Daily Archives

October 11, 2021

ଭିଜିଲାନ୍ସ ହାତରେ ଵନଵିଭାଗ କିରାଣି: ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ରାଶି ପାଇଁ ନେଉଥିଲେ ୧୦ ହଜାର

ସୁନ୍ଦରଗଡ଼: ୧୦ ହଜାର ଟଙ୍କା ଲାଞ୍ଚ ନେଇ ସୁନ୍ଦରଗଡ଼ ଭିଜିଲାନ୍ସ ହାତରେ ପଡିଛନ୍ତି ସୁନ୍ଦରଗଡ଼ ଵନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହୋତା। ହାତୀ ଆକ୍ରମଣରେ ମୃତ ବାପାଙ୍କ କ୍ଷତିପୂରଣ ରାଶି କରାଇଦେବାକୁ ପୁଅ ଠାରୁ ଶ୍ରୀ ହୋତା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଟିମ୍…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ୪୪୭ କୋଟି ଟଙ୍କା ଆୟ କରିଛନ୍ତି ୧୪ ଆଞ୍ଚଳିକ ରାଜନୈତିକ ଦଳ

ଭୁବନେଶ୍ୱର: ଦେଶର ବିଭିନ୍ନ ଆଞ୍ଚଳିକ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଅଡିଟ ରିପୋର୍ଟରେ ଦିଆଯାଇଥିବା ଆୟ-ବ୍ୟୟର ହିସାବକୁ ନେଇ ରିପୋର୍ଟ ପ୍ରକାଶ କରିଛି ଇଲେକସନ୍ ୱାଚ୍ | ଏହି ରିପୋର୍ଟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ୪୨ଟି ଦଳ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଅର୍ଥନୀତିରେ ନୋବେଲ ପୁରସ୍କାର ଜିତିଲେ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ ଏବଂ ଗୁଇଡୋ ଡବ୍ଲୁ ଇମ୍ବେନ୍ସ

ନୂଆଦିଲ୍ଲୀ: ଅର୍ଥନୀତିରେ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ ଏବଂ ଗୁଇଡୋ ଡବ୍ଲୁ ଇମ୍ବେନ୍ସଙ୍କୁ ମିଳିଛି ନୋବେଲ ପୁରସ୍କାର। ନୋବେଲ କମିଟି ଶ୍ରମ ଅର୍ଥନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ ଏବଂ ଗୁଇଡୋ ଡବ୍ଲୁ ଇମ୍ବେନ୍ସଙ୍କୁ ପୁରସ୍କୃତ କରିଛି।…
ଅଧିକ ଖବର ଦେଖନ୍ତୁ...

କନେଷ୍ଟବଳ ପରୀକ୍ଷାରେ କାନରେ ମାଇକ୍ରୋଚିପ ଲଗାଇ ପରୀକ୍ଷା ଦେଉଥିଲେ ଯୁବକ, ଧରିଲା ପୁଲିସ

ମୁମ୍ବାଇ: ପରୀକ୍ଷାରେ ନକଲ ବା କପି କରିବାକୁ ଆପଣାଇଲେ ଭିନ୍ନ ଉପାୟ, କିନ୍ତୁ ଶେଷରେ ଏହି ପ୍ଲାନ ଫସର ଫାଟିଯାଇଛି | ପୁଲିସ ବିଭାଗରେ କନେଷ୍ଟବଳ ନିଯୁକ୍ତି ପାଇଁ ଆୟୋଜିତ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଜଣେ ଯୁବକ ଅତ୍ୟାଧୁନିକ ଉପାୟରେ କପି କରୁଥିବାବେଳେ ପୁଲିସ ତାଙ୍କୁ ଧରିଛି |…
ଅଧିକ ଖବର ଦେଖନ୍ତୁ...

ଶୋଇଥିବା ବେଳେ ଘର ଭିତରକୁ ପଶି ଆସିଲା କୁମ୍ଭୀର, ଏପରି ଜୀବନ ବଞ୍ଚାଇଲେ ଘରଲୋକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହାରାଜଗଞ୍ଜର ଜଙ୍ଗଲ ନିକଟରେ ଅବସ୍ଥିତ ମିସ୍ରାଲିଆ ଗାଁରେ ଜଣଙ୍କ ଘର ଭିତରକୁ କୁମ୍ଭୀର ପଶି ଆସିଥିବା ଖବର ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ, ମିସ୍ରାଲିଆ ଗାଁରେ ବସବାସ କରୁଥିବା ପିଣ୍ଟୁ ଓ ତାଙ୍କ ପରିବାର ସଦସ୍ୟ ରାତିରେ ଶୋଇଥିବା ବେଳେ ଘର ଭିତରେ…
ଅଧିକ ଖବର ଦେଖନ୍ତୁ...

କଟକ କମିସନରେଟ୍‌ ପୁଲିସକୁ ସଫଳତା: ଦୁଇବର୍ଷରେ ୧୦୧ବନ୍ଧୁକ, ୧୭୨୭ ଗୁଳି ଜବତ, ୫କୋଟିର ବ୍ରାଉନସୁଗାର୍‌ ସହ ୨୭ ଗିରଫ

ମହାନଦୀବିହାର: କଟକ ସହରକୁ ଅପରାଧମୁକ୍ତ କରିବା ପାଇଁ କମିସନରେଟ୍‌ ପୁଲିସ କଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ଗତ ଦୁଇବର୍ଷରେ ବିଶେଷ ସଫଳତା ମିଳିଛି। ସହରରେ ବେଆଇନ ବନ୍ଧୁକ କାରବାର ଉପରେ ଆପାତତଃ ରୋକ ଲଗାଇବା ସହ ୫କୋଟିରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର୍‌ ଜବତ ହୋଇଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଅମିତାଭ ବଚ୍ଚନ ଜନ୍ମଦିନରେ ଲେଖିଲେ ନିଜର ଭୁଲ ବୟସ, ଝିଅ ଶ୍ବେତା କଲେ ସଂଶୋଧନ

ମୁମ୍ବାଇ: ‘ବଲିଉଡ୍‌’ର ‘ମେଗାଷ୍ଟାର୍‌’ ଅଭିନେତା ଅମିତାଭ ବଚ୍ଚନ ଆଜି ସ୍ୱକୀୟ ଶୈଳୀରେ ତାଙ୍କର ୭୯ତମ ଜନ୍ମଦିନ ପାଳନ କରିଛନ୍ତି। ଆଜି ସକାଳେ ପ୍ରଥମେ ପ୍ରଯୋଜକ ଆନନ୍ଦ ପଣ୍ଡିତଙ୍କୁ ଭେଟି ‘ବିଗ୍‌ ବି’ ଆରମ୍ଭ କରିଛନ୍ତି ତାଙ୍କର ଜନ୍ମଦିନ ପାଳନ ଉତ୍ସବ। ସଦ୍ୟତମ ଚଳଚ୍ଚିତ୍ର ‘ଚେହେରେ’ ପାଇଁ…
ଅଧିକ ଖବର ଦେଖନ୍ତୁ...

ମହାନଦୀବିହାରରେ ରୁଚି ଫ୍ରୋଜିଟ୍‌ର ସର୍ବବୃହତ୍‌ ଫୁଡ୍‌ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ମହାନଦୀବିହାର: ମହାନଦୀବିହାରସ୍ଥିତ ଜଷ୍ଟିସ୍‌ ଛକ ନିକଟରେ ରାଜ୍ୟର ପ୍ରତିଷ୍ଠିତ ମସଲା ଓ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡଲାଇନ୍‌ ଦ୍ୱାରା ପରିଚାଳିତ ରୁଚି ଫ୍ରୋଜିଟ୍‌ ପକ୍ଷରୁ ଏକ ନୂତନ ତଥା ରାଜ୍ୟର ସର୍ବବୃହତ ଆଉଟଲେଟ୍‌ ଖୋଲାଯାଇଛି। ଏହି ବିଶାଳ ଫୁଡ୍‌ ଆଉଟଲେଟ୍‌କୁ ଓଲିଉଡ୍‌…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ‌ଖେରି ହିଂସା: ଅଦାଲତରେ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା ୟୁପି ପୁଲିସ, ଶୁଣାଣି ଆରମ୍ଭ

ଲକ୍ଷ୍ନୌ: ଦୀର୍ଘ ୧୨ ଘଣ୍ଟାର ଜେରା ପରେ ଗତକାଲି ଉତ୍ତରପ୍ରଦେଶ ପୁଲିସ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିଥିଲା। ଏବେ ତାଙ୍କୁ ଅଧିକ ପଚରାଉଚରା ପାଇଁ ପୁଲିସ ଅଦାଲତରେ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି। ତେବେ ଆଜି ଅଦାଲତରେ ରିମାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ

ଭୁବନେଶ୍ବର : ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ଏବେ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ାରୁ ମୌସୁମୀ ସଂପୂର୍ଣ୍ଣଭାବେ ଅପସରିଯାଇଛି । ସେହପରି ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି,…
ଅଧିକ ଖବର ଦେଖନ୍ତୁ...