କାର୍ଯ୍ୟାଳୟ। ଆଜି ସ୍ପଷ୍ଟ ଦିବାଲୋକରେ ଏହି କାର୍ଯ୍ୟାଳୟ ପରିସରରେ ଜଣେ ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କରି ଗିରଫ ହୋଇଛନ୍ତି ଜଣେ ଯୁବ ଠିକାଦାର। କୌଣସି କାରଣରୁ ସହକାରୀ ଯନ୍ତ୍ରୀ ଲମ୍ବୋଦର…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କଲା କମିସନରେଟ ପୁଲିସ

କଟକ: କଟକ ସଦରରୁ ବଡ଼ ଲୁଟେରା ଗ୍ୟାଙ୍ଗ ଗିରଫ। ଜାତୀୟ ରାଜପଥରେ ଏକା ଲୋକଙ୍କୁ ଦେଖି ସୁନା ଗହଣା ଟଙ୍କା ଆଦି ଲୁଟ ଘଟଣା ଭିଆଉଥିବା ବିଟୁ ଓ ସାଥି ପ୍ରଶାନ୍ତ ବେହେରାକୁ ଗିରଫ କରିଛି କମିସନରେଟ ପୁଲିସ। ଦୀର୍ଘଦିନ ଧରି ଲୁଟେରା ରାଜ କରିବା ପରେ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
ଅଧିକ ଖବର ଦେଖନ୍ତୁ...

ଜେଲ୍ ଗଲେ ଦୁଇ ନକଲି ସାମ୍ବାଦିକ

ଜଗତସିଂହପୁର: ସାମ୍ବାଦିକ ନାମରେ ପୁଣି କଳଙ୍କ। ସରକାରୀ ଅଧିକାରୀଙ୍କୁ ଧମକ, ଟଙ୍କା ମାଗିବା ଓ ଜାତିଆଣ ଆକ୍ଷେପ କରି ଗିରଫ ହୋଇଛନ୍ତି ସାମ୍ବାଦିକ ବୋଲାଉଥିବା ଦୁଇଜଣ ବ୍ୟକ୍ତି। ପୁଲିସ ଦୁଇ ଅଭିଯୁକ୍ତ ସୁରେଶ ଲେଙ୍କା ଓ ଚରଣ କୁମାର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବେଲ୍…
ଅଧିକ ଖବର ଦେଖନ୍ତୁ...

ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ ଗଛ ଚୋରାଉଥିଲେ ବନ ବିଭାଗ କର୍ମଚାରୀ! ଆଦିବାସୀଙ୍କ ହାତରେ ଧରାପଡ଼ି ଆଣ୍ଠେଇଲେ 

ଖୋର୍ଦ୍ଧା/ବାଲୁଗାଁ: ‘ରକ୍ଷକ ଭକ୍ଷକ ସାଜିବା’, ‘ବାଡ଼ ଖାଉଛି ଫସଲ’ ଆଦି ଢଗ ଶୁଣିଥିଲେ, ବର୍ତମାନ ଏହାକୁ ଖୋର୍ଦ୍ଧା ବନ ଡିଭିଜନର ବନ ସୁରକ୍ଷା କର୍ମଚାରୀମାନେ ପ୍ରମାଣିତ କରିଛନ୍ତି । ଯେଉଁ ଜଙ୍ଗଲର ସୁରକ୍ଷା ଦାୟିତ୍ୱ କାନ୍ଧରେ ଥିଲା ସେଇ ଜଙ୍ଗଲରୁ କାଠ ଚୋରି କରି ନେଉଛନ୍ତି । ଆଜି…
ଅଧିକ ଖବର ଦେଖନ୍ତୁ...