Daily Archives

October 4, 2021

ଡାଟା ଏଣ୍ଟ୍ରି ଅପରେଟର ସଂଘ ପକ୍ଷରୁ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କୁ ଦାବିପତ୍ର

ବାରିପଦା: ମୟୂରଭଞ୍ଜ ଜିଲା କୃଷି ବିଭାଗ ଅଧୀନରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲା କୃଷି ଅଧିକାରୀଙ୍କ ଜରିଆରେ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ସମ୍ପୃକ୍ତ ଡାଟା ଅପରେଟରମାନଙ୍କୁ କାର୍ଯ୍ୟରୁ ଅନ୍ତର ନ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ମାତିଛନ୍ତି ମଣିଷ ଦଲାଲ: ଚାକିରି ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ନେଇ ମାରିଦେଲେ !

ଖୋର୍ଦ୍ଧା: ଗାଁରେ ମଜୁରୀ ମିଳୁନି, ଘରର ୪ ପ୍ରାଣୀଙ୍କୁ ଦୁଇବେଳା ମୁଠାଏ ଭଲ ଖାଇବାକୁ ଦେଇପାରୁନାହୁଁ। ଏଣୁ ରାଜ୍ୟ ବାହାରକୁ ଗଲେ ଭଲ ମଜୁରୀ ମିଳିବ, ଘରକୁ ଟଙ୍କା ପଠାଇବୁ, ସ୍ତ୍ରୀ-ପିଲା ଭଲ ଖାଇବେ, ପିନ୍ଧିବେ।  ଏହି ଲୋଭ ଦେଖାଇ ଜୟ ନାୟକଙ୍କୁ ସାଥିରେ ଚେନ୍ନାଇ ନେଇଗଲା ଶ୍ରମିକ ଦଲାଲ ଅଭି…
ଅଧିକ ଖବର ଦେଖନ୍ତୁ...

ଦେଓଘାଟି ମନରେଗା ଦୁର୍ନୀତି ଘଟଣା : ଜିଆରଏସ ସୁବାସଙ୍କୁ ବହିଷ୍କାର କଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ : କୋରାପୁଟ ବ୍ଲକ ଦେଓଘାଟି ପଞ୍ଚାୟତରେ ହୋଇଥିବା ମନରେଗାରେ ଦୁର୍ନୀତି‌ ଘଟଣାରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର। ‘ସମ୍ବାଦ’ରେ ପ୍ରଥମେ ଏନେଇ ଲଗାତାର ତଥ୍ୟ ସହ ଖବର ପ୍ରକାଶ ପାଇବା ପରେ ତଦନ୍ତ କରିଥିଲେ ଡିଆରଡିଏ ଓ ବ୍ଲକ କତ୍ତୃପକ୍ଷ। ଏହାପରେ…
ଅଧିକ ଖବର ଦେଖନ୍ତୁ...

ଖଣି, କଳାକାରଖାନା ଅଛି; ନିଯୁକ୍ତି କାହିଁ !

ସୁନ୍ଦରଗଡ଼: ଜିଲ୍ଲାରେ ବହୁ ଖଣି, କଳାକାରଖାନା ଅଛି। କିନ୍ତୁ ସେସବୁ ସ୍ଥାନରେ ବାହାର ରାଜ୍ୟ ଓ ଜିଲ୍ଲାର ଠିକା ସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଉଛି। ଏସ୍ଥିତିରେ ଠିକା ସଂସ୍ଥା ନିଯୁକ୍ତିରେ ସ୍ଥାନୀୟ ଶିକ୍ଷିତ ଯୁବବର୍ଗଙ୍କୁ ଉପେକ୍ଷା କରୁଛି। ଫଳରେ ନିଯୁକ୍ତିର ସମସ୍ତ ସାଧନ ଥିବା ସତ୍ତ୍ବେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ସାଂସଦ ଅପରାଜିତା: ଦୂରେଇଲା ବିଜେପି, ସ୍ୱାଗତ କଲା ଭିଏଚପି

ରାୟଗଡ଼ା: ଭୁବନେଶ୍ୱର ସାଂସଦ ତଥା ଜାତୀୟ ବିଜେପି ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଆସିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଜିଲ୍ଲା ଶାଖା ପକ୍ଷରୁ ଅପରାଜିତାଙ୍କୁ ସିରିକଣାରୁ ବାଇକ ରାଲିରେ ସ୍ୱାଗତ କରାଯାଇଥିଲା। ଷ୍ଟେଟ୍ ବ୍ୟାଙ୍କ ଛକରୁ ପଦଯାତ୍ରାରେ ବାହାରି…
ଅଧିକ ଖବର ଦେଖନ୍ତୁ...

ମୋଟୁ ଥାନାରେ ୨ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ମାଲକାନଗିରି ମେଡିକାଲରେ ଭର୍ତ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଚୋରି ମାମଲାରେ ଦୁଇ ଯୁବକଙ୍କୁ ଅଟକ ରଖି ପୁଲିସ ତିନିଦିନ ଧରି ଥାର୍ଡ ଡିଗ୍ରୀ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ କାଲିମେଳା ଥାନା ଅନ୍ତର୍ଗତ ମହାରାଜପାଲୀ ପଞ୍ଚାୟତର ଏମ୍‌ପିଭି-୮୧ ଗ୍ରାମର ଅଭିଜିତ ବିଶ୍ବାସଙ୍କ ଘରୁ ସୁନା ଗହଣା…
ଅଧିକ ଖବର ଦେଖନ୍ତୁ...

ମାଥିଲିରେ ଜେଏମଏଫସି କୋର୍ଟ ଉଦଘାଟିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲିଠାରେ ଜେଏମଏଫସି କୋର୍ଟ ଉଦଘାଟିତ ହୋଇଯାଇଛି।  ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ.ଏସ୍‌. ମୁରଲୀଧର ମୁଖ୍ୟ ଅତିଥି ଭାବେ ଭରଚ୍ୟୁଆଲ ମାଧ୍ୟମରେ ଏହି କୋର୍ଟକୁ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଚାରପତି ଏସ. କେ ପାଣିଗ୍ରାହୀ,…
ଅଧିକ ଖବର ଦେଖନ୍ତୁ...

ଶ୍ମଶାନବନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲା ପଶ୍ଚିମ ଓଡ଼ିଶା ଯୁବାମଞ୍ଚ

ସୁନ୍ଦରଗଡ଼: ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପଞ୍ଚମ ସ୍ବନକ୍ଷତ୍ର ଉତ୍ସବ ‘ଉତଥାନ ୨୦୨୧’ ଅବସରରେ ସୁନ୍ଦରଗଡ଼ ସହରର ଚର୍ଚ୍ଚିତ ଶ୍ମଶାନବନ୍ଧୁଙ୍କୁ ସେବା ଓ ସମର୍ପଣ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ବଲାଙ୍ଗୀରର ହୋଟେଲ ସ୍ବୟଂ ଓ ରେସର୍ଟରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା : ମହିଳାଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା : ଖୋର୍ଦ୍ଧା ସହରର ବିଡିଏ କଲୋନୀରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୁଲିସ ଶବ ଜବତ କରିବା ସହ ଏନେଇ ମାମଲା ରୁଜୁ କରିଛି । ସୂଚନାନୁସାରେ, ଆଜି ସକାଳେ ବିଡିଏ କଲୋନୀ ଏଲ୍ ୩୨ରେ ରହୁଥିବା ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଟାଉନ୍ ଥାନା ପୁଲିସ ସୂଚନା…
ଅଧିକ ଖବର ଦେଖନ୍ତୁ...

ଜଙ୍କିଆ ନାବାଳକ ସୌମ୍ୟରଂଜନଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ଗିରଫ କରିବାକୁ ଏସପି ଅଫିସ ଘେରାଉ

ଖୋର୍ଦ୍ଧା: ଚଳିତ ମାସ ୧ ତାରିଖରେ ଜଙ୍କିଆ ଠାରେ ରଣପୁରର ଜଣେ ନାବାଳକ ସୌମ୍ୟରଂଜନଙ୍କୁ ସେ କାମ କରୁଥିବା ଗ୍ୟାରେଜ ମାଲିକ ରାଜୁ ପାଣ୍ଡି ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ଗ୍ୟାରେଜ୍ ମାଲିକ ପାଣ୍ଡି ନିଜର ଦୋଷ ସ୍ୱୀକାର କରିଛି ଓ ପୁଲିସ ତାକୁ ଗିରଫ କରିଛି । ତେବେ ଏହି ହତ୍ୟା…
ଅଧିକ ଖବର ଦେଖନ୍ତୁ...