Daily Archives

October 5, 2021

ଆରୟାନ ଖାଁ ଡ୍ରଗ୍ସ ମାମଲାର ଓଡ଼ିଶା ଲିଙ୍କ୍, ଗିରଫ ହେଲେ ରାଉରକେଲାର ୨ ଯୁବକ

ମୁମ୍ବାଇ : ବହୁଚର୍ଚ୍ଚିତ ଆରୟାନ ଖାଁ ଡ୍ରଗ୍ସ ମାମଲାର ଏକ ଓଡ଼ିଶା ଲିଙ୍କ ବାହାରିଛି । ଆଜି ଏହି ମାମଲାରେ ଆଉ ୪ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଏହି ୪ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଯୁବକ ଥିବା ଜଣାଯାଇଛି । ସେମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଇଡି ଅଫିସ୍‌ରେ ଅଭୟକାନ୍ତ ପାଠକଙ୍କୁ ୧୧ ଘଣ୍ଟା ଜେରା

ଭୁବନେଶ୍ୱର: ଇଡି ଅଫିସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକାରୀମାନେ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଜେରା କରିଛନ୍ତି। ତାଙ୍କୁ ମାରାଥନ ଜେରା କରାଯାଇଥିଲା। ପ୍ରାୟ ୧୧ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଜେରା କରାଯାଇଥିବା ଜଣାଯାଇଛି। ଇଡି ୮ କୋଟି ଟଙ୍କା କାରବାର ନେଇ ଖୋଳତାଡ଼ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ବଦଳିଲା ବିଏମସିର ଗାଇଡଲାଇନ୍: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଜାରି ହୋଇଥିବା ଗାଇଡଲାଇନରେ ପରିବର୍ତ୍ତନ କରିଛି ବିଏମସି । ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୫୦ ଜଣ ଯୋଗ ଲୋକ ଦେଇପାରିବେ । ତା ସହିତ ଏହି ଗାଇଡଲାଇନ୍ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ…
ଅଧିକ ଖବର ଦେଖନ୍ତୁ...

ମେକାନିକଙ୍କ ଆଖିରୁ ଡାକ୍ତରଙ୍କ ସଫଳ ଅପରେସନ ଯୋଗୁଁ ବାହାରିଲା ଲୁହା ଖଣ୍ଡ

ଚେନ୍ନାଇ: ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଜଣେ ରୋଗୀ ଦୃଷ୍ଟିଶକ୍ତି ଫେରିପାଇଛନ୍ତି | ତାମିଲନାଡୁର ନେଲୋରରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ଆଖିରେ ପଶିଯାଇଥିବା ୧୩ ମିମିର ଲୁହା ଖଣ୍ଡକୁ ଡାକ୍ତରମାନେ ଅପରେସନ କରି ବାହାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ଏକ ଗ୍ୟାରେଜରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ, ମୁମ୍ବାଇ ଆଗରେ ୯୧ ରନର ବିଜୟ ଲକ୍ଷ୍ୟ

ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୧ର ୫୧ତମ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୯୧ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ । ଟସ ଜିତି ମୁମ୍ବାଇ ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ବ୍ୟାଟିଂ ବିପର୍ଯ୍ୟୟର…
ଅଧିକ ଖବର ଦେଖନ୍ତୁ...

ବାରହା ମାଂସ ଜବତ ୨ ଗିରଫ

ଗନ୍ଦିଆ : ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବେଆଇନ ଭାବରେ ଜଙ୍ଗଲୀ ଜନ୍ତୁ ଶିକାର ଅଭିଯୋଗରେ ଆଜି ଦୁଇଜଣକୁ ଗିରଫ କରିଛି ବନ ବିଭାଗ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି କି, ଷଡ଼ଙ୍ଗୀ ରେଞ୍ଜ ଅଧୀନ ଆମ୍ବପଡା କାଜୁ ଜଙ୍ଗଲରେ ବେଆଇନ ଭାବରେ ପ୍ରତିଦିନ ଜନ୍ତୁ ଶିକାର କରାଯାଉଛି । ଆଜି ଉକ୍ତ…
ଅଧିକ ଖବର ଦେଖନ୍ତୁ...

କଂସାରିଗୁଡ଼ାରେ ହେବ ଦ୍ଵିତୀୟ ରିଫାଇନାରୀ କାରଖାନା; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦

ରାୟଗଡ଼ା/କାଶୀପୁର: ପୂରଣ ହେବାକୁ ଯାଉଛି ବିସ୍ଥାପିତଙ୍କ ଦୁଇ ଦଶନ୍ଧିର ସ୍ୱପ୍ନ। କଂସାରିଗୁଡ଼ାରେ ହେବ ଦ୍ୱିତୀୟ ରିଫାଇନାରୀ ୟୁନିଟ। ଜନ ଶୁଣାଣିରେ ଅଞ୍ଚଳବାସୀଙ୍କ ପୂର୍ଣ ସମର୍ଥନ ପରେ ଦ୍ଵିତୀୟ ପ୍ରକଳ୍ପ ପାଇଁ ରାସ୍ତା ଖୋଲିଛି। ବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ  ନିର୍ବିବାଦୀୟ ଭାବେ…
ଅଧିକ ଖବର ଦେଖନ୍ତୁ...

୨୭ ବିଭାଗରେ ୨୨୫ଟି ସେବା ମୋ ସରକାରରେ ସାମିଲ ହୋଇଛି, ୨ କୋଟି ଲୋକଙ୍କ ଡାଟା ବେସ୍‌ ରହିଛି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନ ବିରୋଧରେ ଭାରତର କଠୋର ଅଭିମୁଖ୍ୟ : ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଲା ଭାରତୀୟ ହକି ଦଳ

ନୂଆଦିଲ୍ଲୀ : ବ୍ରିଟେନର ବିବାଦୀୟ କ୍ବାରାଣ୍ଟାଇନ ନିୟମକୁ ନେଇ ଆହୁରି କଠୋର ହୋଇଛି ଭାରତ । ବ୍ରିଟେନର ପକ୍ଷପାତ ନୀତିକୁ ବିରୋଧ କରି ଆସନ୍ତା ବର୍ଷ ବର୍ମିହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଓହରି ଆସିଛି । ଏହି ନିଷ୍ପତ୍ତି ସମ୍ପର୍କରେ ହକି…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ବାହାରେ ଲାଗିବ ସ୍କାନର, ସ୍କାନ ହେବ ସାମଗ୍ରୀ ପରିବହନକାରୀ ଟ୍ରକ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିର ପାଇଁ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଟ୍ରକ୍ ମାଧ୍ୟମରେ ଅଣାଯାଉଛି। ଏଥିରେ, ସିମେଣ୍ଟ ଏବଂ ମାର୍ବଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ରହିଛି | ଏଭଳି ପରିସ୍ଥିତିରେ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖି ଏଜେନ୍ସିମାନେ ରାମ ମନ୍ଦିର…
ଅଧିକ ଖବର ଦେଖନ୍ତୁ...