Daily Archives

October 2, 2021

ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା

ବାରିପଦା: ସମ୍ବାଦ ଆମ ଓଡ଼ିଶା ବାର୍ଷିକ ପ୍ରତିଯୋଗିତା ଅବସରରେ ହୋଇଥିବା ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାର ମୟୂରଭଞ୍ଜ ଜିଲ୍ଲାର କୃତି ପ୍ରତିଯୋଗୀଙ୍କୁ ଆଜି ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯାଇଛି। ସ୍ଥାନୀୟ ଏମ୍କେସି ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି…
ଅଧିକ ଖବର ଦେଖନ୍ତୁ...

୭୩ କିଲୋ ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ 

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାକୁ ଭୟା ପାଡୁଆ ଦେଇ ଚାଲାଣ ହେଉଛି ଗଞ୍ଜ‌େଇ। କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ଚାଲଣ ବେଳେ ଜଣକୁ ଗିରଫ କରି କୋର୍ଟ ଚାଲଣକରିଛି। ଗଞ୍ଜେଇ ପରିବହନରେ ବ୍ୟବହୃତ ଅଟୋ ସହ ୭୩ କିଲୋ ୩୨୦ ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ସୁନା ଚେନ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟଙ୍କ ସହ ସୁନା ବେପାରୀ ଗିରଫ

ଖୋର୍ଦ୍ଧା: ଆଜି ଜଟଣୀ ପୁଲିସ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କ ସହ ସେମାନଙ୍କଠାରୁ ସୁନା କିଣିଥିବା ଜଣେ ସୁନା ବ୍ୟବସାୟୀଙ୍କୁ ଗିରଫ କରିଛି । ଜଟଣୀ ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗତ ମାସ ୨୪ ତାରିଖରେ ଜଟଣୀ ଆନ୍ଧ୍ର ବ୍ୟାଙ୍କ ନିକଟରୁ ଫକିର ଚରଣ ନାୟକ, ତାଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଫିକା ପଡ଼ିଲା ଋତୁରାଜଙ୍କ ଶତକ, ୭ ୱିକେଟରେ ଚେନ୍ନାଇକୁ ହରାଇଲା ରାଜସ୍ଥାନ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୪୭ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୭ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ୍‌ ରୟାଲ୍‌ସ। ପ୍ରଥମ ପାଳିରେ ଚେନ୍ନାଇ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୮୯ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୧୭.୩ ଓଭରରେ ୩…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ଜୈବମଣ୍ଡଳ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଶପଥ ନେଲେ: ସାଇକ୍ଲୋଥନ୍ ମାଧ୍ୟମରେ ବ୍ୟାଘ୍ର ସଂରକ୍ଷଣ…

ବାରିପଦା: ସାଇକ୍ଲୋଥନ୍ (ସାଇକେଲ୍ ରାଲି) ମାଧ୍ୟମରେ ବ୍ୟାଘ୍ର ସଂରକ୍ଷଣ ସଚେତନତା। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ବ୍ୟାଘ୍ର ସଂରକ୍ଷଣ ଓ ଜୈବ ବିବିଧତା ସଂରକ୍ଷଣ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ଇଣ୍ଡିଆ ଫର ଟାଇଗରସ କାର୍ଯ୍ୟକ୍ରମ ଅବସରରେ ଶିମିଳିପାଳ…
ଅଧିକ ଖବର ଦେଖନ୍ତୁ...

ରେଳ କ୍ବାର୍ଟର୍ସରୁ କର୍ମଚାରୀଙ୍କ ଶବ ଉଦ୍ଧାର

ରାଉରକେଲା: ବନ୍ଧମୁଣ୍ଡା ରେଳବାଇ କ୍ବାର୍ଟର୍ସରୁ ଜଣେ କର୍ମଚାରୀଙ୍କ ଶବ ଉଦ୍ଧାର ‌ହୋଇଛି। ମୃତକ ଜଣକ ହେଲେ ଯଶବନ୍ତ ବେହେରା (୩୫)। ପତ୍ନୀଙ୍କ ସହ କଳି ଝଗଡାରୁ ଯଶବନ୍ତ ଏକାକୀ କ୍ବାର୍ଟର୍ସରେ ରହୁଥିଲେ। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ଭିଆଇପି ହଲରେ ପଶି ମାଙ୍କଡ଼ ଲୋକଙ୍କ ସହ ପିଇଲା ଜୁସ

ନୂଆଦିଲ୍ଲୀ: ମାଙ୍କଡ଼ମାନଙ୍କୁ ଏଯାବତ ଆପଣମାନେ ରାସ୍ତାରେ, ଘରେ କିମ୍ବା ସହରରେ ଡେଉଁଥିବା କୁଦୁଥିବା ଦେଖିବାକୁ ପାଇଥି‌ବେ। କିନ୍ତୁ ଆପଣ ମାଙ୍କଡକୁ କେବେ ବିମାନବନ୍ଦର ଲାଉଞ୍ଜରେ ଡେଉଁଥିବାର ଦେଖିଛନ୍ତି କି? ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓଟି ଇନ୍ଦିରା ଗାନ୍ଧୀ…
ଅଧିକ ଖବର ଦେଖନ୍ତୁ...

ମାସକୁ ୮ହଜାର ରୋଜଗାର କରୁଥିବା ବ୍ୟକ୍ତି ରାତାରାତି ହେଲେ କୋଟିପତି; ୧୦ଲକ୍ଷ ମନ୍ଦିରକୁ ଦାନକଲେ

ନୂଆଦିଲ୍ଲୀ: ଯେତେବେଳେ ଉପରବାଲା ଦେଇଥାଏ ଛପର ଫାଡ଼ି ଦେଇଥାଏ ବୋଲି କଥାରେ ଅଛି। ଏହାର ସଦ୍ୟତମ ଉଦାହରଣ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଫତେହପୁରର କୃଷ୍ଣ ପାଲ ସିଂ ସୋଲଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ସହେଜଲାର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଡାଟା ଏଣ୍ଟ୍ରି ଅପରେଟର ଭା‌ବେ କାମ କରି…
ଅଧିକ ଖବର ଦେଖନ୍ତୁ...

ଆଈ ମା’ଙ୍କ ମୃତ୍ୟୁ ଖବର ଦେବାକୁ ଯାଇ ନାତି ଶବ ପାଲଟିଲେ

ବଣାଇଗଡ଼: ଶନିବାର ସନ୍ଧ୍ୟାରେ ବଣାଇ ଉପଖଣ୍ତର ଲଲେଇ-ବ୍ରାହ୍ମଣଗାଁ ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। କଲେଇପୋଷ ସ୍କୁଲ କଲୋନି ସାହିରେ ରହୁଥିବା ସୁଦର୍ଶନ ମହାନ୍ତ ଓରଫ ଟିକିନା(୨୭)ଙ୍କ ଆଈ ମା’ ଙ୍କର ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା। ରାତିରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ମଣ୍ଡଳ କାରାଗାରରେ ଜେଲ୍‌ ଇ-ମୁଲାକାତ ବ୍ୟବସ୍ଥାର ଶୁଭାରମ୍ଭ କଲେ ଡ଼ିଜି

ବ୍ରହ୍ମପୁର: ଓଡ଼ିଶା ଜେଲ୍‌ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆଜି ବ୍ରହ୍ମପୁର ଗସ୍ତରେ ଆସିଥିଲେ। ସେ ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କାରାଗାରେ ରହିଥିବା ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ସେ ଅବଗତ ହୋଇଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...