Daily Archives

October 5, 2021

୨୭୨ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ବସ୍ଥା: ୨୭ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ସହ ୩ ଗିରଫ। ବସ୍ତା ଥାନା ଏସ୍‌ଆଇ ବିଡ଼ି ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ଆଜି ପେଟ୍ରୋଲିଂ କରିବା ସମୟରେ ବିଷେଶସୂତ୍ରରୁ ଖବର ପାଇଁ ଏକ ଟାଟା ଇଣ୍ତିଆ କାର ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ କାରଟିରୁ ୨୭୨ ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା ବୃଦ୍ଧି ହେତୁ ବଢ଼ିବ ‘ହରିକେନ୍’, ‘ଟାଇଫୁନ୍’ର ସଂଖ୍ୟା, ୧୮୦ କୋଟି ଲୋକଙ୍କ ଉପରେ ବିପଦ ଆଶଙ୍କା !

ନୂଆଦିଲ୍ଲୀ: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବିଶ୍ବବାସୀଙ୍କ ଲାଗି ଏକ ବଡ଼ ପାରିବେଶିକ ସଂକଟ ଭାବେ ଉଭା ହୋଇଛି । ଏକ ଅନୁସନ୍ଧାନରୁ ସୂଚନା ମିଳିଛି କି ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଚଳିତ  ଶତାବ୍ଦୀର ଶେଷ ସୁଦ୍ଧା ୧୮୦‌ କୋଟିରୁ ଅଧିକ ଲୋକଙ୍କୁ ବିଷୁବମଣ୍ଡଳୀୟ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ୬ ଫୁଟର ବୋଡା ସାପ ଉଦ୍ଧାର  

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ଛକ ନିକଟ ଏକ ହୋଟେଲ ସମ୍ନାରୁ ବିରାଟ ବୋଡା ସାପ ଉଦ୍ଧାର ହୋଇଛି। ଯ‌ାହାର ଲମ୍ବ ପ୍ରାୟ ୬ଫୁଟ ହେବ ଅନୁମାନ କରାଯାଉଛି। ବୋଡା ସାପଟି ସନ୍ଧ୍ୟା ସମୟରେ ମୁଖ୍ୟରାସ୍ତା ପାର ହେଉଥିବା ବେଳେ କିଛି ଲୋକ ତାକୁ ଦେଖି ଭୟଭୀତ ହୋଇ ଯାଇଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଶାଶୁର ଘଟଣାସ୍ଥଳରେ ମୃତ୍ୟୁ, ବୋହୂ ଆହତ

ବୈପାରିଗୁଡା: ବଜ୍ରପାତରେ ଶାଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବୋହୂ ଆହାତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି. ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ଧାନରାଙ୍ଗିଣୀ ଗ୍ରାମରେ। ଗତକାଲି ସନ୍ଧ୍ୟା ପାଞ୍ଚଟା ବେଳେ ଧାନରାଙ୍ଗିଣୀ ଗ୍ରାମର ଘାସିଆଣି ଗାଦବା (୫୦)…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୫୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୫୫୭ ଜଶ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୩ ଜଣ ଅଛନ୍ତି।  ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୧୬୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ୟାମୀ ଗୌତମଙ୍କୁ ହୋଇଛି ଏହି ରୋଗ ଯାହାର କୌଣସି ଚିକିତ୍ସା ନାହିଁ, ନିଜ ରୋଗ ବାବଦରେ ବିସ୍ତୃତ ତଥ୍ୟ ଦେଲେ ଅଭିନେତ୍ରୀ

ମୁମ୍ବାଇ: ସାଧାରଣତଃ ଅଭିନେତ୍ରୀମାନଙ୍କ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଧାରଣା ଅଛି ଯେ ସେମାନଙ୍କ ଚର୍ମଠାରୁ ଆରମ୍ଭ କରି ଚେହେରା ପର୍ଯ୍ୟନ୍ତ ସବୁକିଛି ପରଫେକ୍ଟ ହୋଇଥାଏ ଏବଂ ସେମାନେ ଅନ୍ୟମାନଙ୍କ ପରି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ | ତେବେ ଆଜିକାଲି ଅନେକ ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ନିଶା କାରବାର ସହ ଜଡ଼ିତ ଲୋକଙ୍କ ସଂପତ୍ତି-ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରାଯିବ: ପୁଲିସ ଡିଜି

ଭୁବନେଶ୍ୱର: ଓଡିଶା ପୁଲିସ ଡ୍ରଗ୍‌ସ ପେଡଲର ମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଦେଖାଇବ। ଆଗକୁ ଏହି ନିଶା କାରବାରରେ ସାମିଲ ଥିବା ଲୋକଙ୍କ ସଂପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ୍‌ କରାଯିବ। ଡ୍ରଗ୍‌ସ ପେଡଲର ମାନଙ୍କୁ ପୁଲିସ ମହାନିର୍ଦ୍ଦେଶକ ଅଭୟ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ମୋଟୁ ଥାନାରେ ଥାର୍ଡ ଡିଗ୍ରି ଘଟଣା: ମାଲକାନଗିରି ଏସ୍‌ପିଙ୍କୁ ଓଏଚ୍‌ଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ୨ ଜଣ ଯୁବକଙ୍କୁ ପୁଲିସର ଥାର୍ଡ ଡିଗ୍ରି ଘଟଣାରେ ଓଡ଼ିଶା ମାନବାଧିକାର କମିସନ (ଓଏଚ୍‌ଆରସି) ନିଜ ତରଫରୁ ମାମଲା ରୁଜୁ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ମାନବାଧିକାର କମିସନ ଗୁରୁତର ସହିତ ନେଇଛନ୍ତି। ଘଟଣାର ତଦନ୍ତ ନେଇ ଓଏଚ୍‌ଆରସି…
ଅଧିକ ଖବର ଦେଖନ୍ତୁ...

ବାଳସୁଧାର ଗୃହରୁ ୩ ନାବାଳକ ଫେରାର

ରାଉରକେଲା: ରାଉରକେଲା ସ୍ଥିତ ବାଳସୁଧାର ଗୃହରୁ ୩ ଜଣ ନାବାଳକ ଫେରାର ହୋଇଯାଇଛନ୍ତି। ଗତକାଲି ରାତିରେ ଏମାନେ ପାଚେରି ଡେଇଁ ଫେରାର ହୋଇଯାଇଥିବା ସୂଚନା। ଫେରାର ନାବାଳକଙ୍କ ମଧ୍ୟରେ ଜଣେ ସୁନ୍ଦରଗଡ଼ ଜିଲ୍ଲାର ଥିବାବେଳେ ୨ ଜଣ କେନ୍ଦୁଝର ଜିଲ୍ଲାର ନିବାସୀ। ଗତକାଲି ସନ୍ଧ୍ୟାରେ ସହରରେ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲରେ ରାଜସ୍ଥାନ ଓ ମୁମ୍ବାଇ ପାଇଁ କର ବା ମର ମ୍ୟାଚ, ଟସ ଜିତି ବୋଲିଂ ନେଲା ମୁମ୍ବାଇ

ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୫୧ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପ୍ଲେ ଅଫରେ ପହଞ୍ଚିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ କର ବା ମର…
ଅଧିକ ଖବର ଦେଖନ୍ତୁ...