ରାସନକାର୍ଡ ବଂଟନରେ ମହାଦୁର୍ନୀତି: ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ସୁଫଳ
କେନ୍ଦ୍ରାପଡା: ରାଜନଗର ବ୍ଲକରେ ରାସନକାର୍ଡ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଶହ ଶହ ଭୁତ ହିତାଧିକାରୀ ଓ ବଡ଼ବଡ଼ିଆଙ୍କୁ ଅନାୟାସରେ ରାସନକାର୍ଡ ମିଳିଛି। ରାଜନଗର ବ୍ଲକରେ ଅନେକ ସରକାରୀ ଚାକିରିଆ ମଧ୍ୟ କାର୍ଡ ହାତେଇବାରେ ସଫଳ ହୋଇଛନ୍ତି। କିନ୍ତୁ ଗରିବ, ଖଟିଖିଆ, ଦିନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...