Daily Archives

October 8, 2021

ରାଜଧାନୀ‌ରେ ପୁଣି ଶିଶୁ ବିକ୍ରି ! ଉଦ୍ଧାର କଲା ଚାଇଲ୍ଡ ଲାଇନ୍

ଭୁବନେଶ୍ୱର: ପୁଣି ରାଜଧାନୀରେ ଶିଶୁବିକ୍ରି ଅଭିଯୋଗ। ସୂଚନା ଅନୁସାରେ ସାଲିଆସାହି ଗଣପତି ନଗରର ଜଣେ ଯୁବତୀ ଗତ ୩ ମାସ ତଳେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତାଙ୍କୁ ଦିଲ୍ଲୀରେ ବିବାହ କରାଇବାର ପ୍ରଲୋଭନ ଦେଖାଇ ୬ ହଜାର ଟଙ୍କା ଦେଇ ଶିଶୁପୁତ୍ରକୁ ଜଣେ ସଫେଇ କର୍ମଚାରୀ କିଣି ନେଇଥିଲେ ବୋଲି…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ନିୟମ ଉଲ୍ଲଂଘନ କରି ‘ଜନ୍ମଦିନ ପାର୍ଟି’ ଆୟୋଜନ ମହଙ୍ଗା ପଡ଼ିଲା; ୭ ଗିରଫ: ଭିଡିଓ ହେଲା ଭାଇରାଲ୍‌

ସୁରଟ: କରୋନାଭାଇରସ୍‌ ମହାମାରୀ କାରଣରୁ ରାଜ୍ୟରେ ଲାଗିଥିବା ନିଷେଧାଦେଶର ସ୍ପଷ୍ଟ ଉଲ୍ଲଂଘନ କରି ସୁରଟର ସିନ୍ଧୱାଦ ଅଞ୍ଚଳର ଚକ୍‌ ବଜାରରେ ଏକ ଜନ୍ମଦିନ ପାର୍ଟିର ଆୟୋଜନ ଆୟୋଜକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାରେ ପୁଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି…
ଅଧିକ ଖବର ଦେଖନ୍ତୁ...

ବିବାହ ବିଚ୍ଛେଦ ପରେ ଅନୈତିକ ସଂପର୍କ ଓ ଗର୍ଭପାତ ନେଇ ହେଉଥିବା ଅପପ୍ରଚାର ପାଇଁ ମୁହଁ ଖୋଲିଲେ ସାମନ୍ଥା, କଲେ ଏଭଳି…

ନୂଆଦିଲ୍ଲୀ: ଗୁଜବ ପ୍ରଚାରକୁ ନେଇ ମୁଁହ ଖୋଲିଲେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । କିଛିଦିନ ତଳେ ଅଭିନେତ୍ରୀ ସ୍ବାମୀ ନାଗା ଚୈତନ୍ୟଙ୍କଠାରୁ ନିଜର ବିବାହ ବିଚ୍ଛେଦ କରିଥିଲେ । ଏହାପରେ ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ନାନା ମତ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା । ଯାହାକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ହାଇଦ୍ରାବାଦ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଆବୁଧାବି/ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମୁକାବିଲା ହୋଇଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୨୦ ଓଭରରେ ୯ଟି ଓ୍ଵିକେଟ…
ଅଧିକ ଖବର ଦେଖନ୍ତୁ...

ସତ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ୨୦ହଜାର ଲାଞ୍ଚ, ଭିଜିଲାନ୍ସ ଜାଲରେ ପଡ଼ିଲେ ଯୁବ ଡାକ୍ତର ଦେବିଦତ୍ତ ପାତ୍ର

ବାରିପଦା: ସତ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ହଜାର ଲାଞ୍ଚ। ଆଉ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ବାରିପଦାସ୍ଥିତ ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ଯୁବ ଚିକିତ୍ସକ ଡ. ଦେବିଦତ୍ତ ପାତ୍ର। ଆଜି ସନ୍ଧ୍ୟାରେ ବାରିପଦା ରଙ୍ଗାମାଟିଆସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆର ପୁନଃ ନିର୍ମାଣ ପାଇଁ ଯଥେଷ୍ଟ ଉଦ୍ୟମ କରାଯିବ: ରତନ ଟାଟା

ନୂଆଦିଲ୍ଲୀ: ଆଜି ଟାଟା ହାତକୁ ପୁଣି ଫେରିଛି ଏୟାର ଇଣ୍ଡିଆ। କ୍ଷତିରେ ଚାଲୁଥିବା ବିମାନ ସେବା ପ୍ରଦାନକାରୀ ସରକାରୀ କମ୍ପାନି ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିନେଇଛି ଟାଟା ସନ୍ସ । ଅନେକ ସଂଘର୍ଷ ପରେ ଏବେ ଏୟାର ଇଣ୍ଡିଆର ବିଡ୍ ଜିତିଛି ଟାଟା ସନ୍ସ। ସ୍ପାଇସଜେଟର ଅଜୟ ସିଂଙ୍କୁ ପଛରେ ପକାଇ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ପାଇଁ କାମ କରୁଥିବା ମହିଳା ପ୍ରତିନିଧି ମଣ୍ଡଳିକୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ‘ଦୃଷ୍ଟି ସ୍ତ୍ରୀ ଅଧ୍ୟୟନ ପ୍ରବୋଧନ କେନ୍ଦ୍ର’ର ସମସ୍ତ ମହିଳା ପ୍ରତିନିଧି ମଣ୍ଡଳିକୁ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ମହିଳା ପ୍ରତିନିଧି ମଣ୍ଡଳି “ଭାରତରେ ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ସ୍ଥାପନ ହେବ ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍

ରାଉରକେଲା: ସୁନ୍ଦରଗଡ଼ ପରେ ଏବେ ପାନପୋଷ ଉପଖଣ୍ଡରେ ସ୍ଥାପନ ହେବାକୁ ଯାଉଛି ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍। ଏଥିପାଇଁ ଶୁକ୍ରବାର ଦିନ ରାଉରକେଲାର ମା’ ତାରିଣୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ (ଡିଏସଡବ୍ଲ୍ୟୁଓ) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ…
ଅଧିକ ଖବର ଦେଖନ୍ତୁ...

ବେକରେ ଗାମୁଛା ଦେଇ ଯୁବକଙ୍କ ଆତ୍ମହତ୍ୟା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ହାଟପଦା ସାହିର ଜଣେ ଯୁବକ ଆଜି ଅପରାହ୍ନରେ ଏକ ବରଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହାଟପଦା ସାହିର ଲାଇବନ ଦାସ (୨୨) ବୋଲି ଜଣାପଡିଛି। ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଟିକା ନେଇ ନଥିଲେ ଅଫିସ୍‌ ମନା

ନୂଆଦିଲ୍ଲୀ: ଯଦି ଏଯାବତ୍‌ କରୋନା ଟିକା ନେଇନାହାନ୍ତି, ତେବେ ସାବଧାନ। କାରଣ, ଯଦି ଟିକାକରଣ ହୋଇ ନଥିବ, ତେବେ ଆସନ୍ତା ଅକ୍ଟୋବର ୧୬ରୁ ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ ଅଫିସରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ଶୁକ୍ରବାର ଦିନ…
ଅଧିକ ଖବର ଦେଖନ୍ତୁ...