Daily Archives

October 6, 2021

ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଧଉଳି: ଉତରା ଫାଣ୍ଡି ଅଧୀନ କାକୁଡ଼ି କୁସଙ୍ଗ ଗ୍ରାମର ସ୍ବାହେସ କୁମାର ସାହୁ (୨୯) ନାମକ ଜଣେ ଯୁବକ ଗତକାଲି ଭୋର ସମୟରେ ଫ୍ୟା‌ନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏନେଇ ପିପିଲି ଥାନାରେ ନଂ ୧୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଖବର ପାଇ ଉତରା ଫାଣ୍ଡି ପୁଲିସ ଗ୍ରାମରେ ପହଞ୍ଚି ଶବ…
ଅଧିକ ଖବର ଦେଖନ୍ତୁ...

ଦନ୍ତାହାତୀ ଆକ୍ରମଣରେ ମଇଁଷି ଛୁଆର ମୃତ୍ୟୁ

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ବାଇଁଶିଆ ଗ୍ରାମରେ ଆଜି ସକାଳେ ଗୋଟିଏ ଦନ୍ତାହାତୀ ମଇଁଷି ଗୋଠରେ ପଶି ଆକ୍ରମଣ କରିଥିଲା। ଫଳରେ ଗୋଟିଏ ୨ବର୍ଷର ମଇଁଷି ଛୁଆର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଏକ ମଇଁଷି ଛୁଆ ଆହତ ହୋଇଛି। ସୂଚନା ଅନୁସାରେ ଗତକାଲି ରାତିରେ ନୟାକାଟେଣୀ ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ଏଣିକି ଘରେ ବସି ମାତ୍ର ୨୦ ସେକେଣ୍ଡରେ ଆପଣ ପାଇପାରିବେ କରୋନା ରିପୋର୍ଟ, ଖର୍ଚ୍ଚ ହେବ ମାତ୍ର ୧୦୦ ଟଙ୍କା

ନୂଆଦିଲ୍ଲୀ: ଆପଣଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଦେଲେ ଆପଣ ତୁରନ୍ତ କରୋନା ପରୀକ୍ଷା କରାଉଛନ୍ତି । କିନ୍ତୁ ଏହି ପରୀକ୍ଷାର ରିପୋର୍ଟ ମିଳିବାରେ ସାମାନ୍ୟ ବିଳମ୍ବ ହେଉଛି । ଏବଂ କରୋନା ପରୀକ୍ଷା କରାଇବା ନିମନ୍ତେ ଆପଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ହସ୍ପିଟାଲକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୫୨ତମ ମ୍ୟାଚ ବାଙ୍ଗାଲୋର ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ହାଇଦ୍ରାବାଦ ଦଳ ୧୨ଟି ମ୍ୟାଚରୁ ମାତ୍ର ୨ଟିରେ…
ଅଧିକ ଖବର ଦେଖନ୍ତୁ...

୧୦୩ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ପୁରୀ: ଅବକାରୀ ଆୟୁକ୍ତଙ୍କ ନିର୍ଦେଶକ୍ରମେ ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ କୋଣାର୍କ ଅବକାରୀ ଉପନିରୀକ୍ଷୀକା ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଗୋପ ଥାନା ଅଂଚଳର ନୋରଡ଼ ଗ୍ରାମରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଆଜି ସକାଳୁ ଚଢ଼ଉ ହୋଇଛି। ଅବକାରୀ ବିଭାଗ ମନୋଜ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୨୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ମହାମାରୀରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୫୯୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର; ଜାରି ହେଲା ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ସାଇ ବାବାଙ୍କ ଭକ୍ତମାନଙ୍କ ପାଇଁ ଏକ ଭଲ ଖବର ରହିଛି। ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିରିଡ଼ି ସାଇ ମନ୍ଦିରକୁ ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ ସାଧାରଣ ଲୋକଙ୍କ ପାଇଁ ଶିରିଡ଼ିରେ ସାଇ ବାବାଙ୍କ ମନ୍ଦିର ଖୋଲାଯିବ।…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦ୍ୱାରା ଜୈବମଣ୍ଡଳ ସନ୍ତୁଳିତ ରହିପାରିବ: ଆରସିସିଏଫ୍

ରାଉରକେଲା: ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ ସହ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ରାଉରକେଲାସ୍ଥିତ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଡ.ଅରୁଣ କୁମାର ମିଶ୍ର କରିଛନ୍ତି । ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରୁଛନ୍ତି ।…
ଅଧିକ ଖବର ଦେଖନ୍ତୁ...

କାବୁଲ ପାସପୋର୍ଟ ଅଫିସ ଆଗରେ ଶହ ଶହ ଲୋକଙ୍କ ଭିଡ଼, ସମସ୍ତେ ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି

କାବୁଲ : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ସେଠାକାର ଲୋକେ ଯେକୌଣସି ମତେ ଆଫଗାନିସ୍ତାନ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି । ଆଜି କାବୁଲସ୍ଥିତ ଆଫଗାନିସ୍ତାନର ପାସପୋର୍ଟ ଅଫିସ ଖୋଲିବା ପରେ ସେଠାରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା । ଅଫିସରେ ଯଥେଷ୍ଟ ସଂଖ୍ୟକ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଅଛି କି ଉତ୍ତରପ୍ରଦେଶ? ବିରୋଧୀ ନେତାଙ୍କୁ ବନ୍ଦୀ କରାଯାଉଥିବା ଦେଖି ବିଜେପିକୁ ଏଭଳି ପ୍ରଶ୍ନ କଲେ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ବିଜେପିକୁ ସମାଲୋଚନା କଲେ ଶିବସେନା ସାଂସଦ ସଞ୍ଜୟ ରାଉତ। ହିଂସାକାଣ୍ଡ ପ‌ରେ ବିରୋଧୀ ନେତାଙ୍କୁ ଲଖିମପୁର ଯିବାକୁ ଅନୁମତି ନମଳିବା ସହ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯିବା ପରେ ଉତ୍ତରପ୍ରଦେଶ ପାକିସ୍ତାନରେ ଅଛି କି…
ଅଧିକ ଖବର ଦେଖନ୍ତୁ...