Daily Archives

October 6, 2021

ଲୋକାର୍ପିତ ହେଲା ‘ ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’ : ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ରାଜେନ୍ଦ୍ରବିହାର ଆପାର୍ଟମେଂଟ, ଫରେଷ୍ଟ ପାର୍କକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆପାର୍ଟମେଣ୍ଟର ୧୦ଟି ଫ୍ଲାଟରେ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏକାଧିକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି…
ଅଧିକ ଖବର ଦେଖନ୍ତୁ...

୧୦ ତାରିଖ ଆଡ଼କୁ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ: ଆଗାମୀ ଅକ୍ଟୋବର ୧୦ ବେଳକୁ ଉତ୍ତର ଆଣ୍ଡାମାନ୍‌ ସମୁଦ୍ର ଉପରେ ଗୋଟାଏ ଲଘୁଚାପ କ୍ଷେତ୍ର ସଂଘଠିତ ହେବାର ଖୁବ୍‌ ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଛି। ଏହା ଅଧିକ ସୁସ୍ପଷ୍ଟ ହୋଇ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରିବାସ ସହ ଆଗାମୀ ୪ ରୁ ୫ ଦିନ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଲଖିମ୍‌ପୁର ଖେରି ଯିବା ପାଇଁ ରାହୁଲ୍‌, ପ୍ରିୟଙ୍କା ଓ ଅନ୍ୟମାନଙ୍କୁ ମିଳିଲା ଅନୁମତି

ଲକ୍ଷ୍ନୌ: ଗତ ରବିବାର ଦିନ ଲଖିମ୍‌ପୁର ଖେରିର ଯେଉଁ ସ୍ଥାନରେ କାର୍‌ ଚଢ଼ିଯାଇ ଓ ହିଂସାକାଣ୍ଡ ଘଟି ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ସେଠାକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ତିନିଜଣଙ୍କୁ ଆଜି ଅପରାହ୍ଣରେ ଉତ୍ତର ପ୍ରଦେଶ ଗୃହ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁର ଗୁଇନ୍ଦାଗିରିକୁ ନେଇ ଆସିଲା ନୂଆ ତଥ୍ୟ: ପାକିସ୍ତାନରୁ ଅପରେଟ ହେଉଥିଲା ନକଲି ଫେସବୁକ ଆକାଉଣ୍ଟ

ଭୁବନେଶ୍ୱର: ଡିଆରଡିଓ ବାବଦରେ ତଥ୍ୟ ହାସଲ କରିବାକୁ ପାକିସ୍ତାନରୁ ହୋଇଥିଲା ବିସ୍ତୃତ ଯୋଜନା | ପାକିସ୍ତାନରୁ ୪ଟି ନକଲି ଫେସବୁକ ଆକାଉଣ୍ଟ କରାଯାଇ ରହସ୍ୟମୟୀଙ୍କ ଜରିଆରେ ତଥ୍ୟ ହାସଲ କରାଯାଉଥିଲା | ଚାନ୍ଦିପୁର ଡିଆରଡିଓର ଗୁଇନ୍ଦାଗିରିକୁ ନେଇ ଆଜି କିଛି ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

୨୦୨୫ ସୁଦ୍ଧା ଚୀନ୍‌ ବିଧିବଦ୍ଧ ଆକ୍ରମଣ କରିପାରେ ବୋଲି ତାଇଓ୍ଵାନ୍‌ର ଆଶଙ୍କା

ତାଇପେଇ: ୨୦୨୫ ସୁଦ୍ଧା ଗଣତାନ୍ତ୍ରିକ ଦ୍ୱୀପ ତାଇଓ୍ଵାନ୍‌ ଉପରେ ବିଧିବଦ୍ଧ ଆକ୍ରମଣ କରିବା ପାଇଁ ସମର୍ଥ ହେବ ବୋଲି ଆଜି ତାଇଓ୍ଵାନ୍‌ର ପ୍ରତିରକ୍ଷା ମନ୍ତ୍ରୀ ସିଉ କୁଓ-ସେଙ୍ଗ୍‌ କହିଛନ୍ତି। ସେ କହିଛନ୍ତି, ଏବେ ଆକ୍ରମଣ କରିବା ପାଇଁ ଚୀନ୍‌ର ସାମର୍ଥ୍ୟ ଅଛି। କିନ୍ତୁ, ଆହୁରି କିଛି କଥା…
ଅଧିକ ଖବର ଦେଖନ୍ତୁ...

ଆଗକୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆହୁରି ବଢିବ: ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ଆଗକୁ ଆହୁରି ବଢିବ ଦରଦାମ | ପେଟ୍ରୋଲ ଓ ଡିଜେଲ ଦର ଆଗକୁ ଆହୁରି ବଢିବ ବୋଲି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ କେନ୍ଦ୍ର ସରକାର କୋଭିଡ ଆଳରେ ସେସ ଲାଗୁ କରିବାରୁ ରାଜ୍ୟକୁ କିଛି ଅର୍ଥ ଆସୁନି। ଲଗାମ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ‘ଫୋର୍ବସ୍‌ ୪୦୦’ ଧନୀ ତାଲିକାରେ ନାହାନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌: ରିପୋର୍ଟ

ଓ୍ଵାସିଂଟନ୍‌ ଡିସି: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିୟଲ୍‌ ଇଷ୍ଟେଟ୍‌ ଜଗତ୍‌ର କ୍ଷମତାଶୀଳ ବ୍ୟକ୍ତିତ୍ୱ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ‘ଫୋର୍ବସ୍‌ ୪୦୦’ ଧନୀ ତାଲିକାରେ ନାହାନ୍ତି। ‘ଫୋର୍ବସ୍‌’ ରିପୋର୍ଟ ଅନୁସାରେ, ଗତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ଖେରି ଯିବେ ରାହୁଲ୍, ହିଂସାକାଣ୍ଡରେ ମୃତାହତ କୃଷକଙ୍କ ପରିବାରକୁ ଭେଟିବେ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଲଖିମପୁର ଖେରି ଯାଇ ମୃତାହତ କୃଷକଙ୍କ ପରିବାରକୁ ଭେଟିବେ ବୋଲି ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି, ସେ ଓ ତାଙ୍କ ସହ ଦୁଇ କଂଗ୍ରେସଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଖିମପୁର…
ଅଧିକ ଖବର ଦେଖନ୍ତୁ...

ଏସ୍‌ପିଙ୍କ ମିସନ୍‌ ଧଳା ଜହରମୁକ୍ତ ଜଗତସିଂହପୁର,ଜବତ ହେଲାଣି କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର, ୬୪ ଗିରଫ

ଜଗତସିଂହପୁର ଟାଉନ୍: ଜଗତସିଂହପୁର ଜିଲ୍ଲାର ଗାଁ ଗାଁରେ ଧଳାଜହର (ବ୍ରାଉନ୍‌ସୁଗାର) ବିକ୍ରି ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। କିନ୍ତୁ ଏସ୍‌ପି ଅଖିଳେଶ୍ବର ସିଂହ ଯୋଗଦେବା ପରେ ଜଗତସିଂହପୁର ଜିଲ୍ଲାରେ ବ୍ରାଉନ୍‌ସୁଗାର ବେପାରୀ ଏବେ ତ୍ରାହି ତ୍ରାହି ଡାକୁଛନ୍ତି। ଦୁଇ ମାସ…
ଅଧିକ ଖବର ଦେଖନ୍ତୁ...