Daily Archives

October 9, 2021

ରାୟଗଡ଼ାରୁ ୩ ପାଇଲେ ଓଏଏସ୍, ସୁରେଶ, ଚନ୍ଦ୍ରଦାସ, ପୁରଞ୍ଜନଙ୍କୁ ସଫଳତା

ରାୟଗଡ଼ା: ଦୃଢ଼ ଇଚ୍ଛା ଶକ୍ତି ହିଁ ସଫଳତାର ଚାବି କାଠି। ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ୩ ମେଧାବୀ ଛାତ୍ର। ଶୁକ୍ରବାର ପ୍ରକାଶ ପାଇଥିବା ଓଡ଼ିଶା ପବ୍ଲିକ୍ ସର୍ଭିସ୍ ପରୀକ୍ଷାରେ ଜିଲ୍ଲାର ୩ ମେଧାବୀ ଛାତ୍ର ୮୮, ୧୧୧, ୧୨୪ ନଂ ରାଙ୍କରେ ରହି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ହସପିଟାଲ ଛାତଅତଡା ଗଳି ରୋଗୀ ମୃତ୍ୟୁ ଘଟଣା: ୫ଲକ୍ଷ ୩୦ ହଜାର ଟଙ୍କାର କ୍ଷତିପୁରଣ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ବାରିପଦା: ବାରିପଦା ପିଆରଏମ ହସପଟାଲରେ ଛାତ ଅତଡା ଗଳି ଗତ ୩ ତାରିଖ ଦିନ ଗୁରୁତର ହୋଇଥିବା ପୋଡା ଅସ୍ତିଆ ଅଂଚଳର ରୋଗୀ ଚକ୍ରଧର ସିଂଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରା ଯାଇଥିଲା । ସେଠାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା । ସେ ବାରିପଦା ପି.ଆର.ଏମ.…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ଖେରି ହିଂସା : ୧୨ ଘଣ୍ଟାର ପଚରାଉଚରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: ଦୀର୍ଘ ୧୨ ଘଣ୍ଟାର ପଚରାଉଚରା ପରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର। ତାଙ୍କୁ ଲଖିମପୁର ଖେରି ମାମଲାର ତଦନ୍ତ କରୁଥିବା ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତଦନ୍ତ ସହିତ ଜଡ଼ିତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଆଶିଷ…
ଅଧିକ ଖବର ଦେଖନ୍ତୁ...

୪୫୪ ଲିଟର ଦେଶୀ ମଦ ଜବତ: ୩ ଗିରଫ

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ବେଆଇନଭାବେ ଦେଶ ମଦ ରାନ୍ଧି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦାଣ୍ଡିଆପଲ୍ଲୀର ରାଜୁ ମିଞ୍ଜ, ଶୁଖମଣୀ ମିଞ୍ଜ ଓ ରୂପଟୋଲାର…
ଅଧିକ ଖବର ଦେଖନ୍ତୁ...

ଫୋନ୍‌ ଟ୍ୟାପିଂ ଡାଟା ‘ଲିକ୍‌’ ମାମଲା: ସିବିଆଇ ମୁଖ୍ୟଙ୍କୁ ସମନ ଜାରି କଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ: ଫୋନ୍‌ ଟ୍ୟାପିଂ ଏବଂ ଡାଟା ଲିକ୍‌ ମାମଲାରେ ସିବିଆଇ ମୁଖ୍ୟ ସୁବୋଧ କୁମାର ଜୟସୱାଲଙ୍କୁ ତଦନ୍ତର ପରିସରଭୁକ୍ତ କରି ତାଙ୍କ ନିକଟକୁ ଆଜି ସମନ ପଠାଇଛି ମୁମ୍ବାଇ ପୁଲିସ୍‌। ଆସନ୍ତା ଗୁରୁବାର ଦିନ ହାଜର ହେବାକୁ ତାଙ୍କୁ ଏକ ଇ-ମେଲ ମାଧ୍ୟମରେ ସମନ ପଠା ଯାଇଛି ବୋଲି ମୁମ୍ବାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ସହ ଅଫୁଟା ଗୁଳି ଜବତ, ୩ ଅଟକ

ରାଉରକେଲା: ଗତକାଲି ରାତିରେ ବନ୍ଧୁକ କିଣା ବିକା ଅଭି‌ଯୋଗରେ ସେକ୍ଟର-୧୯ ପୁଲିସ ତି୍ନି ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ଓ କିଛି ଅଫୁଟା ଗୁଳି ଜବତ କରିଥିବା ଜଣାପଡିଛି। ଆଜି ଅପରାହ୍ନରେ ସେକ୍ଟର-୧୮ ମାର୍କେଟ ନିକଟରେ ସେହି ସମାନ ଘଟଣାର ପୁନରାବୃତ୍ତି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ କଫି ଜିଆଇ ମାନ୍ୟତାକୁ ଆନ୍ଧ୍ରର ହଡ଼ପ ମସୁଧା

କୋରାପୁଟ: ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା କାହିଁରେ କ’ଣ । ଅନଲାଇନରେ କୋରାପୁଟ କଫି ବିକ୍ରି ଆରମ୍ଭ ହେବା ପରେ ବିଶ୍ୱ କୋରାପୁଟକୁ ଯେତିକି ଜାଣିିଥିଲା ଏବେ ତାହା କାହିଁକିରେ କେତେ ବଢି ଗଲାଣି । କଫି କହିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ରହୁଥିବା ଚାଷୀଙ୍କୁ ବୁଝାଉଛି ।…
ଅଧିକ ଖବର ଦେଖନ୍ତୁ...

ମା-ପୁଅଙ୍କ ଜୀବନ ବଞ୍ଚାଇଲେ ଆର୍‌ପିଏଫ୍‌ ଯବାନ

ରାଉରକେଲା: ଟ୍ରେନ୍‌ ବଗି ସହ ପ୍ଲାଟଫର୍ମରେ ଫସି ଥିବା ଉଭୟ ମା’ ଓ ପୁଅଙ୍କ ଜୀବନ ବଞ୍ଚାଇଛନ୍ତି ଆର୍‌ପିଏଫ୍‌ ଯବାନ। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ରାଉରକେଲା ପ୍ଲାଟଫର୍ମ ନଂ ୪ରେ ହାୱଡା- ଅହମ୍ମଦାବାଦ ସ୍ବତନ୍ତ୍ର ଚଳନ୍ତା ‌ଟ୍ରେନ୍‌ରୁ ମା’ ଓ ପୁଅ ଓହ୍ଲାଉଥିବା ବେଳେ ପ୍ଲାଟଫର୍ମରେ…
ଅଧିକ ଖବର ଦେଖନ୍ତୁ...

ମୁନ୍ଦ୍ରା ବନ୍ଦରରୁ ଡ୍ରଗ୍ସ ଜବତ ମାମଲା : ଏନଆଇଏର ଖୋଳତାଡ଼

ନୂଆଦିଲ୍ଲୀ :  ମୁନ୍ଦ୍ରା ବନ୍ଦରରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଏନଆଇଏ ପକ୍ଷରୁ ଶନିବାରଦିନ ଚେନ୍ନାଇ, କୋଏମ୍ବାଟୁର, ବିଜୟଓ୍ବାଡ଼ା ଆଦି ଦେଶର କେତେକ ସ୍ଥାନରେ ଚଢଉ କରାଯାଇଛି । ଏହି ଚଢଉ ସମୟରେ କେତେକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବନ୍ଧୁର ସାହାଯ୍ୟ ନେବେ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟରେ ସଫଳତା ପାଇବେ। ଶନିବାର: ସମ୍ବନ୍ଧରେ ମଧୁରତା ଆସିବ। ରବି ଓ ସୋମବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: କାରବାରରେ ଲାଭ ହେବ। ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...