Daily Archives

October 7, 2021

୪ ମୃତ ବ୍ୟକ୍ତିଙ୍କ ନାମରେ ବୀମା କରି ୨ କୋଟି ଟଙ୍କା ହଡ଼ପ 

ଖୋର୍ଦ୍ଧା: ୪ଜଣ ମୃତ ବ୍ୟକ୍ତିଙ୍କ ନାମରେ ଜୀବନବୀମା ପଲିସି କରି ୧ କୋଟି ୮୧ଲକ୍ଷ ଟଙ୍କା ହଡ଼ପ କରିଥିଲେ ଏଲ୍ଆଇସି ଏଜେଂଟ୍ କବିରାଜ ବେହେରା । ଏନେଇ ଖୋର୍ଦ୍ଧା ଜୀବନବୀମା ଶାଖା ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଅର୍ଥନୈତିକ ଅପରାଧ ଶାଖା ଉକ୍ତ ଏଲ୍ଆଇସି ଏଜେଣ୍ଟଙ୍କୁ ଗିରଫ କରି ଆଜି…
ଅଧିକ ଖବର ଦେଖନ୍ତୁ...

କୋରାପୁଟର ଜିଲ୍ଲାର ପ୍ରତି ପଞ୍ଚାୟତକୁ ବାୟୋ ଇନପୁଟ କ୍ଲଷ୍ଟର କରିବାକୁ ଲକ୍ଷ୍ୟ

କୋରାପୁଟ: କୋରାପୁଟର ଜିଲ୍ଲାର ପ୍ରତି ପଞ୍ଚାୟତ ସାଧନ କେନ୍ଦ୍ରଠାରେ ହେବ ବାୟ‌ୋଇନପୁଟ କ୍ଲଷ୍ଟର। ଏହି କ୍ଲଷ୍ଟର ମାଧ୍ୟମରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଚାଷୀଙ୍କ ନିକଟରେ ପହଞ୍ଚାଯିବ ବୋଲି ଆଜି ସ୍ତାନୀୟ ଜିଲ୍ଲା ପଞ୍ଚୟତ ସାଧନ କେନ୍ଦ୍ରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତ…
ଅଧିକ ଖବର ଦେଖନ୍ତୁ...

ଝୋଟି ଓ ମୁରୁଜ ପ୍ରତିଯୋଗିତା, ପାରମ୍ପରିକ କଳା ବଞ୍ଚିଲେ କଳାକାର ବଞ୍ଚିବ: ପଦ୍ମଶ୍ରୀ ସୁଦର୍ଶନ

କୋରାପୁଟ: ସ୍ଥାନୀୟ ପଦ୍ମପୁର ଗାଁରେ ଆଜି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଲଲିତ କଳା ଏକାଡ଼େମୀ ମାଧ୍ୟମରେ ଝୋଟି ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇ କଳା ଓ କଳାକାରଙ୍କୁ କଳାକୃତି ସମ୍ପନ୍ଧରେ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ଅକ୍ସିଜେନ୍ ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ରାୟଗଡ଼ା ମେଡ଼ିକାଲର ୨୦୦ ଶର୍ଯ୍ୟାକୁ ହେଲା ସଂଯୋଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିସରରେ ନିର୍ମିତ ଅକ୍ସିଜେନ୍ ପ୍ଲାଣ୍ଟକୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୈନିକ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରୁ ରାୟଗଡ଼ା ମେଡ଼ିକାଲର ସମସ୍ତ ୱାର୍ଡରେ ଥିବା ୨୦୦ ଶର୍ଯ୍ୟାକୁ ଅକ୍ସିଜେନ୍ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ଅଂଚଳର କୁନି ପିଲାଙ୍କ ଘୋଡାମାନଙ୍କ ସହ ଗାଧୁଆ, ସ୍କୁଲ ବନ୍ଦ ଘୋଡାଙ୍କ ସହ ସମୟ କାଟୁଛନ୍ତି ପିଲା

ମାଲକାନଗିରି: କରୋନା ମହାମାରୀ ଯୋଗୁଁ ଏବେ ସ୍କୁଲ ବନ୍ଦ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏବେ ସ୍କୁଲ ବନ୍ଦ ଥିବାରୁ ସହରି ପିଲା ଅନଲାଇନରେ ପାଠ ପଢୁଥିବା ବେଳେ ଦୁର୍ଗମ ସ୍ବାଭିମାନ ଅଂଚଳର ଆଦିବାସୀ ପିଲା ନିଜ ଘରେ ଥିବା ଘୋଡା ମାନଙ୍କ ସହ ଖେଳିବାରେ ବ୍ୟସ୍ତ। ଦେଖନ୍ତୁ ୧୦…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ରାଜସ୍ଥାନକୁ ୮୬ ରନ୍‌ରେ ପରାସ୍ତ କଲା କୋଲକାତା

ନୂଆଦିଲ୍ଲୀ : ଶାରଜା କ୍ରିକେଟ୍ ଷ୍ଟାଡିୟମ୍‌ରେ ଆଇପିଏଲ ୨୦୨୧ର ୫୪ତମ ମ୍ୟାଚରେ କୋଲକାତା ରାଜସ୍ଥାନକୁ ୮୬ ରନ୍‌ରେ ପରାସ୍ତ କରିଛି । ଏଥିସହ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିଛି।  ପ୍ରଥମ ପାଳିରେ କୋଲକାତା ୨୦ ଓଭରରେ ୪ ୱିକେଟ ହରାଇ ୧୭୧ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୧୬.୧ ଓଭର‌ରେ…
ଅଧିକ ଖବର ଦେଖନ୍ତୁ...

ଥଇଥାନ ଦାବିରେ କୋରାପୁଟ ଜିଲ୍ଲାପାଳଙ୍କୁ ଦାବିପତ୍ର 

କୋରାପୁଟ : ଥଇଥାନ ଦାବିରେ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି କ୍ଷତିଗ୍ରସ୍ତ ପରିବାର। ଜାତୀୟ ରାଜପଥ ସଂପ୍ରସାରଣ ପାଇଁ କୋରାପୁଟ ପୌର ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଭଙ୍ଗା ଯାଇଥିବା ବାସଗୃହ ପାଇଁ…
ଅଧିକ ଖବର ଦେଖନ୍ତୁ...

ଧାନ ବିକ୍ରି ପାଇଁ ଚାଷୀଙ୍କ ଆବେଦନକୁ ଗ୍ରହଣ କରୁନାହିଁ ସମବାୟ ସମିତି

ଖୋର୍ଦ୍ଧା: ଆଉ କିଛି ସପ୍ତାହ ପରେ ୨୦୨୧-୨୨ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ । ଏହାମଧ୍ୟରେ ଚାଷୀଙ୍କ ପଞ୍ଜିକରଣ ଶେଷ ହୋଇଛି। କିନ୍ତୁ ପଞ୍ଜିକରଣରେ ପ୍ରକୃତ ଚାଷୀଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇ ଅଣଚାଷୀ ଓ ଦଲାଲାଙ୍କୁ ପଞ୍ଜିକୃତ କରାଯାଇଥିବା ଭଳି ଅଭିଯୋଗ ଆଣିଛନ୍ତି ବେଗୁନିଆ ବ୍ଲକ ବଡ଼ବେରଣା…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ବର୍ଷାରେ ବରଗୋଡ଼ା ମହାପୁଷ୍କରିଣୀ ହିଡ ଭାଙ୍ଗିଲା, ୪ ଏକର ଜମିରେ ବାଲିଚର

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ଆଜି ଅପରାହ୍ଣ ୩ ଟାରୁ ସାଢ଼େ ୪ ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାବେହାରୁ ବରଗୋଡ଼ା ମହାପୁଷ୍କରିଣୀର ହିଡ଼ ଭାଙ୍ଗି ପ୍ରାୟ ୪ ଏକର ଜମିରେ ବାଲିଚର ମାଡ଼ି ଯାଇଛି। ହରିଚନ୍ଦନପୁର ପାଞ୍ଚାୟତ ବରଗୋଡ଼ା ଗ୍ରାମରେ ଚଳିତ ବର୍ଷ ମନେରଗା ଯୋଜନାରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଲେପ୍ରୋସି କଲୋନିର ୧୨୪ ଜଣ ହିତାଧିକାରୀଙ୍କୁ ମିଳିଲା ସହାୟକ ଉପକରଣ

ରାଉରକେଲା: ରାଉରକେଲା ସହରର ବିଭିନ୍ନ ଲେପ୍ରୋସି କଲୋନିରେ ରହୁଥିବା ଅନ୍ତେବାସୀମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କରାଯାଇଛି। ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପକ୍ଷରୁ ୪ଟି କଲୋନିରେ କ୍ୟାମ୍ପ…
ଅଧିକ ଖବର ଦେଖନ୍ତୁ...