Daily Archives

October 10, 2021

ସ୍ବର ବଦଳାଇଲେ ଜୟରାମ, କହିଲେ- ‘ଦଳରେ ରହି ମାଟି ପାଇଁ କାମ କରିବି’

କୋରାପୁଟ: ୫ ଦିନ ତଳେ ଯାହା କହିଲେ ସେଥିରେ ୟୁଟର୍ଣ୍ଣ ମାରିଛନ୍ତି କୋରାପୁଟର ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ। ଗଣମାଧ୍ୟମକୁ ଦଳ ଛାଡିବାକୁ କହି ଛେପ ଢୋକିଛନ୍ତି ଏହି ନେତା। ଦଳରେ ରହି ଦଣ୍ଡକାରଣ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦାବି ପାଇଁ ଲଢେଇ କରିବେ। କିନ୍ତୁ କୌଣସି…
ଅଧିକ ଖବର ଦେଖନ୍ତୁ...

ଦେଶୀ ମଦ ବେପାର: ୨ ମହିଳା ଗିରଫ, ୪୬୨ ଲିଟର ଦେଶୀ ମଦ ସହ ୧୦,୮୦୦ କେଜି ମହୁଲପୋଚ ଜବତ

ରାଉରକେଲା: ଦେଶୀ ମଦ କାରବାରରେ ଅଙ୍କୁଶ ଲଗାଇବାକୁ ଅବକାରୀ ପୁଲିସ ଚଢ଼ାଉ, ଛାନ୍‌ଭିନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧୫ର ଚାମୀ ଭୂମିଜ ଓ ଶୁକ୍ରମଣୀ ଭୂମିଜ। ଏହାସହ ଅବକାରୀ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ କ୍ୟାପିଟାଲ୍‌ସକୁ ୪ ୱିକେଟରେ ପରାସ୍ତ କରି ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍‌ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୪ତମ ସଂସ୍କରଣରେ କ୍ୱାଲିଫାୟର-୧ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୪ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗ୍‌ସ। ପ୍ରଥମ ପାଳିରେ ଦିଲ୍ଲୀ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା । ଜବାବରେ…
ଅଧିକ ଖବର ଦେଖନ୍ତୁ...

ଜୋର ଧରିଲା ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଅବା କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା ଦାବି

କୋରାପୁଟ: ‘ତିନି ରାଜ୍ୟର ସବୁ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିକାଶ ନାଁରେ ଆଦିବାସୀ ଖଟିଖିଆକୁ ଲୁଟି ଚାଲିଛନ୍ତି। ଆଦିବାସୀଙ୍କୁ ଭାଗ ଭାଗ କରି ରାକ୍ତପାତ କରାଇବାକୁ ପଛାଉ ନାହାନ୍ତି। ଆଉ ବରଦାସ୍ତ ହେବନି। ଆଉ କାହା କଥାରେ ଆ‌ମେ ନାଚିବୁନି କି, କିଏ ଆମ କାନ୍ଧରେ ବନ୍ଧୁକ ରଖି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା:ସଂଧ୍ୟା ସମୟରେ ମନ୍ଦିରରୁ ଘରକୁ ଫେରୁଥିବା ବାଟରେ ଅନ୍ଧାରର ସୁଯୋଗ ନେଇ ଜଣେ ମହିଳାଙ୍କ ବେକରୁ ପିନ୍ଧିଥିବା ମଙ୍ଗଳସୂତ୍ରକୁ ଦୃବୁର୍ତ୍ତ ଝାମ୍ପି ନେଇଛନ୍ତି। ସହରର ସାଇପ୍ରିୟା ନଗରରେ ଏଭଳି ଘଟଣା ଘଟିଛି। ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ…
ଅଧିକ ଖବର ଦେଖନ୍ତୁ...

ପତ୍ନୀକୁ ହତ୍ୟା କରି ପତି ଫେରାର୍

ଖୋର୍ଦ୍ଧା: ପତ୍ନୀର ଚରିତ୍ର ଉପରେ ସନ୍ଦେହର ପରିଣାମ କେତେ ଭୟଙ୍କର ହୋଇପାରେ ଆଜି ଗୁରୁଜଙ୍ଗରେ ଘଟିଥିବା ଏକ ହତ୍ୟା ଘଟଣାରୁ ତାହା ସ୍ପଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପତ୍ନୀକୁ ଶୋଇଥିବା ଅବସ୍ଥାରେ ତଣ୍ଟି କାଟି ପତି ଫେରାର୍ ହୋଇଯାଇଛି । ସୂଚନାନୁସାରେ, କାର୍ତ୍ତିକ ପ୍ରଧାନ(୪୦)…
ଅଧିକ ଖବର ଦେଖନ୍ତୁ...

ରୁସା ଅନୁଦାନର ତିନି ବର୍ଷ ପରେ ବି ସରକାରୀ ମହିଳା କଲେଜରେ ନିର୍ମାଣ ହୋଇପାରିନି ଅଡିଟୋରିୟମ୍

ଜୟପୁର: ତିନି ବର୍ଷ ତଳେ ରୁସା (ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ)ରେ ୭୦ଲକ୍ଷ ବ୍ୟୟ କରି ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଅଡିଟୋରିୟମ୍ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ରୁସା ପ୍ରଥମ କିସ୍ତି ଭାବେ ୩୫ଲକ୍ଷ ପୂର୍ତ୍ତ ବିଭାଗକୁ ଦେଇଥିଲା। ତେବେ ତିନି ବର୍ଷ ପରେ ବି ଏହା…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ସମନ୍‌

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଆଗ୍ରାସେନ ଗେହଲୋଟଙ୍କୁ ଆଜି (ରବିବାର) ସମନ ଜାରି କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ। ବେଆଇନ ସାର ରପ୍ତାନି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପୁଣି ଥରେ ସମନ୍‌ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପୁଲିସର ଭୟରେ ତିନିଦିନ ଗଛ ଉପରେ ଲୁଚି ରହିଥିଲା ଯୁବକ

ନୂଆଦିଲ୍ଲୀ: ପୁଲିସର ଭୟ ସମସ୍ତଙ୍କୁ ରହିଥାଏ। ପୁଲିସ ଭୟରେ କିଏ ଘର କୋଣରେ ଲୁଚି ଯାଇଥାଏ ତ କିଏ ପାଣିକୁ ଡେଇଁ ପଡ଼ିଥାଏ। ନିକଟରେ ଜଣେ ଯୁବକ ପୁଲିସ ଭୟରେ ଗଛ ଉପରେ ଲୁଚି ରହିଥିବାର ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ନ୍ୟୁୟର୍କ ସହରର କୁଇନ୍ସରେ ଘଟିଛି। ଏଠାରେ ଜଣେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ

ରାଉରକେଲା: କେ. ବଲାଙ୍ଗ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ବାନ୍ଦୁପଡା ଛକରେ ୧୮ ଚକିଆ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ରାଜମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ‌ହେଲେ ନବୀନ କିସାନ। କାମ ସାରି ସେ ନିଜ ମୋଟରବାଇକ୍‌ରେ ବାନ୍ଦୁପଡାକୁ ଫେରୁଥିଲେ। ଦ୍ରୁତ ଗତିରେ ଆସୁଥିବା…
ଅଧିକ ଖବର ଦେଖନ୍ତୁ...