Daily Archives

October 3, 2021

୨୦ବର୍ଷ ପରେ ବି ଜୟପୁରର ବିକାଶ ହୋଇ ପାରିନି: ଅପରାଜିତା 

ଜୟପୁର: ୨୦ବର୍ଷ ପରେ ବି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣ କେନ୍ଦ୍ର ଜୟପୁର ସହରର ଯେଭଳି ସାମଗ୍ରୀକ ବିକାଶ ହେବା କଥା ହୋଇ ପାରିନି ବୋଲି କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି। ସାଂସଦ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଆସିଥିଲେ, ଛାତରୁ ସ୍ଲାବ୍ ଖସି ଆହତ ହେଲେ ରୋଗୀ

ବାରିପଦା: ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ। ମାତ୍ର ହସ୍ପିଟାଲ ଛାତରୁ ସିମେଣ୍ଟ ସ୍ଲାବ୍ ପଡ଼ି ଗୁରୁତର ହେଲେ। ଏପରି ଅଘଟଣ ଘଟିଛି ବାରିପଦାସ୍ଥିତ ପିଆରଏମ ହସ୍ପିଟାଲରେ। ଆଜି ଦିନବେଳେ ଘଟିଥିବା ଏହି ଅଘଟଣରେ ଚକ୍ରଧର ସିଂ ନାମକ ଜଣେ ରୋଗୀ ଆହତ ହୋଇଛନ୍ତି। ଶଯ୍ୟା ଅଭାବରୁ ମେଡିସିନ୍…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଦାର ବାର୍ଷିକ ଉତ୍ସବରେ ଯୋଗ ଦେଲେ ସାଂସଦ ଅପରାଜିତା

କୋରାପୁଟ: କୋରାପୁଟ ସ୍ଥିତ ନିଶାଣୀ ମୁଣ୍ଡା ପଡିଆ ଠାରେ ଅନୁଷ୍ଠିତ ହୋଇଛି ଓଡିଶା ଅଗ୍ରଣୀ ସମାଜସେବୀ ସଂଗଠନ ସ୍ମାର୍ଦାର ବାର୍ଷିକ ଉତ୍ସବ ଓ ଜନ ସଚେତନତା ଶିବିର। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସେ ଦିନିକିଆ କୋରାପୁଟ ଗସ୍ତରେ ଆସି…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଂକଳ୍ପ

ବାରିପଦା: ଜିଲ୍ଲାର ଅଗ୍ରଣୀ ଭାଷା ଓ ସାହିତ୍ୟ ଅନୁଷ୍ଠାନ ମୟୂରଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଶାରଦୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଝାଡ଼ଖଣ୍ଡ ରାଜ୍ୟରେ ସଙ୍କଟରେ ପଡିଥିବା ଓଡ଼ିଆ ଭାଷା ସଂପର୍କରେ ଆଲୋଚନା ହୋଇ ଏହାର ସୁରକ୍ଷା ପାଇଁ ସଂକଳ୍ପ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ରେଲୱେ ବୋର୍ଡ଼ ଅଧ୍ୟକ୍ଷଙ୍କ ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନ

ବାଲିଅନ୍ତା: ଆଜି ସଂଧ୍ୟା ୫ଟା ସମୟରେ ଭାରତୀୟ ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ସୁନୀତ ଶର୍ମା ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନରେ ଆସିଥିଲେ। ତାଙ୍କ ସହିତ ଭୁବନେଶ୍ବର ରେଲୱେର ମହା ପ୍ରବନ୍ଧକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ପରିଦର୍ଶନରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୬ ୱିକେଟରେ ପରାସ୍ତ କଲା କୋଲକାତା

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୪୯ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୬ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ । ପ୍ରଥମ ପାଳିରେ ହାଇଦ୍ରାବାଦ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୧୫ ରନ୍‌ କରିଥିଲା । ଜବାବରେ କୋଲକାତା ୧୯.୪…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶା ଯୁବମଞ୍ଚର ନୂଆଁଖାଇ ଭେଟ୍‌ଘାଟ୍‌: ୧୦ଟି ଜିଲ୍ଲାର ୪୫ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବର୍ଦ୍ଧିତ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ସବୁବେଳେ ମହାନ। ଏକତାର ବନ୍ଧନରେ ବାନ୍ଧିଛି ଆମର ଗଣପର୍ବ ନୂଆଁଖାଇ। ଏହି ଏକତାର ପର୍ବକୁ ଆମ ଅଂଚଳର ବିକାଶ ପାଇଁ ଲଗାଇବା। ଅଂଚଳର କଳା, ସାହିତ୍ୟ, ସଂସ୍କୃତି ସମସ୍ତଙ୍କୁ ଏକ କରି ରଖିଛି। ଅଂଚଳର ସ୍ୱତନ୍ତ୍ର ପରିଚୟ ରହିଛି। ଅଂଚଳର ବିକାଶ ପାଇଁ…
ଅଧିକ ଖବର ଦେଖନ୍ତୁ...

ମୃତ ଏଲିଏନକୁ ଦେଖିବା ପାଇଁ ଆମେରିକା ଯାଇଥିଲେ ଆଇନଷ୍ଟାଇନ!

ନୂଆଦିଲ୍ଲୀ: ଏଲିଏନର ଉପସ୍ଥିତିକୁ ନେଇ ଆମେରିକା ସହିତ ଅନେକ ଦେଶ ଚର୍ଚ୍ଚା କରୁଛି। ଏହି କ୍ରମରେ ଏକ ଅଡିଓ ଟେପ ସାମ୍ନାକୁ ଆସିଛି। ଏହି ଅଡିଓ ଟେପରେ ଦାବି କରାଯାଇଛି କି, ଦୁନିଆର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟାଇନଙ୍କୁ ମୃତ ଏଲିଏନର ଶବ ଦେଖାଇବା ପାଇଁ ଆମେରିକା ନିଆ ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଦଶାହ କାର୍ଯ୍ୟରେ ଯାଉଥିଲେ…ଲଟିଲା ବଲେରୋ, ୮ଜଣ ଆହତ 

କେସିଙ୍ଗା: ଏକ ଦଶାହ କାର୍ଯ୍ୟରେ ବଲାଙ୍ଗୀର ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ କୁଣ୍ଡାବନ୍ଧ ପଞ୍ଚାୟତ ଗୁର୍ଜିମୁଣ୍ଡା ଗାଁକୁ ବଲେରୋ (ଓଡି୦୮ଏଚ୍‌-୨୧୧୧)ରେ ଯାଉଥିବା ବେଳେ ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ବଲାଙ୍ଗୀର ଜିଲ୍ଲାର ନୃପତି ରଣା (୪୨), ବିନୁସା…
ଅଧିକ ଖବର ଦେଖନ୍ତୁ...

ବିସ୍ଥାପିତଙ୍କ ୨୩ ଲକ୍ଷ ଟଙ୍କା ହଡ଼ପ ଘଟଣା: ଦଲାଲଙ୍କୁ ଅଟକ ରଖି ପଚରାଉଚୁରା, ମୁଖ୍ୟ ଅଭିଯୁକ୍ତ ଗିରଫ ହେବ ତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା‌ ବୋଡ଼େନ ବ୍ଲକ୍‌ କର୍ଲ୍ଲାକୋଟ ପଞ୍ଚାୟତ ଡୁଡୁକିବାହାଲ ଗାଁର ବିସ୍ଥାପିତ ଗୌରିଶଙ୍କର ମାଝୀଙ୍କ ୨୩ ଲକ୍ଷ ଟଙ୍କା ହଡ଼ପ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଦଲାଲକୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ରବିବାର ସମ୍ପୃକ୍ତ…
ଅଧିକ ଖବର ଦେଖନ୍ତୁ...