Daily Archives

October 1, 2021

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ରାଜ୍ୟସ୍ତରୀୟ ସମାବେଶ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ରାଜ୍ୟସ୍ତରୀୟ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କଟକଣା ଯୋଗୁଁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସମ୍ମିଳନୀ ସାମୂହିକ ଉପସ୍ଥିତିରେ ସମ୍ଭବପର ହୋଇ ନ ପାରିବାରୁ ଏହାକୁ ଭରଚୁଆଲ ମୋଡ୍‌ରେ ଆୟୋଜନ କରାଯାଇଥିଲା। ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ପାଦରଆଙ୍ଗୁଳି ଭାଙ୍ଗିଯିବା ସ‌ତ୍ତ୍ବେ ସୁଟିଂ ସେଟରେ ପହଞ୍ଚିଛନ୍ତି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଅନେକ ବର୍ଷ ହେବ କୁଇଜ ସୋ ‘କୌନ ବନେଗା କରୋଡପତି’ର ହୋଷ୍ଟ କରୁଛନ୍ତି। ନିକଟରେ ଅମିତାଭ ବଚ୍ଚନ କହିଛନ୍ତି ଯେ, ତାଙ୍କ ପାଦରେ ଆଘାତ ଲାଗି ଯାଇଛି। ଆଉ ତାହାକୁ ସେ କିପରି ଲୁଚାଉଛନ୍ତି। ପାଦରେ ଆଘାତ ଲାଗିବା ସ‌ତ୍ତ୍ବେ ଅମିତାଭ ବଚ୍ଚନ କେବିସି-୧୩ର ସୁଟିଂ…
ଅଧିକ ଖବର ଦେଖନ୍ତୁ...

ଦିନେ ଜୀବନ ସଂଘର୍ଷ ଆରମ୍ଭ କରିଥିଲେ ଛୋଟ କମ୍ପାନିରେ ରିସେପସନିଷ୍ଟ ଭାବେ; ହେଲେ ନିଜର ପ୍ରଚେଷ୍ଟାରେ ଏବେ ଦକ୍ଷ ଆଇପିଏସ…

ନୂଆଦିଲ୍ଲୀ: ଟ୍ୟାଲେଣ୍ଟ ଥିଲେ ବି ଆଇପିଏସ୍‌ ଅଫିସର ହେବା ଏତେ ସହଜ ନଥିଲା। କାରଣ, ଆଇପିଏସ୍‌ ପ୍ରସ୍ତୁତି ପାଇଁ ଘର ଲୋକଙ୍କ ସମର୍ଥନ ଥିଲେ ବି ବାଧକ ସାଜିଥିଲା ଅର୍ଥ। ତେଣୁ ପଢା ଖର୍ଚ୍ଚ ଉଠାଇବାକୁ କେବେ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ ତ କେବେ ରିସେପସନିଷ୍ଟ ଭାବେ କାମ କରୁଥିଲେ। ଶେଷରେ…
ଅଧିକ ଖବର ଦେଖନ୍ତୁ...

ଗୁପଚୁପ ବିକାଳିଙ୍କ ଝୁଲନ୍ତା ଶବ ଉଦ୍ଧାର

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ନିକଟ ବିଦ୍ୟତ୍‌ ଗ୍ରିଡ୍‌ ପଛପଟ ଏକ ଗଛରୁ ଶୁକ୍ରବାର ଜଣେ ଗୁପଚୁପ ବିକାଳିକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ମଧ୍ୟପ୍ରଦେଶ ରାଜ୍ୟର ରାହୁଲ ଯାଦବ (୨୬) ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ମାସେ ତଳେ ରାହୁଲ ତୁଷୁରାକୁ ଗୁପ୍‌ଚୁପ୍‌…
ଅଧିକ ଖବର ଦେଖନ୍ତୁ...

ଭାରତର ଯେସାକୁ ତେସା ନୀତି : ବ୍ରିଟେନରୁ ଭାରତ ଆସିଲେ ୩ ଥର ଆରଟିପିସିଆର ପରୀକ୍ଷା, ୧୦ ଦିନ ସଂଗରୋଧରେ ରହିବା…

ନୂଆଦିଲ୍ଲୀ : ବ୍ରିଟେନକୁ ନେଇ ଯେସାକୁ ତେସା ନୀତି ଗ୍ରହଣ କରିବାକୁ ଭାରତ ସରକାର ନୀତି ଗ୍ରହଣ କରିଛନ୍ତି । ଭାରତରେ କୋଭିସିଲଡ୍ ଟିକା ନେଇଥିବା ଲୋକମାନଙ୍କୁ ବ୍ରିଟେନ୍ କ୍ବାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଥିବାରୁ ଭାରତ ସମାନ ଢଙ୍ଗରେ ତାହାର ଜବାବ ଦେଇଛନ୍ତି । ଭାରତ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର । ଉଭୟଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେମନ୍ତ ସୋରେନ ଓ ଜଗମୋହନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ରାଜ୍ୟରେ ଓଡ଼ିଆ ଭାଷାର ଗୁରୁତ୍ୱ…
ଅଧିକ ଖବର ଦେଖନ୍ତୁ...

ଲୁହର ବି ଦାମ ଅଛି: ଯନ୍ତ୍ରଣା ଯୋଗୁଁ କାନ୍ଦିବାରୁ ମେଡିକାଲ ପକ୍ଷରୁ ନିଆଗଲା ୮୦୦ ଟଙ୍କା

ନ୍ୟୁୟର୍କ: ଅନୁମାନ କରନ୍ତୁ ମେଡିକାଲରେ ଆପଣ ଭର୍ତ୍ତି ହୋଇଛନ୍ତି ଆଉ ଯନ୍ତ୍ରଣା ଯୋଗୁଁ ଆପଣ କାନ୍ଦୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ପକେଟରୁ ଟଙ୍କା ଗଣିବାକୁ ପଡିବ | ଆପଣଙ୍କ ଲୁହ ପାଇଁ ବି ଆପଣଙ୍କୁ ଟଙ୍କା ଦେବାକୁ ପଡିବ | ଏବେ ଏମିତି ଏକ ମେଡିକାଲ ପକ୍ଷରୁ ଦିଆଯାଇଥିବା ବିଲ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼,…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: କୁନ୍ତେସୁ ପାହାଡ଼ରୁ ଖଣି ଉତ୍ତୋଳନ ନିମନ୍ତେ ଜନଶୁଣାଣି

ନାରାୟଣପାଟଣା/ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଜାଗୁଗୁଡ଼ା ପଞ୍ଚାୟତର କୁନ୍ତେସୁ ଗ୍ରାମ ନିକଟରେ ଥିବା ପାହାଡ଼ରୁ ଖଣିଜ ପଦାର୍ଥ ଉତ୍ତୋଳନ କରିବାକୁ  ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଜନଶୁଣାଣିରେ ପାହାଡ଼ରୁ ମୂଲ୍ୟବାନ ମାର୍ବଲ୍ ପଥର ଖନନ କରିବା ପାଇଁ ଉପସ୍ଥିତ…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପନିର୍ବାଚନରେ ଟଙ୍କା କାରବାର ନେଇ ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ବେଳେ ଟଙ୍କା ବଣ୍ଟାଯାଉଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି। ରେଜିଷ୍ଟରରେ ନାଁ ଲେଖି ଟଙ୍କା ବଣ୍ଟା ଯାଉଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିର୍ବାଚନ ଜିତିବା ପାଇଁ ବିଜେପିି ଓ ବିଜେଡି ଉଭୟ ଦଳ ବହୁ ପରିମାଣରେ ଟଙ୍କା…
ଅଧିକ ଖବର ଦେଖନ୍ତୁ...