Daily Archives

October 1, 2021

କିଶାନ କ୍ରେଡିଟ୍‌ କାର୍ଡ ଦୁର୍ନୀତି: କୁକ୍‌ ଓ କ୍ୟାସିୟର ଗିରଫ, କୋର୍ଟ ଚାଲାଣ

କୋରାପୁଟ: କିଶାନ କ୍ରେଡିଟ କାର୍ଡ ଦୁର୍ନୀତିର ଚେର ଗାଁକୁ ଗାଁ ଲମ୍ବିଛି। କୋରାପୁଟ ବ୍ଲକରେ ରହିଥିବା ମହାଦେଇପୁଟ, ଏକା‌ଟାଗୁଡା, ଟାଉପଦର, ଥାଟପଦର ସହ ଅନ୍ୟ ଗାଁକୁ ବି ଲମ୍ବିଛି ଏହି ଦୁର୍ନୀତି। ଆଜି ଟାଉନ ପୁଲିସ ପକ୍ଷରୁ ପିଏନ୍‌ବି କୋରାପୁଟ ଶାଖାରେ ଠିକା ଭବେ କାମ କରୁଥିବା ରୋଷେଇୟା…
ଅଧିକ ଖବର ଦେଖନ୍ତୁ...

ପୋଷ୍ୟ ସନ୍ତାନ ନେଉଥିବା ମା’ଙ୍କ ପାଇଁ ବି ଲାଗୁ ହେବ କି ମାତୃତ୍ଵ ଅବକାଶ? କେନ୍ଦ୍ରଠାରୁ ଜବାବ ମାଗିଲେ…

ନୂଆଦିଲ୍ଲୀ: ପୋଷ୍ୟ ସନ୍ତାନ ନେଉଥିବା ମା'ଙ୍କ ପାଇଁ ବି ଲାଗୁ ହେବ କି ମାତୃତ୍ଵ ଅବକାଶ ବା ମ୍ୟାଟରନିଟି ଲିଭ ? କେନ୍ଦ୍ର ସରକାରଙ୍କ ପାଖରୁ ଆଜି ଏବାବଦରେ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ | ମାତୃତ୍ୱ ଲାଭ ଆଇନ, ୧୯୬୧ ର ଏକ ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ…
ଅଧିକ ଖବର ଦେଖନ୍ତୁ...

ଜଗତସିଂପୁରରୁ ବ୍ରାଉନ ସୁଗାର ଜବତ, ୭ ଗିରଫ

ଜଗତସିଂହପୁର: ଜଗତସିଂପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ଏରସମା, କୁଜଙ୍ଗ ଓ ରଘୁନାଥପୁର ଅଞ୍ଚଳରେ ତିନୋଟି ଗ୍ୟାଙ୍ଗ ଉପରେ ଚଢ଼ାଉ କରିଛି ପୁଲିସ। ଚଢ଼ାଉ ସମୟରେ ପାଖାପାଖି ୫୪୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ସମେତ ଅଳଙ୍କାର ଓ ୨୧ ଲକ୍ଷ ନଗଦ ଟଙ୍କା ଜବତ କରିଛି ପୁଲିସ।…
ଅଧିକ ଖବର ଦେଖନ୍ତୁ...

ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ସମର୍ପିତ ତରୁଣ

ଭୁବନେଶ୍ବର : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାରେ ନିଜକୁ ନିୟୋଜିତ କରିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗର ସୌମ୍ୟରଞ୍ଜନ ବିଶ୍ବାଳ ଜାତିସଂଘର ୧୭ ଭାରତୀୟ ତରୁଣ ‘କ୍ଲାଇମେଟ୍ ଲିଡର’ ବା ଜଳବାୟୁ ନେତା ତାଲିକାରେ ସ୍ଥାନ ପାଇଛନ୍ତି । ଜାତିସଂଘ ଦ୍ବାରା ଗତ ସେପ୍ଟେମ୍ବର ୨୮ରେ ଆରମ୍ଭ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା…
ଅଧିକ ଖବର ଦେଖନ୍ତୁ...

ମାଲଗାଡିର ୫ ବଗି ଲାଇନଚ୍ୟୁତ୍‌, ୧୭ ଘଣ୍ଟା ମାଲପରିବହନ ଠପ୍‌

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)କୁ ଆସୁଥିବା ଲୁହା ପଥର ‌ବୋଝେଇ ମାଲଗାଡିର ୫ ବଗି ବନ୍ଧମୁଣ୍ଡା ରେଲୱେ ୟାର୍ଡ ଡିଜେଲ କଲୋନି ନିକଟରେ ଲାଇନଚ୍ୟୁତ୍‌ ହୋଇଛି। ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବାବେଳେ ବନ୍ଧମୁଣ୍ଡା ରେଲୱେ ୟାର୍ଡ ରାଉରକେଲା ଇସ୍ପାତ କାରଖାନା…
ଅଧିକ ଖବର ଦେଖନ୍ତୁ...

ଧଉଳିରେ ପ୍ରେମିକାକୁ ଏସିଡ଼ ପିଙ୍ଗି ହତ୍ୟା ଉଦ୍ୟମ ଘଟଣାରେ ଜେଲଗଲା ଅଭିଯୁକ୍ତ

ଧଉଳି: ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ପୁଲିସ ଆଜି ପ୍ରେମିକା ଉପରକୁ ଏସିଡ଼ ଫିଙ୍ଗି ହତ୍ୟା ଉଦ୍ୟମ କରିବା ଘଟଣାରେ ସଂପୃକ୍ତ ପ୍ରତାରକ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ଚଅଁରପଦା ଗ୍ରାମର ପପୁନି ରାଉତ(୨୨)। ତେବେ କୋର୍ଟରେ ପପୁନିର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ, ବ୍ୟାଟିଂ କରିବ କୋଲକାତା

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୪୫ ତମ ମ୍ୟାଚ କୋଲକାତା ନାଇଟରାଇଡର୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପଂଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ପଞ୍ଜାବ ଦଳ ୧୧ଟି ମ୍ୟାଚ ଖେଳି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୯୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୯୧ ଆକ୍ରାନ୍ତ ସୁସ୍ଥ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୦୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡ ନଥିବା ଶରୀରର ଲାଭ କଣ? ଅଧ୍ୟକ୍ଷ ନଥିବା କହି କଂଗ୍ରେସକୁ ବାଣ ମାରିଲା ଶିବସେନା

ନୂଆଦିଲ୍ଲୀ: କଂଗ୍ରେସ ଦଳର ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଆବଶ୍ୟକ ବୋଲି ଶିବସେନା ପକ୍ଷରୁ କୁହାଯାଇଛି | ଶିବସେନା ପକ୍ଷରୁ କୁହାଯାଇଛି ଯେ ପଞ୍ଜାବରେ ରାଜନୈତିକ ସଙ୍କଟ ପାଇଁ କଂଗ୍ରେସରେ ନେତୃତ୍ୱ ଦ୍ୱନ୍ଦ୍ୱ ସହ ବିଜେପି ମଧ୍ୟ ଦାୟୀ | ଯଦିଓ ରାହୁଲ ଗାନ୍ଧୀ କଂଗ୍ରେସ ଦଳର ଅନେକ ସମସ୍ୟାର…
ଅଧିକ ଖବର ଦେଖନ୍ତୁ...