Daily Archives

October 6, 2021

ଆଇପିଏଲ : ବାଙ୍ଗାଲୋର ଆଗରେ ୧୪୨ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୧ର ୫୨ତମ ମ୍ୟାଚରେ ବାଙ୍ଗାଲୋର ଆଗରେ ୧୪୨ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ । ଆଜି ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ…
ଅଧିକ ଖବର ଦେଖନ୍ତୁ...

ବଞ୍ଚିବା ପାଇଁ ବାପାଙ୍କ ପାଖରେ ଥିଲା ୬ମାସ; ପୁଅ ନିଜର ଲିଭରର ୬୫ ପ୍ରତିଶତ ଦାନ କରି ଦେଲା ନୂଆ ଜୀବନ

ନୂଆଦିଲ୍ଲୀ: ପରିବାର ସବୁକିଛି ହୋଇଥାଏ, ପରିବାର ପାଇଁ ଯେତେ ବି ବଳିଦାନ ଦେଲେ ତାହା କମ ହୋଇଥାଏ ବୋଲି ନିକଟରେ ଜଣେ ପୁଅ କହିଛନ୍ତି। ଉକ୍ତ ପୁଅ ଜଣକ ନିଜର ରୋଗଗ୍ରସ୍ତ ବାପାଙ୍କୁ ନୂ୍ଆ ଜୀବନ ଦେଇଛନ୍ତି। ଏପରି ଅନନ୍ୟ କାର୍ଯ୍ୟ କରିଥିବା ପୁଅଜଣକ ହେଲେ ମୁମ୍ବାଇର ମନୁ। ଡାକ୍ତରଙ୍କ…
ଅଧିକ ଖବର ଦେଖନ୍ତୁ...

କୋଟିଆରେ ଆନ୍ଧ୍ରର ଅମାନବୀୟ କାଣ୍ଡ; ଗଛମୂଳକୁ ନେଇ ଲୋକଙ୍କର କଲା ଚକ୍ଷୁପରୀକ୍ଷା 

କୋରାପୁଟ: କୋଟିଆରେ ଅମାନବିକା କାର୍ଯ୍ୟ ଚଳାଇଛି ଆନ୍ଧ୍ର ସରକାର। ଜଗନ ସରକାରଙ୍କ ଇଙ୍ଗିତରେ ପାର୍ବତୀପୁରମ ପ୍ରଶାସନ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଲୋକଙ୍କୁ ଉଠାଇ ନେଇ ଗଛମୂଳେ କରୁଛି ଚକ୍ଷୁ ପରୀକ୍ଷା। ଆଜି ସକାଳୁ ସଲପଗୁଡା, ହରମାଣ୍ଡିଗି, ଫାଟୁ ସିନେରୀ ଓ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ବେଟିଂ, ୨ ଗିରଫ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଜାଡାଗୋଳା ଗ୍ରାମରେ ଆଇପିଏଲ୍‌ ବେଟିଂ ଚାଲିଥିବାବ‌େଳେ ଦେବଗଡ଼ ଥାନା ପୁଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ,  ଜାଡାଗୋଳା ଗ୍ରାମରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେସାଲ ଏସଡ଼ିପିଓ ପ୍ରତ୍ୟୁଷ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ସାଂପ୍ରଦାୟିକ ହିଂସା, କିନ୍ତୁ ଉତ୍ତରପ୍ରଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ବଘେଲ

ନୂଆଦିଲ୍ଲୀ : ଏକ ଧାର୍ମିକ ପତାକାକୁ କାଢିନିଆଯିବାକୁ ନେଇ ଛତିଶଗଡ଼ର କଓ୍ବର୍ଦ୍ଧା ଜିଲ୍ଲାରେ ସାଂପ୍ରଦାୟିକ ହିଂସା ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କଓ୍ବର୍ଦ୍ଧା ସମେତ ୩ଟି ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି । କାଓ୍ବାର୍ଦ୍ଧାରେ ୧୪୪ ଧାରା ଲାଗୁ କରାଯାଇଛି । ଏହି…
ଅଧିକ ଖବର ଦେଖନ୍ତୁ...

କାର-ବାଇକ ମୁହାଁମୁହିଁ ଧକ୍କା; ଜ‌ଣେ ମୃତ

ମାଲକାନଗିରି: ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଜୟପୁର -ମାଲକାନଗିରି ଜାତୀୟ ରାଜପଥ ୩୨୬ କୋତାମେଟା ନିକଟରେ ଜୟପୁର ପଟରୁ ଆସୁଥିବା ଏକ କାର ସହ ମଟର ସାଇକେଲର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ମଟର ସାଇକେଲ ଅରୋହୀର…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ୧୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୬୬ସୁସ୍ଥ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

କ୍ରୁଜରେ ଏନସିବି କରିଥିବା ଚଢ଼ାଉ ନକଲି ଥିଲା, ଆରୟନଙ୍କୁ ଫସାଇ ଦିଆଯାଇଛି: ଏନସିପି ନେତା ନବାବ ମଲିକ

ମୁମ୍ବାଇ: ନିକଟରେ ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏନସିବି ଗିରଫ କରିଥିଲା। ଏବେ ଏହି ଚଢ଼ାଉ ଚର୍ଚ୍ଚାରେ ରହିଥିବା ବେଳେ ଏହାକୁ ନକଲି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତରେ ୩ ମୃତ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଝିଅ ସହ ଜୀବନ ହାରିଲେ ମହିଳା

ଜଗତସିଂହପୁର: ଚାଳ ଘରେ ବିଦ୍ୟୁତ୍‌ ମରାମତି କରୁଥିବା ବେଳେ ବଡ଼ଧରଣର ଅଘଟଣ ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ସମେତ ଝିଅର ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ଗାଁରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଭଉଣୀ ପ୍ରିୟଙ୍କାଙ୍କୁ ଧରି ଲଖିମପୁର ଖେରି ଅଭିମୁଖେ ବାହାରିଲେ ଭାଇ ରାହୁଲ ଗାନ୍ଧୀ

ଲକ୍ଷ୍ନୌ: ଲଖିମପୁର ଯିବାକୁ ଅନୁମତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିଛନ୍ତି । ସେଠାରେ ଭଉଣୀ ପ୍ରିୟଙ୍କାଙ୍କୁ ଧରି ସୀତାପୁରରୁ ଲଖିମପୁର ଅଭିମୁଖେ ଯାତ୍ରା କରିଛନ୍ତି ରାହୁଲ । ସୋମବାର ଲଖିମପୁରକୁ ଯାଉଥିବା ବେଳେ ପ୍ରିୟଙ୍କାଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...