ବିଦ୍ୟୁତ୍ ବିଭାଗର ଚରମ ଅବହେଳା: ବିଲ୍ ପୈଠ ପରେ ମଧ୍ୟ ଲଗାଯାଉନି ନୂତନ ଟ୍ରାନ୍ସଫର୍ମର
ଚନ୍ଦାହାଣ୍ଡି: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇ ଦେବାକୁ ଗୁରୁତ୍ୱ ଏକାଧିକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଯୋଜନା ନାଁରେ ବଡ଼ ବଡ଼ ହୋଡିଂ ସବୁ ଲଗାଇଛନ୍ତି। ପାନୀୟ ଜଳ ସମସ୍ୟା ଦୂର କରିବାକୁ ଜଳ ଧାରା ସଜଳ ଧାରା କେତେ କ’ଣ ଯୋଜନା ହାତକୁ ନେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...