Daily Archives

October 9, 2021

ପୂଜାରେ କଡ଼ାକଡ଼ି ହେବ କୋଭିଡ଼ କଟକଣା

ଖୋର୍ଦ୍ଧା: ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ଏହାକୁ ନିୟନ୍ତ୍ରଣ କରିବାକୁ ପୂଜା ସମୟରେ କୋଭିଡ କଟକଣା କଡ଼ାକଡ଼ି ପାଳନ କରାଯିବ। ପୂଜା ସମୟରେ ଶାନ୍ତିଶୃଙ୍ଖଳା, ଟ୍ରାଫିକ, ମନ୍ଦିର, ଦୋକାନ ବଜାରରେ ଗହଳି ଆଦିର ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ହାଇକୋର୍ଟର ଆଠ ଜଣ ବିଚାରପତିଙ୍କୁ ମୁଖ୍ୟ ବିଚାରପତି ଭାବେ ମିଳିଲା ପଦୋନ୍ନତି

ନୂଆଦିଲ୍ଲୀ: ଆଠ ଜଣ ବିଚାରପତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ଦେଇଛନ୍ତି। ଏଥିସହ ପାଞ୍ଚଜଣ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ବିଭିନ୍ନ ହାଇକୋର୍ଟକୁ ବଦଳି କରାଯାଇଛି ବୋଲି ଆଜି ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ଶିକ୍ଷା ବର୍ଷ ପ୍ରାରମ୍ଭରେ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଆଦର୍ଶ ବିଦ୍ୟାଳୟକୁ ଶୀଘ୍ର କାର୍ଯ୍ୟକ୍ଷମ କରବା ପାଇଁ ଆସନ୍ତା ଜୁନ୍‌ ୨୦୨୨ ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ସହିତ ଆସନ୍ତା ଡିସେମ୍ବର ୨୦୨୧ ମଧ୍ୟରେ ସ୍କୁଲ ଗୃହର…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ଭାରତ-ଚୀନ ୧୩ତମ କୋର କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଭାରତ ଓ ଚୀନ ସେନା ମଧ୍ୟରେ ୧୩ତମ କୋର କମାଣ୍ଡର ସ୍ତରୀୟ ବୈଠକ ଆସନ୍ତା କାଲି ଚୁଲସୁଲ-ମୋଲଡୋ ସୀମା ନିକଟରେ  ଅନୁଷ୍ଠିତ ହେବ । ଏଲଏସିର ଚୀନ ପଟେ ଥିବା ବର୍ଡର ପର୍ସେନେଲ ମିଟିଂ ପଏଣ୍ଟ (ବିପିଏମ)ରେ ଏହି ବୈଠକ ଅନୁଷ୍ଠିତ ହେବ । ଗତ ୧୭-ମାସ ଧରି ଲଦାଖରେ ଚାଲିଥିବା ଅଚଳାବସ୍ଥାର…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରଣାପୂର୍ଣ୍ଣ ଜୀବନ ଜିଉଛି ଦୁଇ ବର୍ଷର ମୌସୁମୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡ଼ା ପଞ୍ଚାୟତର କେନ୍ଦୁପୁଟ ଗ୍ରାମର ବୁଡୁ ମାଣ୍ଡିଙ୍କ ଝିଅ ମୌସୁମୀ। ବୟସ ଦୁଇବର୍ଷ। ତେବେ ଦୁଇବର୍ଷ ବୟସର ଶିଶୁଟିର ଯେଉଁଭଳି ସ୍ବାଭାବିକ ଜୀବନ ନେଇ ଚଳପ୍ରଚଳ କରିଥାଏ, ତାହା ମୌସୁମୀ ନିକଟରେ ଦେଖିବାକୁ ମିଳୁନାହିଁ। କେବଳ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍ ଜାଲରେ ଆନ୍ତଃରାଜ୍ୟ ଲୁଟେରା; ବାଇକ୍-ଲାପଟପ୍, ମୋବାଇଲ୍ ସହ ୧୬ ହଜାର ଜବତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ୬ଟି ଥାନା ଇଲାକାରେ ଲୁଟତରାଜ ଚଲାଇଥିବା ଆନ୍ତଃରାଜ୍ୟ ଲୁଟେରାକୁ ରାୟଗଡ଼ା ପୁଲିସ୍ ଆଜି ଗିରଫ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ୍ ଲୁଟେରାକୁ ଗିରଫ କରିବା ସହ ୧୬ ହଜାର ଟଙ୍କା ସହ ୨ଟି ବାଇକ୍, ୬ଟି ମୋବାଇଲ୍, ଲାପଟପ୍ ସହ ଲୁଟରେ ବ୍ୟବହୃତ କଟର ମେସିନକୁ…
ଅଧିକ ଖବର ଦେଖନ୍ତୁ...

ଜନ୍ମରୁ ଚର୍ମ ଯନ୍ତ୍ରଣାରେ ଛଟପଟ, ଦିନରାତି କାନ୍ଦୁଛି ୨ବର୍ଷର ଝିଅ ତାରା

ଭଞ୍ଜନଗର: କଅଁଳ ବୟସରେ ପ୍ରତିଦିନ ବଞ୍ଚିବା ପାଇଁ ସଂର୍ଘଷ କରୁଛି ତାରା। ବୟସ ମାତ୍ର ୨ ବର୍ଷ ତିନି ମାସ। ଅସହ୍ୟ ଯନ୍ତ୍ରଣାରେ ଦିନରାତି ଆଖିରୁ ଲୁହ ଶୁଖୁନି। ଝିଅର ଏଭଳି ଅବସ୍ଥା ଦେଖି ବାପା ମାଆ ମଧ୍ୟ ଧର୍ଯ୍ୟହରା ହୋଇ ସାରିଲେଣି। ଜନ୍ମ ହେବାର କିଛିଦିନ ପରଠାରୁ ଶରୀରରୁ ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ଖେରି ହିଂସା: ଘଟଣା ଘଟିବା ସମୟରେ କେଉଁଠିଥିଲେ ବୋଲି କହିପାରିଲେ ନାହିଁ ଆଶିଷ ମିଶ୍ରା

ଲକ୍ଷ୍ନୌ: ଗତ ସପ୍ତାହରେ ଲଖିମ୍‌ପୁର ଖେରିରେ ପ୍ରତିବାଦରତ କୃଷକମାନଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କାର ଚଢ଼ାଇ ଦେଇଥିବା ନେଇ ହୋଇଥିବା ଅଭିଯୋଗ ଉପରେ ଏବେ ତଦନ୍ତ ଆରମ୍ଭ କରିଛି ୟୁପି ପୁଲିସ। ଆଜି ଏନେଇ ଆଶିଷଙ୍କୁ ପଚରାଉଚରା କରାଯାଉଥିବା…
ଅଧିକ ଖବର ଦେଖନ୍ତୁ...

୧୮ ତାରିଖରେ ଚାଷୀଙ୍କ ଦେଶବ୍ୟାପୀ ’ରେଳରୋକୋ’: ଲଖିମପୁର ଖେରି ଘଟଣା ବିରୋଧରେ ଚାଷୀଙ୍କ ରେଳରୋକ ସହ ରାଲି ଓ…

ନୂଆଦିଲ୍ଲୀ: ଲଖିମପୁର ଖେରି ଘଟଣାର ବିରୋଧ କରିବା ପାଇଁ ଆଗାମୀ ଦିନରେ ରେଳ ରୋକ ସହ କୃଷକ ରାଲି, ମହାପଞ୍ଚାୟତକୁ ବ୍ୟାପକ କରାଯିବ। ଏଥିସହ ଆସନ୍ତା ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୭ଟା ସମୟରେ ଲଖିମପୁର ଖେରି ଘଟଣାର ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତ୍ୟେକ ନାଗରିକଙ୍କୁ ନିଜ ନିଜ ଘର…
ଅଧିକ ଖବର ଦେଖନ୍ତୁ...

ଶାନ୍ତିର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ବୈପାରିଗୁଡା ସ୍ବାସ୍ଥ୍ୟ ବିଭାଗ

ବୈପାରିଗୁଡା: ଗର୍ଭାଶୟ ମୁଖ କର୍କଟ ରୋଗରେ ଆକ୍ରାନ୍ତ ଶାନ୍ତି ସଗରିଆ ପାଇଁ ଆବଶ୍ୟକ ପଡୁଥିବା ଚିକିତ୍ସା ନିମନ୍ତେ ସହାୟତାର ହାତ ବଢାଇଛି ବୈପାରିଗୁଡା ସ୍ବାସ୍ଥ୍ୟ ବିଭାଗ। ଏଠାରେ ସ୍ମରଣଯୋଗ୍ୟ ଯେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର କାଣ୍ଡକିଗୁଡା ଗ୍ରାମର ଶାନ୍ତି…
ଅଧିକ ଖବର ଦେଖନ୍ତୁ...