Daily Archives

October 5, 2021

ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ, ଏହି ତିନିଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଆଜି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର-୨୦୨୧ ଘୋଷଣା କରାଯାଇଛି | ଚଳିତବର୍ଷ ତିନିଜଣଙ୍କୁ ନୋବେଲ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି | ପଦାର୍ଥ ବିଜ୍ଞାନରେ ଉତ୍କୃଷ୍ଟ ଗବେଷଣା ପାଇଁ ସୁୟୋକୁର ମାନବେ, କ୍ଲାଓସ ହାସେଲ୍ମାନ ଓ ଗ୍ଳୋରଜିଓ ପାରିସୀଙ୍କୁ ନୋବେଲ ପୁରସ୍କାର…
ଅଧିକ ଖବର ଦେଖନ୍ତୁ...

୧୦ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି

ନୂଆଦିଲ୍ଲୀ: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ଏଲଏସି ସେପଟେ ଲଢୁଆ ବିମାନ ମୁତୟନ କରିଛି ଚୀନ : ଭାରତୀୟ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ସେପଟେ ଥିବା ୩ଟି ବିମାନ ଘାଟିରେ ଏବେ ବି ଚୀନ ବାୟୁସେନାର ଲଢୁଆ ବିମାନ ରହିଛନ୍ତି । କିନ୍ତୁ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ଭି.ଆର.ଚୌଧୁରୀ…
ଅଧିକ ଖବର ଦେଖନ୍ତୁ...

କକେଇ-ପୁତୁରା ଲଢେଇ ପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି:ବଙ୍ଗଳା ଚିହ୍ନ ହଟିଲା, ସିଲେଇ ମେସିନ ସହ ହେଲିକପ୍ଟର ଚିହ୍ନ…

ନୂଆଦିଲ୍ଲୀ: ଦିବଂଗତ ଏଲଜେପି ସୁପ୍ରିମୋ ରାମ ବିଳାସ ପାସୱାନଙ୍କ ମୃତ୍ୟୁର ଏକ ବର୍ଷ ପରେ ତାଙ୍କ ଦଳ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି | ଲୋକଜନଶକ୍ତି ପାର୍ଟିକୁ ଭାଙ୍ଗିଦିଆଯାଇ ଦୁଇଟି ଦଳରେ ପରିଣତ କରାଯାଇଛି | ଏହି ଦୁଇଟି ଦଳକୁ ନିର୍ବାଚନ ଆୟୋଗ ଅନୁମୋଦନ କରିଛନ୍ତି। ଏହା ସହିତ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଜୀବନ- ଜୀବିକାକୁ ନେଇ ଦାୟର ଜନସ୍ବାର୍ଥ ମାମଲା ଘଟଣା, ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯିବେ ବିଭିନ୍ନ ଅନୁ‌‌ଷ୍ଠାନ

କଟକ: ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ସଂକ୍ରମଣକୁ ନେଇ ଜାରି କରାଯାଇଥିବା ବିଭିନ୍ନ କଟକଣାରେ ହସ୍ତକ୍ଷେପ କରି ହେବ ନାହିଁ ବୋଲି ହାଇକୋର୍ଟ ଏକ ଜନସ୍ବ‌ାର୍ଥ ମାମଲାର ଶୁଣାଣି କରି କହିଛନ୍ତି। ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା କଟକର…
ଅଧିକ ଖବର ଦେଖନ୍ତୁ...

୩୦ ଅକ୍ଟୋବର ସୁଦ୍ଧା ସରିବ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ପ୍ରକିୟା

ଭୁବନେଶ୍ବର: ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଏଭଳି ସଂକେତ ମିଳୁଛି। ଆଗାମୀ ୮ ତାରିଖରେ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ଅଟକ ନୁହେଁ, ଗିରଫ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ; ସୀତାପୁର ଗେଷ୍ଟ ହାଉସକୁ କରାଯାଇଛି ଅସ୍ଥାୟୀ ଜେଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ମୃତ୍ୟୁବରଣ କରିଥିବା ପୀଡିତଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ ତାଙ୍କୁ ପୁଲିସ ହେପାଜତରେ ରଖିଥିବା କଥା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କୁ ସୀତାପୁର…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଏବଂ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ଵର ଟୁଡୁ

ନୂଆପଡ଼ା: କେନ୍ଦ୍ର ଆଦିବାସୀ ଏବଂ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ଵର ଟୁଡୁ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି। ତାଙ୍କୁ ଖରିଆର ରୋଡ ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ମନ୍ତ୍ରୀ ବିଶେଶ୍ଵର ଟୁଡୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଜୋଙ୍କ…
ଅଧିକ ଖବର ଦେଖନ୍ତୁ...

୭୦ ପ୍ରତିଶତ ଲୋକଙ୍କର ଇମ୍ୟୁନିଟି ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର:  କରୋନାକୁ ଦୃଷ୍ଟିରେ ରଖି ବିଏମସି ଶୀତଦିନିଆ କଟକଣା ଲାଗୁ କରିଥିବା ବେଳେ ଏହାକୁ ନେଇ ବିରୋଧ ଦେଖାଦେଇଛି। ତେବେ ବିଏମସିର ଏଭଳି ପଦକ୍ଷେପକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଉଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରଥମେ ଜୀବନ, ତାପରେ ମେଳା…
ଅଧିକ ଖବର ଦେଖନ୍ତୁ...