Daily Archives

October 7, 2021

ରୋଗୀ ସେବା ବଦଳରେ ନିଶା ପାନ କରି ଶୋଇଗଲେ ଡାକ୍ତର, ତାଲା ପକାଇ ଦେଲେ ସୁରକ୍ଷା କର୍ମୀ

ଗନ୍ଦିଆ: ରୋଗୀ ସେବା କରିବା ବଦଳରେ ଆଉଟଡୋରରେ କାର୍ଯ୍ୟରତ ଜଣେ ଡାକ୍ତର ଶୋଇପଡ଼ିଛନ୍ତି। ଗତକାଲି (ଅକ୍ଟୋବର ୬ତାରିଖ)ରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ପରିସ୍ଥିତି ଦେଖାଯାଇଥିଲା। ଘଟଣାରୁ ଜଣାଯାଏ ଯେ, ଉକ୍ତ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ସଙ୍ଗୀତ ଜଗତର ବିସ୍ମୟ ବାଳକ ଅର୍ପିତ, ଆଖି ବୁଜି ବଜାଉଛନ୍ତି କି-ବୋର୍ଡ

ରାୟଗଡ଼ା: ରାୟଗଡ଼ାର ବିସ୍ମୟ ବାଳକ ଅର୍ପିତ ମହାପାତ୍ର ଆଖି ବୁଜି କି-ବୋର୍ଡ (ହାରମୋନିୟମ୍) ବଜାଇ ଜାତୀୟ ସ୍ତରରେ କୃତିତ୍ତ୍ବ ହାସଲ କରିଛନ୍ତି। ୫୦ ମିନିଟ୍ ୩୭ ସେକେଣ୍ଡରେ ଅର୍ପିତ ୩୫ଟି ଗୀତର ମ୍ୟୁଜିକ୍ ଦେଇ କର୍ଣ୍ଣାଟକର ପ୍ରତିଯୋଗୀଙ୍କୁ ପଛରେ ପକାଇ ଇଣ୍ଟର ନ୍ୟାସନାଲ୍ ବୁକ୍ ଅଫ୍…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରିକୁ ୫ ବର୍ଷ ସଶ୍ରମ କାରାଦଣ୍ଡ, ସ୍କୁଲରୁ ଫେରିବା ବେଳେ ହୋଇଥିଲେ ଦୁଷ୍କର୍ମର ଶିକାର

ବାରିପଦା: ପାଠ ପଢ଼ା ସାରି ବିଦ୍ୟାଳୟରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ। ଆଉ ଆଜି ଉକ୍ତ ନାବାଳିକା (୧୩) ଦୁଷ୍କର୍ମକାରିକୁ ୫ ବର୍ଷ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ୱତନ୍ତ୍ର ବିଚାରପତି ମହେନ୍ଦ୍ର କୁମାର…
ଅଧିକ ଖବର ଦେଖନ୍ତୁ...

ଦୈନିକ ୫ ଲକ୍ଷ ନୂଆ ସଂକ୍ରମଣର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି : ଡ. ପଲ୍

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇନଥିବାବେଳେ ସରକାର ୩ୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୩ୟ ଲହରରେ ଦୈନିକ ସାଢେ ୪ ଲକ୍ଷରୁ ୫ ଲକ୍ଷ ସଂକ୍ରମଣକୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରାଯାଉଛି ବୋଲି ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ କୋଭିଡ ଟିକା ସମ୍ପର୍କିତ…
ଅଧିକ ଖବର ଦେଖନ୍ତୁ...

ଆରୟନ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଲେ ନବାବ, ଟୁଇଟ କଲେ ଏଭଳି ଭିଡିଓ

ମୁମ୍ବାଇ: ନିକଟରେ ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏନସିବି ଗିରଫ କରିଥିଲା। ଏବେ ଏହି ଚଢ଼ାଉ ଚର୍ଚ୍ଚାରେ ରହିଥିବା ବେଳେ ଗତକାଲି ଏହାକୁ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ ଗାଡ଼ି ଡିକିରୁ ୯ଲକ୍ଷ ଲୁଟ୍‌ ଅଭିଯୋଗ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠନଗର ହାଉସିଂବୋର୍ଡ଼ କଲୋନି ଛକରୁ ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକିରୁ ୯ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ସୀମାଞ୍ଚଳ ବେହେରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ଗତକାଲି ଅପେକ୍ଷା ଆଜି ରାଜଧାନୀରେ ବୃଦ୍ଧି ପା‌ଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଗତକାଲି ଅପେକ୍ଷା ଆଜି ରାଜ୍ୟ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା…
ଅଧିକ ଖବର ଦେଖନ୍ତୁ...

ରାଜନେତାଙ୍କ ନିର୍ବାଚନ ଅସ୍ତ୍ର ପାଲଟିଛି ସାରଳା ସୂତାକଳ, ୨୦୦ କୋଟିର ପୋଲ ହେଉଛି, ସୂତାକଳ ପୁନରୁଦ୍ଧାର କେବେ?

ଜଗତସିଂହପୁର ଟାଉନ୍/ତିର୍ତୋଲ: ତିର୍ତୋଲରେ ପୋଲ ପାଇଁ ସରକାର ୨ଶହ କୋଟି ଟଙ୍କା ଖର୍ଚ୍ଚ କରିପାରୁଛନ୍ତି। କିନ୍ତୁ ରୋଜିରୋଟିର କାରଖାନା ସାରଳା ସୂତାକଳର ସୂତାକଳର ପୁନରୁଦ୍ଧାର ପାଇଁ ଉଦ୍ୟମ ହେଉନାହିଁ। ସୂତାକଳ ନ ହେଲା ନାଇଁ ଅନ୍ୟ କୌଣସି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ କାହିଁକି…
ଅଧିକ ଖବର ଦେଖନ୍ତୁ...

ମିଳିଲାନି ଜାମିନ: ଜେଲ ଗଲେ ଶାହରୁଖ ଖାନଙ୍କ ପୁଅ ଆରୟନ

ମୁମ୍ବାଇ: ମିଳିଲାନି ଜାମିନ। ଜେଲ ଗଲେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍ ମାମଲାରେ ଗିରଫ ହୋଇଥିବା ଆର୍‌ୟନ୍‌ ଖାନଙ୍କୁ ଅକ୍ଟୋବର ୧୧ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ଅଦାଲତ। ଡ୍ରଗ୍ସ କେସ୍ ମାମଲାରେ ଆଜି ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...