Daily Archives

October 8, 2021

ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ଥମୁନି ଛାତ୍ର ଅଶାନ୍ତି, ଫି’ ହ୍ରାସକୁ ନେଇ ଛାତ୍ରଛାତ୍ରୀଙ୍କ ୧୮ ନଂ ଜାତୀୟ…

ବାରିପଦା: ବାରିପଦା ସ୍ଥିତ ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟରେ ଥମୁନି ଛାତ୍ର ଅଶାନ୍ତି। ମହାବିଦ୍ୟାଳୟର ସମସ୍ତ ବିଭାଗରେ ପୁନଃ ନାମଲେଖା ଫି’ ଶତକଡ଼ା ୬୦ ପ୍ରତିଶତ ହ୍ରାସ ଦାବିରେ ତିନିଦିନ ତାଲାବନ୍ଦ କରି ଧାରଣାରେ ବସିବା ପରେ ଆଜି ତକତପୁର ଛକରେ ୧୮ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

୨୬ ସପ୍ତାହର ଗର୍ଭଧାରଣ ପରେ ୧୮ ବର୍ଷୀୟା ଅବିବାହିତ ଯୁବତୀଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଜଣେ ୧୮ ବର୍ଷ ବୟସ୍କା ଅବିବାହିତା ଯୁବତୀଙ୍କୁ ତାଙ୍କର ୨୬ ସପ୍ତାହର ଗର୍ଭକୁ ମେଡିକାଲରେ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି। ଗର୍ଭସ୍ଥ ଶିଶୁଟିକୁ ଯଦିଓ ସୁସ୍ଥ ବୋଲି ବିବେଚନା କରାଯାଉଥିଲା ଏବଂ ଏହି ଅବସ୍ଥା ଯୁବତୀଙ୍କ ଶାରୀରିକ କିମ୍ବା ମାନସିକ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍: ୪୨ ରନରେ ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ, ବିଜୟ ପରେ ବି ପ୍ଲେ-ଅଫ୍ ଦୌଡ଼ରୁ ବାଦ୍

ନୂଆଦିଲ୍ଲୀ: ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ ୨୦୨୧ର ୫୫ତମ ମ୍ୟାଚରେ  ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୪୨ ରନରେ ପରାସ୍ତ କରିଥିଲେ ହେଁ ଚଳିତ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଛି। ଯଦି ଆଜିର ମ୍ୟାଚରେ ମୁମ୍ବାଇ ହାଇଦ୍ରାବାଦକୁ ୧୭୧…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କୁ ଭିକ ମାଗିବାକୁ ବାଧ୍ୟ କରୁଥିଲା ପ୍ରେମିକ, ବାରଣ କଲେ ମାରୁଥିଲା ମାଡ଼

ନୂଆଦିଲ୍ଲୀ: ଜଣେ ଯୁବତୀ ଅଭିଯୋଗ କରିଛନ୍ତି କି ତାଙ୍କ ପ୍ରେମିକ ତାଙ୍କୁ ଜୋରଜବରଦସ୍ତି ଭିକ ମାଗିବା ପାଇଁ ବାଧ୍ୟ କରିଥିଲା। କେବଳ ଏତିକି ନୁହେଁ ସେ ଭିକ ମାଗି ଯେତିକି ଅର୍ଥ ‌ରୋଜଗାର କରୁଥିଲେ ସେଇ ଟଙ୍କାକୁ ତାଙ୍କ ପ୍ରେମିକ ନେଇ ଅଯଥା ଖର୍ଚ୍ଚ କରି ଦେଉଥିଲା। ଏମିତିକି ସେ ଯେତିକି…
ଅଧିକ ଖବର ଦେଖନ୍ତୁ...

ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି କ୍ୟାପିଟାଲ୍‌ ହସ୍ପିଟାଲ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଜାମିନ ନାମଞ୍ଜୁର ହେବା ପରେ ଆତ୍ମସମର୍ପଣ କରିବା ପରେ ଜେଲ୍‌ ଯାଇଥିଲେ ବିଧାୟକ। ସୂଚନାଯୋଗ୍ୟ ଯେ, ଏଡିଜେ ଦୁଇଟି ହସ୍ପିଟାଲ୍‌ ସ୍ଥାନାନ୍ତର ପାଇଁ ଅନୁମତି…
ଅଧିକ ଖବର ଦେଖନ୍ତୁ...

ଓଏଏସ୍‌ ରେଜଲ୍ଟ: ଦ୍ବିତୀୟ ସ୍ଥାନରେ ରାଉରକେଲାର ଅଙ୍କୁର ଅଭିଳାଷ

ରାଉରକେଲା: ୨୦୧୯ ଓଏଏସ୍‌ ରେଜଲ୍ଟ ଆଜି ପ୍ରକାଶ ପାଇଛି। ବିଭିନ୍ନ ବର୍ଗରେ ମୋଟ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅଶ୍ବିନୀ ପଣ୍ଡା ଟପ୍ପର ହୋଇଥିଲାବେଳେ ରାଉରକେଲାର ଅଙ୍କୁର ଅଭିଳାଷ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପବ୍ଲିକ ଆଡମିନିଷ୍ଟ୍ରେସନ୍‌ ତାଙ୍କର ଅପ୍‌ସ୍‌ନାଲ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ ଛାତ୍ରଙ୍କୁ ମାଡ଼ ଘଟଣା: କୁଳପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ବହିଷ୍କୃତ ଛାତ୍ରଙ୍କ ଅଭିଭାବକ

ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ରଷ୍ଟିକେଟ୍ ହୋଇଥିବା ୧୨ ଜଣ ଛାତ୍ରଙ୍କ ଅଭିଭାବକ ମାନେ ଶୁକ୍ରବାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟି କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ଛାତ୍ର ମାନଙ୍କ କ୍ୟାରିୟର୍‌ର ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ଜେଲରେ ଏପରି ଦିନ କାଟିବେ ଆରୟନ

ମୁମ୍ବାଇ: ଆଜି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ଏସପ୍ଲାନେଡ କୋର୍ଟ। ଆରୟନଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମଧ୍ୟ ଜେଲରେ ରହିବେ ବୋଲି ଜଣାପଡ଼ିଛି। ଆରୟନ ଖାନ ବର୍ତ୍ତମାନ ମୁମ୍ବାଇର ଆର୍ଥୁର ରୋଡ ଜେଲରେ ଏନସିବି ହେପାଜତରେ ରହିବେ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଲାଗି ଦିନଟି ଖୁସି ଭରା ରହିବ। ଜରୁରୀ ଯୋଜନା ସଫଳ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ। ବୃଷ: ରାଜନେତାଙ୍କ ସାମାଜିକ ପ୍ରତିଷ୍ଠା ବଢ଼ିବ। ଭବିଷ୍ୟତରେ ଆପଣଙ୍କ ପରିଶ୍ରମର ଲାଭ ପାଇବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ଅପରାଜିତାଙ୍କୁ ସମର୍ଥନ ଓ ଦଳ ବିରୋଧୀ ମନ୍ତବ୍ୟ! ଦାୟିତ୍ବରୁ ହଟିଲେ ଯୁବ ଓ କୃଷକ ମୋର୍ଚ୍ଚା ସଭାପତି

ରାୟଗଡ଼ା: ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେପି ରାୟଗଡ଼ା ଜିଲ୍ଲା କମିଟିର ଦୁଇ ସଭାପତିଙ୍କ ବିରୁଦ୍ଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବିଜେପି କୋର୍ କମିଟିର ନିଷ୍ପତ୍ତିକ୍ରମେ ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ…
ଅଧିକ ଖବର ଦେଖନ୍ତୁ...