Daily Archives

October 8, 2021

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ପୁରୀ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ପ୍ରଶାନ୍ତଙ୍କ ଜାମିନ ଖାରଜ କଲେ କୋର୍ଟ । ବିଧାୟକଙ୍କ ମେଡିକାଲ ପରୀକ୍ଷା ପାଇଁ ଆବେଦନ କରାଯାଇଥିଲା । ଆଜି ତଳକୋର୍ଟରେ ପ୍ରଶାନ୍ତ ଆତ୍ମସମର୍ପଣ କରିଥିଲେ । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ  ପ୍ରଶାନ୍ତ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନ: କୁନ୍ଦୁଜ୍‌ ମସଜିଦରେ ବିସ୍ଫୋରଣ; ୫୦ ମୃତ, ଶତାଧିକ ଆହତ

କାବୁଲ: ଆଫଗାନିସ୍ତାନ କୁନ୍ଦୁଜ୍‌ର ଏକ ମସଜିଦରେ ଆଜି (ଶୁକ୍ରବାର) ଅପରାହ୍ଣରେ ସାମୂହିକ ନମାଜ ପାଠ ଚାଲିଥିବା ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ଅତିକମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। କୁନ୍ଦୁଜର ଉତ୍ତରରେ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ ଗାଡ଼ି ଡିକିରୁ ଟଙ୍କା ଲୁଟ୍‌ ଘଟଣା: ୯ଲକ୍ଷ ୪୦ହଜାର ଜବତ, ଜଣେ ଗିରଫ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠନଗର ହାଉସିଂବୋର୍ଡ଼ କଲୋନି ଛକରୁ ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକିରୁ ଟଙ୍କା ଲୁଟ୍‌ ଘଟଣା ପର୍ଦ୍ଦାଫାସ୍‌ କରିଛି ପୁଲିସ। ଲୁଟ୍‌ ହୋଇଥିବା ୯ଲକ୍ଷ ୪୦ହଜାର ଟଙ୍କା ଜବତ କରିବା ସହିତ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣା: ୨ ମୃତ, ଜଣେ ଆହତ

କେସିଙ୍ଗା/ଚନ୍ଦାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ୨ଟି ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ବିରୋଧ ସତ୍ତ୍ୱେ ଗୁଆହାଟି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ହାତେଇନେଲା ଆଦାନୀ ଗ୍ରୁପ୍‌

ଗୁଆହାଟି: ବ୍ୟାପକ ତଥା ଦୀର୍ଘ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଗୁଆହାଟିର ଲୋକପ୍ରିୟା ଗୋପୀନାଥ ବୋର୍ଦୋଲାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା, ବିକାଶ ଏବଂ କାର୍ଯ୍ୟ ଆଜି ଏକ ସୀମିତ ସମାରୋହରେ ଆଦାନୀ ଗୁଆହାଟି ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡକୁ ହସ୍ତାନ୍ତର କରାଯାଇଛି। ଉଲ୍ଲେଖଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ନାବାଳିକା ସାବତ ଝିଅକୁ ୪ ବର୍ଷ ଧରି ଦୁଷ୍କର୍ମ, ପକ୍ସୋ କୋର୍ଟରେ ବାପାକୁ ଆଜୀବନ

ସୁନ୍ଦରଗଡ଼: ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଏକ ସାବତ ଝିଅକୁ ଦୁଷ୍କର୍ମ ଓ ଗର୍ଭପାତ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଆଜି ଜହ୍ଲାଦ ସାବତ ବାପା ରାଜେଶ ବଡ଼ାଇକ ଓରଫ୍ ଦିଲ ଫିରୋଜ ଖାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏହା ସହ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଭିତରେ ମହିଳା ସହଯାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ଏନ୍‌ସିବି ଏସ୍‌ପି

ମୁମ୍ବାଇ: ମୁମ୍ବାଇ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ରେ ଏସ୍‌ପି ପାହ୍ୟାରେ କାର୍ଯ୍ୟରତ ଜନୈକ ବରିଷ୍ଠ ଅଧିକାରୀ ଚଳନ୍ତା ଟ୍ରେନ୍‌ ଭିତରେ ଜଣେ ମହିଳା ସହଯାତ୍ରୀଙ୍କୁ ଅସଦାଚରଣ ସହ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ଜେଲରେ ରହିବେ ଆରୟନ: ଜାମିନ ଆବେଦନ ଖାରଜ କଲେ ମୁମ୍ବାଇର ଏସପ୍ଲାନେଡ କୋର୍ଟ

ମୁମ୍ବାଇ: ଜେଲରେ ରହିବେ ଆରୟନ ଖାନ। ଆଜି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ଏସପ୍ଲାନେଡ କୋର୍ଟ। ଆରୟନଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମଧ୍ୟ ଜେଲରେ ରହିବେ ବୋଲି ଜଣାପଡ଼ିଛି। ଆରୟନ ଖାନ ବର୍ତ୍ତମାନ ମୁମ୍ବାଇର ଆର୍ଥୁର ରୋଡ ଜେଲରେ…
ଅଧିକ ଖବର ଦେଖନ୍ତୁ...

ଭିଡିଓ: କୂଅ ଭିତରେ ପଡ଼ିଯାଇଥିଲା ଦନ୍ତାହାତୀ, ଜେସିବି ସାହାଯ୍ୟରେ ଉଦ୍ଧାର

ହିନ୍ଦୋଳ: କୂଅରେ ପଡ଼ିଥିବା ଏକ ଦନ୍ତାହାତୀକୁ ଜେସିବି ଦ୍ୱାରା ଉଦ୍ଧାର କରାଯାଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ଅନ୍ତର୍ଗତ ଖାଲିବୋରୀ ଗାଁରେ ଆଜି ଦନ୍ତାହାତୀକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଆଜି ଭୋର ସକାଳୁ ଲୋକମାନେ ୧୫ରୁ ୧୮ ବର୍ଷ ବୟସର ଏକ ଦନ୍ତାହାତୀ ଖାଲିବୋରୀ ଗାଁର…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆକୁ ମିଳିଲା ନୂଆ ମାଲିକ, ୧୮,୦୦୦କୋଟି ଟଙ୍କାରେ ବିଡ୍ ଜିତିଲା ଟାଟା ସନ୍ସ

ନୂଆଦିିଲ୍ଲୀ: ଏୟାର ଇଣ୍ଡିଆକୁ ମିଳିଲା ନୂଆ ମାଲିକ। ଅନେକ ସଂଘର୍ଷ ପରେ ଏବେ ଏୟାର ଇଣ୍ଡିଆର ବିଡ୍ ଜିତିଛି ଟାଟା ସନ୍ସ। ସ୍ପାଇସଜେଟର ଅଜୟ ସିଂଙ୍କୁ ପଛରେ ପକାଇ କମ୍ପାନି ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନିକୁ ୧୮,୦୦୦ କୋଟି ଟଙ୍କାରେ କିଣିଛି। ଏୟାର ଇଣ୍ଡିଆ ହାତକୁ ଆସିବା ପରେ ଏବେ ଟାଟା…
ଅଧିକ ଖବର ଦେଖନ୍ତୁ...