Daily Archives

October 4, 2021

ଆଇପିଏଲ: ଚେନ୍ନାଇକୁ ୩ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୫୦ତମ ମ୍ୟାଚ୍‌ରେ ଚେନ୍ନାଇକୁ ୩ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ପାଳିରେ ଚେନ୍ନାଇ ୨୦ ଓଭରରେ ୫ ୱିକେଟ ହରାଇ ୧୩୬ ରନ୍‌ କରିଥିଲା । ଜବାବରେ ଦିଲ୍ଲୀ ୧୯.୪ ଓଭରରେ ୭ ୱିକେଟ ହରାଇ ୧୩୯ ରନ୍‌…
ଅଧିକ ଖବର ଦେଖନ୍ତୁ...

ପୁଲିସ ଓ ପ୍ରଶାସନର ପିଛା ଛାଡୁନି କଙ୍କଡାଆମ୍ବ ବିବାଦ

କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ପିଛା ଛାଡୁନି ସେମିଳିଗୁଡା ବ୍ଲକ କଙ୍କଡାଆମ୍ବ ଜନଶୁଣାଣି ବିବାଦ। ପ୍ରଥମେ ଗୁଇନ୍ଦା ବିଫଳ ମାରିବାରୁ ଜନଶୁଣାଣି ହୋଇ ନ ପାରିବା ଓ ପରବର୍ତ୍ତୀ ସମୟରେ ବାରମ୍ବାର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଜିଲ୍ଲା ମୁଖ୍ୟାଳୟକୁ ଆସି ଦାବିପତ୍ର ଦେବା…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀପଣ୍ଡା ଛକର ରୁପରେଖ ପରିବର୍ତ୍ତନ ପାଇଁ ଏନଏଚର ସ୍ୱତନ୍ତ୍ର ଯୋଜନା

ଜୟପୁର: ଏନଏଚ ପକ୍ଷରୁ ଲକ୍ଷ୍ମୀପଣ୍ଡା ଛକର ସଂପୁର୍ଣ୍ଣ ରୁପରେଖ ପରିବର୍ତ୍ତନ କରାଯିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି। ଗତ ଅଗଷ୍ଠ ୩୦ତାରିଖ ଦିନ ନେତାଜୀ ସୁବାଷ ବୋଷଙ୍କ ରାଣୀ ଲକ୍ଷ୍ମୀବାଇ ରେଂଜିମେଣ୍ଟର ସଦସ୍ୟା ଥିବା ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମୀ ପଣ୍ଡାଙ୍କ ବ୍ରୋଞ୍ଚ…
ଅଧିକ ଖବର ଦେଖନ୍ତୁ...

ଚୋରିକରି ଜେଲ ଗଲେ ଗୋଟିଏ ପରିବାରର ୪ ସଦସ୍ୟ

ରାଉରକେଲା: ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା, ଘରୋଇ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ସେକ୍ଟର-୩ ପୁଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଫର୍ଟିଲାଇଜର ଲୋକନାଥ ମାର୍କେଟ୍‌ର ଅମରେନ୍ଦ୍ର ପାଟଶାଣୀ(୨୬), ତାଙ୍କ ବାପା…
ଅଧିକ ଖବର ଦେଖନ୍ତୁ...

ପ୍ରତାପରୁଦ୍ରପୁର ବାଲିଘାଟ ବନ୍ଦ ନେଇ ଉତ୍ତେଜନା, ପୁଲିସ ମୁତୟନ

ବାଲିଅନ୍ତା: ବାଲିଅନ୍ତା ତହସିଲ ଅଧୀନ କୁଶଭଦ୍ରା ନଦୀର କୂଳସାହି ବାଲିଘାଟରୁ ବାଲି ଉତ୍ତୋଳନକୁ ବିରୋଧ କରି ଆଜି ପ୍ରତାପରୁଦ୍ରପୁର ପଞ୍ଚାୟତରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ୬ଟି ୱାର୍ଡ଼ର ଶତାଧିକ ମହିଳା ଓ ପୁରୁଷ ଆଜି ପୂର୍ବାହ୍ନରେ ବାଲିଘାଟରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ପ୍ରଭାବ: ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡଙ୍ଗରିଆ ଛାତ୍ର ସିନାଙ୍କୁ ଆସିଲା ଡକରା

ରାୟଗଡ଼ା: ସାକାର ହେବାକୁ ଯାଉଛି ଡଙ୍ଗରିଆ ଛାତ୍ର ସିନା କାଡ୍ରକାଙ୍କ ସ୍ବପ୍ନ। ବୟସ ସମସ୍ୟା ଯୋଗୁ ସ୍କୁଲରେ ନାମ ଲେଖାଇ ପାରୁନଥିବାରୁ ସପ୍ତାହକ ତଳେ ସିନା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଚିଠିକୁ ଗୁରୁତର ସହ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସିନାଙ୍କୁ ଡକରା ଆସିଛି।…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କଲେ ଓଡ଼ିଶାର ଚନ୍ଦନ

ବ୍ରହ୍ମପୁର : ଉଜ୍‌ବେକିସ୍ତାନର ତାସ୍‌କେଣ୍ଟରେ ଅନୁଷ୍ଠିତ ହେଉଥିବା ୧୨ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରିବା ପାଇଁ ସୁଯୋଗ ପାଇଥିଲେ ବ୍ରହ୍ମପୁରର ଚନ୍ଦନ କୁମାର ସାହୁ। ନିଜର ପ୍ରଥମ ଅର୍ନ୍ତଜାତୀୟ ପ୍ରତିଯୋଗିତା ହୋଇଥିଲେ ମଧ୍ୟ ନିଜ ବର୍ଗରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କାମରେ ବିଭିନ୍ନ ପ୍ରକାର ଆହ୍ବାନର ସମ୍ମୁଖୀନ ହେବେ। ଧୈର୍ଯ୍ୟଧରି କାମ କଲେ ଯାଇ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ। ବୃଷ: ପୂର୍ବ ବିଚାରକୁ ତ୍ୟାଗ କରି ନୂଆ ବିଚାର ଗ୍ରହଣ କରିବେ। ନୂଆ କ୍ୟାରିୟର ଆରମ୍ଭ ପାଇଁ ଭଲ ସମୟ। ଘରେ ସୁଖ ସମୃଦ୍ଧି ବଜାୟ ରହିବ।…
ଅଧିକ ଖବର ଦେଖନ୍ତୁ...

ଡାଉନ ହେଲା ସୋସିଆଲ୍ ମିଡିଆ ସର୍ଭର: ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍ ଅଚଳ

ନୂଆଦିଲ୍ଲୀ: ବେଶ କିଛି ସମୟ ପାଇଁ ବନ୍ଦ ହୋଇଯାଇଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଫେସବୁକ୍, ହ୍ବାଟସ୍ଆପ୍ ଓ ଇନଷ୍ଟାଗ୍ରାମ୍  ସର୍ଭର ଡାଉନ ହୋଇପଡ଼ିଛି। ଫଳରେ ଏହି ତିନିଟି ସୋସିଆଲ୍ ମିଡିଆ ଏକପ୍ରକାର ଅଚଳ…
ଅଧିକ ଖବର ଦେଖନ୍ତୁ...

‘ଅରଣ୍ୟା’ର ଗଳ୍ପ ପାଠୋତ୍ସବ

ସୁନ୍ଦରଗଡ଼: ‘ସାହିତ୍ୟ ସମାଜର ଦର୍ପଣ। ଗଳ୍ପ ସାହିତ୍ୟର ଏକ ବଳିଷ୍ଠ ବିଭାଗ। ପରିବର୍ତ୍ତିତ ସମାଜର ପ୍ରତିଛବି ଏହି ଗଳ୍ପ ମାଧ୍ୟମରେ ଅଧିକ ପ୍ରତିଫଳିତ ହୋଇଥାଏ। ତେବେ ଜୀବନବାଦୀ ଦୃଷ୍ଟିକୋଣ ଓ ପ୍ରଗତିଶୀଳ ଚେତନା ଦ୍ବାରା ସୃଷ୍ଟ ଗଳ୍ପ ହିଁ କାଳଜୟୀ ହୋଇଥାଏ’। ସାହିତ୍ୟାନୁଷ୍ଠାନ ‘ଅରଣ୍ୟା’…
ଅଧିକ ଖବର ଦେଖନ୍ତୁ...