Daily Archives

October 7, 2021

ଶୀତଋତୁ ପାଇଁ ସିଏମସିର କୋଭିଡ ଗାଇଡ଼ଲାଇନ

କଟକ: କରୋନା ସଂକ୍ରମଣକୁ ଦେଖି ସିଏମ୍‌ସି ପକ୍ଷରୁ ଶୀତ ଋତୁ ପାଇଁ ନୂଆ ଗାଇଡ଼ଲାଇନ୍‌ ଜାରି କରାଯାଇଛି। ବିଶେଷ ଭାବେ ଶୀତ ଦିନରେ ପାଳନ ହେବାକୁ ଥିବା ବିବାହ, ବ୍ରତ, ଜନ୍ମଦିନ, ଶୁଦ୍ଧିକ୍ରିୟା ଆଦି ଉତ୍ସବ ପାଇଁ ଏହି ନିୟମ ଲାଗୁ ହୋଇଛି। ଉତ୍ସବ ଆୟୋଜନ ‌େହଉଥିବା ମଣ୍ଡପରେ ଲୋକ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ଟେଣ୍ଟ ହାଉସ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ସୁଖକର ହେବ। ବୃଷ: ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ। କୌଣସି ବଡ଼ କଂପାନି ସହ ଚୁକ୍ତି ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ମିଥୁନ: ମନ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ଛେନାପଦି-ହଦଗଡ ରାସ୍ତାର ପୁରୁଣାପାଣି ନିକଟରେ ଭାରତ ଫାଇନାନସ ସଂସ୍ଥାର ଜଣେ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସନ୍ଧ୍ୟାସୁଦ୍ଧା ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଭାରତ…
ଅଧିକ ଖବର ଦେଖନ୍ତୁ...

୨୨ରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ; ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ବାରିପଦା: ଆସୁଛି ପଞ୍ଚାୟତ ନିର୍ବାଚନ। ଆଉ ଏହାର ଅବ୍ୟବହିତ ପୂର୍ବରୁ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ମାସ ୨୨ରେ ମୁଖ୍ୟମନ୍ତ୍ରୀଙ୍କର ବାରିପଦା ଗସ୍ତ ଚୁଡ଼ାନ୍ତ ହୋଇଛି। ଯଦିଓ ଏହି ଗସ୍ତ ସମ୍ପୂର୍ଣ୍ଣ ସରକାରୀ  ତଥାପି ରାଜନୈତିକ ମହଲରେ ଏହା ବେଶ୍‌…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବରରେ ଅଶାନ୍ତ ରହିବ ବଙ୍ଗୋପସାଗର, ଆସୁଛି ଏକାଧିକ ବାତ୍ୟା

ଭୁବନେଶ୍ବର : ଅକ୍ଟୋବର ମାସଟି ସାଧାରଣତଃ ଓଡ଼ିଶାରେ ବାତ୍ୟା ମାସ ବୋଲି କୁହାଯାଏ । ପୂର୍ବରୁ ମହାବାତ୍ୟା, ଫାଇଲିନ, ହୁଡହୁଡ, ତିତିଲି ଆଦି ବାତ୍ୟା ଏହି ମାସରେ ଆସିଥିଲା । ଏବର୍ଷ ଅକ୍ଟୋବର ମାସରେ ମଧ୍ୟ ବଙ୍ଗୋପସାଗର ଅଶାନ୍ତ ରହିବା ଆଶଙ୍କା କରାଯାଉଛି । ଆସନ୍ତା ୯ ତାରିଖ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ପ୍ରତିଷ୍ଠିତ ବିଦ୍ୟାଳୟର ଛାତ୍ରୀମାନଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଅପ‌ଲୋଡ କରୁଥିବା ଆଇଆଇଟି ଛା‌ତ୍ର ଗିରଫ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀ ପୁଲିସର ସାଇବର ସେଲ୍ ଆଇଆଇଟି ଖଡ଼ଗପୁରରୁ ବି-ଟେକ୍ କରୁଥିବା ଜଣେ ହାଇଟେକ୍ ସାଇବର ଅପରାଧୀକୁ ଗିରଫ କରିଛି। ଯିଏକି ଦିଲ୍ଲୀର ପ୍ରତିଷ୍ଠିତ ବିଦ୍ୟାଳୟର ୫୦ରୁ ଅଧିକ ନାବାଳିକା ଛାତ୍ରୀ ଏବଂ ଶିକ୍ଷକଙ୍କୁ ଅନଲାଇନରେ ହଇରାଣ କରୁଥିଲା। ଏଥିସହିତ ସେମାନଙ୍କର ଅଶ୍ଳୀଳ…
ଅଧିକ ଖବର ଦେଖନ୍ତୁ...

ରୋଗୀ ନେବାକୁ ଆଜି ବି ଗୁମ୍ମାବାସୀଙ୍କ ଭରସା ଖଟିଆ

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାର ସବୁଠାରୁ ଦୁର୍ଗମ, ଅପହଞ୍ଚ ବ୍ଲକ୍‌ ହେଉଛି ଗୁମ୍ମା ବ୍ଲକ୍‌। ଆଜି ବି କୌଣସି ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଖୋଜା ପଡ଼ିଥାଏ ଖଟିଆ। ଗମନାଗମନ ସୁବିଧା ନଥିବାରୁ ଏହି ସମସ୍ୟାର ସମାଧାନ ଯେପରି ସ୍ଥାନୀୟ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ଜଳିଗଲା ଅଙ୍ଗନବାଡିକର୍ମୀଙ୍କ ଘର

ରାଉରକେଲା: ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ଜଳିଗଲା ଅଙ୍ଗନବାଡି କର୍ମୀଙ୍କ ଘର। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ବିଶ୍ରା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବଡଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି। ଏମିତି ଅଘଟଣ ଘଟିଛି ବିଶ୍ରା…
ଅଧିକ ଖବର ଦେଖନ୍ତୁ...

ଅଂଗନବାଡି କର୍ମୀ ନିଯୁକ୍ତି ନେଇ ଅନିୟମିତତା, ଅଂଗନବାଡି କେନ୍ଦ୍ରରେ ତାଲା ଠୁଙ୍କିଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ଚିତାପାରି-୩ ପଞ୍ଚାୟତର ପୁରୁଣା ବାଲିମେଳା ଗ୍ରାମରେ ରହିଥିବା ଅଂଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ଜାଣିବା ପରେ ଅଂଗନବାଡି କେନ୍ଦ୍ରରେ ତାଲା ଠୁଙ୍କି ଦେଇଥିଲେ। ଏହି ଅଂଗନବାଡି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଧକ୍କାରେ ଛାତ୍ରୀ ମୃତ, ଟ୍ରକ ଚାଳକ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ ନିକଟରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଚାଳକକୁ ଗିରଫ କରିଛି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଖୋର୍ଦ୍ଧା ଉପକଣ୍ଠ ଗ୍ରାମଢିହ ଗାଁର ବୈଶାଖୀ ଜେନା…
ଅଧିକ ଖବର ଦେଖନ୍ତୁ...