Daily Archives

October 11, 2021

ଉମାଶଙ୍କର କୋରାପୁଟର ପ୍ରଥମ କୋୟା ଓଏଏସ୍

କୋରାପୁଟ: କୋୟା ଜନଜାତିର ଟେକ ରଖିଛନ୍ତି କୋରାପୁଟ ସହରର ଉମାଶଙ୍କର କୋୟା । କୋରାପୁଟ ଷ୍ଟାଡିୟମ ନିକଟରେ ରହୁଥିବା ଉମାଶଙ୍କର କୋୟା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଓଏଏସ ପରୀକ୍ଷାରେ ୧୨୭ତମ ସ୍ଥାନ ଅଧିକାର କରିଛନ୍ତି । ଆଦିବାସୀ…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଘାଟିର ପାତ୍ରପୁଟକୁ ଆଜି ବି ପକ୍କା ରାସ୍ତା ନାହିଁ, ଭତ୍ତା ଓ ପିଡିଏସ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୫ କିମି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳ ହେଉଛି ବଣ୍ଡାଘାଟି। ଏହି ବଣ୍ଡାଘାଟିରେ ବାସ କରୁଥିବା ଲୋକେ ଆଜି ବି ଅଭିଶପ୍ତ ଜୀବନ କାଟୁଛନ୍ତି। ବର୍ତ୍ତମାନ ଖଇରପୁଟ ବ୍ଲକ ସଦର ମହକୁମାରୁ ଘାଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ବଣ୍ଡାଘାଟିରେ…
ଅଧିକ ଖବର ଦେଖନ୍ତୁ...

ସରକଣା ଗୋଷ୍ଠୀ ସଂଘର୍ଷ ମାମଲାରେ ୮ ଗିରଫ

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଗତକାଲି ରାତିରେ ବାଳକାଟି ଫାଣ୍ଡି ଅଧୀନ ସରକଣା ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଉଭୟ ପକ୍ଷରୁ ୮ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗଣ୍ଡଗୋଳରେ ସଂପୃକ୍ତ ଅଭିଯୁକ୍ତ ମାନେ ହେଲେ ଗୋଟିଏ ପକ୍ଷର ୬ ଜଣ ରାଜୀବ ସାହୁ ଓରଫ ଚିକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ଏଲିମିନେଟର: ବାଙ୍ଗାଲୋରକୁ ୪ ଉଇକେଟରେ ପରାସ୍ତ କଲା କୋଲକାତା

ସାର୍‌ଜା: ଆଇପିଏଲ୍‌-୨୦୨୧ର ପ୍ଲେ ଅଫ୍‌ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ବାଙ୍ଗାଲୋରକୁ ୪ ଉଇକେଟରେ ପରାସ୍ତ କରିଛି କୋଲକାତା । ପ୍ରଥମରୁ ‌ବାଙ୍ଗାଲୋର ୨୦ ଓଭରରେ ୭ ୱିକେଟ ହରାଇ ୧୩୮ ରନ୍‌ କରିଥିଲା । ଜବାବାରେ କୋଲକାତା ୧୯.୪ ଓଭରରେ ୬ ୱିକେଟ ହରାଇ ୧୩୯ ରନ୍‌ କରି ବିଜୟ ହାସଲ କରିଛି…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ପରେ ମୟୂରଭଞ୍ଜ: ଏଡିଏମଙ୍କୁ ଫୋନ ଯୋଗେ କେନ୍ଦ୍ରମନ୍ତ୍ରୀଙ୍କ ଗାଳିଗୁଲଜ ଅଭିଯୋଗ

ବାରିପଦା: ସରକାର ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆକ୍ରମଣାତ୍ମକ ମନୋଭାବ ଜାରି ରହିଛି। ପ୍ରଥମେ କେନ୍ଦୁଝରରେ ଅନୁଷ୍ଠିତ ଏକ ବୈଠକରେ ସରକାରୀ ଅଧିକାରୀଙ୍କୁ ମାଡ ପଡୁନି କହିବା ପରେ ମୟୂରଭଞ୍ଜରେ ପୁଣି ଜଣେ ଅଧିକାରୀଙ୍କୁ ଫୋନ ଜରିଆରେ ଗାଳିଗୁଲଜ କରି ଚର୍ଚ୍ଚାରେ…
ଅଧିକ ଖବର ଦେଖନ୍ତୁ...

ଡେପୁଟି କଲେକ୍ଟରଙ୍କ ଘରେ ଚିଠି ଛାଡ଼ିଗଲା ଚୋର, ଲେଖି ଯାଇଥିଲା ଏଭଳି କଥା…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ଲାଟଫର୍ମରେ ଚୋର ଲେଖି ଯାଇଥିବା ଏକ ଚିଠି ଭାଇରାଲ ହେଉଛି। ଏହି ଚିଠିକୁ ଚୋର ମଧ୍ୟପ୍ରଦେଶର ଦେବାସରେ ଏସଡିଏମ (ଡେପୁଟି କଲେକ୍ଟର)ଙ୍କ ଘରକୁ ଚୋରି କରିବାକୁ ଆସି ଛାଡ଼ି ଯାଇଛି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜର…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି ମଣିଷଙ୍କ ଭଳି ପୋଷାକ ଧୋଉଛି ସିମ୍ପାଞ୍ଜି

ନୂଆଦିଲ୍ଲୀ:  ସିମ୍ପାଞ୍ଜି କିମ୍ବା ମାଙ୍କଡ ଆମର ପୂର୍ବଜ ବୋଲି ପିଲାଟି ବେଳରୁ ଶୁଣି ଆସିଛୁ। ତେବେ ଅନେକ ଲୋକ ଏହା ସହ ସହମତ ଥିବା ବେଳେ ଆଉ କେତେକ ଲୋକ ଏଥିରେ ସହମତ ନୁହଁନ୍ତି । କିନ୍ତୁ ସିମ୍ପାଞ୍ଜି କିମ୍ବା ମାଙ୍କଡଙ୍କ କାମକୁ ଦେଖିବା ପରେ ଲାଗିଥାଏ ‌ଯେ ପ୍ରକୃତରେ ଏମାନେ ଆମର ପୂର୍ବଜ…
ଅଧିକ ଖବର ଦେଖନ୍ତୁ...

୧୩ ବୋତଲ ବିଦେଶୀ ମଦ, ୬୬ ଲିଟର ଦେଶୀ ମଦ ଜବତ, ୪ ଗିରଫ

ରାଉରକେଲା: କ୍ରମାଗତ ତିନି ଦିନ ହେଲା ଅବକାରୀ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ଆଜି ଜରୈକେଲା, ରୁପୁଟୋଲା ଅଞ୍ଚଳରେ ଚଢ଼ଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜରୈକେଲାର ରାମ ଚରଣ ମୁଣ୍ଡାରୀ, ମଙ୍ଗଳ ବଜାରର ଦୀପକ ଓରାମ, ରୁପୁଟୋଲାର କପିଳ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଜବତ: ୪ ଗିରଫ, କାର୍‌, ଦେଶୀ ବନ୍ଧୁକ ଓ ୪ଟି ମୋବାଇଲ ଜବତ

ରାଉରକେଲା: ରାଉରକେଲାରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ କାର୍‌କୁ ବ୍ରାହ୍ମଣୀତରଙ୍ଗ ପୁଲିସ ଜବତ କରିଛି। ଗଞ୍ଜେଇ ବୋଝେଇ କାର୍‌ଟି ବେଦବ୍ୟାସ ଏକ ଘରୋଇ କାରଖାନା ନିକଟରୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ପୁଲିସ କାର୍‌ ଡ୍ରାଇଭର ଓ ୩ ବେପାରୀକୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ବାଲ୍ୟ ବିବାହ ବିରୁଦ୍ଧରେ ଲଢ଼ିଲେ କିଶୋରୀ, ବାଳିକା ଦିବସରେ ୧୧ ଜଣଙ୍କୁ ସମ୍ବର୍ଧିତ କଲା ପ୍ରଶାସନ

ରାୟଗଡ଼ା: ବାଲ୍ୟ ବିବାହ ବିରୁଦ୍ଧରେ ଲଢ଼ିବା ସହ ନିଜ ଗୋଡ଼ରେ ଠିଆ ହେବାର ସଂକଳ୍ପ ନେଇ ପୁଣି ସ୍କୁଲ୍ ମୁହାଁ ହୋଇଥିବା ୧୧ କିଶୋରୀଙ୍କୁ ସମ୍ବର୍ଧିତ କରିଛି ପ୍ରଶାସନ। ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସାହାସୀ କିଶୋରୀଙ୍କୁ ସମ୍ବର୍ଧିତ କରି ଡିଜିଟାଲ…
ଅଧିକ ଖବର ଦେଖନ୍ତୁ...