କୋରାପୁଟ ବିଜେପିରେ କମ୍ପନ, ୧୦ରେ ବିଜେପି ଛାଡିବେ ଜୟରାମ ପାଙ୍ଗୀ
କୋରାପୁଟ: କୋରାପୁଟ ବିଜେପିରେ କୋଣଠେସା ହୋଇ ରହିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପୁଣି ଥରେ ଦଳ ଛାଡିବେ। ୨୦୧୭ରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପି ପକ୍ଷରୁ ଏମପି ଟିକେଟ୍ ପାଇ କୋରାପୁଟ ଲୋକସଭା ପାଇଁ ଲଢିଥିଲେ। ଦଳ ପକ୍ଷରୁ ତାଙ୍କୁ ସେପରି କୌଣସି ପଦପଦବୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...