Daily Archives

October 12, 2021

ବିଛିନ୍ନାଂଚଳରେ ଭାଷା ସମସ୍ୟାର ସମାଧାନ ପାଇଁ ଦାବି

ବାରିପଦା: ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବକୁ ନେଇ ନିକଟ ଅତୀତରେ ବିଭିନ୍ନ ପ୍ରସଙ୍ଗ ଦେଖାଦେବା ପରେ ଓଡ଼ିଶା ତଥା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଓଡ଼ିଶାରୁ ଅଲଗା ହୋଇ ବିଛିନ୍ନାଂଚଳ ଭାବରେ ରହିଥିବା ଓଡିଆ ଭାଷାଭାଷି ଷଢେଇକଳା,…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ସହରରେ ପୀଠରେ ତିନିଦିନିଆ ଦୁର୍ଗାପୂଜା ଆରମ୍ଭ  

ଖୋର୍ଦ୍ଧା: ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ମଣ୍ଡପରେ ପୂଜା ନେଇ କଟକଣା ରହିଛି । କଟକଣା ମଧ୍ୟରେ ଆଜି ଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ତିନଦିନିଆ ଦୁର୍ଗାପୂଜା ଆରମ୍ଭ ହୋଇଛି । ଗତକାଲି ସପ୍ତମୀ ରାତିରେ ନବପତ୍ରିକା ସ୍ନାନ ଓ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ପିଟି ହତ୍ୟା‌ ପରେ ପୋତିଦେଲେ ଦମ୍ପତି: କାଜୁ ବଗିଚାରୁ ମାଟିତଳୁ ବାହାରିଲା ଶବ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ରାଉତି ପଞ୍ଚାୟତ ଅଧୀନ ମଳିଙ୍ଗି ଗ୍ରାମ ଗୁଡ଼ିତୋଟା କାଜୁ ବଗିଚା ଭିତରୁ ଆଜି ଜଣେ ନିଖୋଜ ଯୁବକଙ୍କ ଶବକୁ ଗାତ ଭିତରୁ ଉଦ୍ଧାର କରାଯାଇଛି। ମୃତକଜଣକ ହେଲେ, କୁମ୍ପାପଡ଼ା ପଞ୍ଚାୟତ ସୁଗୁମୁ ଗ୍ରାମର ଯୋଗେନ୍ଦ୍ର ନାଇକଙ୍କ ପୁଅ ମାଧବ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଏଲଏଣ୍ଡଟିକୁ  ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟାଦେଶ

ଭୁବନେଶ୍ୱର: ଏଲ୍ଏଣ୍ଡଟି ଜିଓଷ୍ଟ୍ରକ୍ଚର୍ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ କଣ୍ଟ୍ରାକ୍ଟ ହାସଲ କରିଛି ।  ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା କାନୁପୁର ଜଳସେଚନ ପ୍ରକଳ୍ପରେ ଏକ କିମି ଲମ୍ବା ୧୦୦୦ ଏମ୍ଏମ୍ ମୋଟା ପ୍ଲାଷ୍ଟିକ୍ କଂକ୍ରିଟ୍…
ଅଧିକ ଖବର ଦେଖନ୍ତୁ...

କଟକଣାରେ ଦାଣ୍ଡିଆ ନାଇଟ୍ ଆୟୋଜିତ

ଜୟପୁର: ମା ଦୁର୍ଗାଙ୍କ ପୂଜା ଏବଂ ନବରାତ୍ର ସମୟରେ ପ୍ରତିବର୍ଷ ପରି ଏହି ବର୍ଷ ବି ସ୍ଥାନୀୟ ଗୁଜରାଟି କଲୋନୀ ଓ ପ୍ରେରଣା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପୃଥକ ପୃଥକ ଭାବେ ଦାଣ୍ଡିଆ ନାଇଟ୍ ଆୟୋଜିତ ହୋଇଥିଲା। ଗୁଜରାଟ କଲୋନୀ ପରିସରରେ ବସବାସ କରୁଥିବା ଗୁଜରାଟି ସଂପ୍ରଦାୟର ଲୋକେ ଏହି…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ିଧକ୍କାରେ ଯୁବକଙ୍କ ମୃତ୍ୟୁ

ନୂଆଗାଁ: ବିଶ୍ରା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ଦେବୀମନ୍ଦିର ନିକଟରେ ସୋମବାର ଏକ ଅଜଣା ଗାଡ଼ିଧକ୍କାରେ ଜଗଦା ବୋରଟୋଲି ଅଂଚଳର ନବୀନ ପଙ୍କଜ ଏକ୍କା(୩୭)ଙ୍କ ମୃତ୍ୟୁ ହୋଇଯାଇଛି। ଏ ନେଇ ବିଶ୍ରା ଥାନାରେ ଏକ ମାମଲା ରୁଜୁହୋଇଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ନବୀନ କୌଣସି କାମରେ…
ଅଧିକ ଖବର ଦେଖନ୍ତୁ...

ସରିଲା ମା’ଙ୍କ ମହାସପ୍ତମୀ ପୂଜା, ନିରାଶ ହେଲେ ଶ୍ରଦ୍ଧାଳୁ

ରାଉରକେଲା: କରୋନା କଟକଣା ଛଡାଇ ନେଲେ ଖୁସିର ମାହୋଲ। ଫିକା ପଡିଲା ମା’ଙ୍କ ପୂଜା। ଗତକାଲି ଥିଲା ମା’ଙ୍କ ଷଷ୍ଠୀ ପୂଜା। ଆଜି ଶେଷ ହୋଇଛି ମା’ ସପ୍ତମୀ ପୂଜା। ଆସନ୍ତାକାଲି (ବୁଧବାର) ମହା ଅଷ୍ଟମ ପୂଜା। ରୀତି ନୀତି ଅନୁଯାୟୀ ପ୍ରତ୍ୟକ ପୂଜା ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ହେଉଛି ହୋମ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ଉ: ୭ ଗିରଫ

ରାଉରକେଲା: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ବେଆଇନ ମଦ ବେପାର ଉପରେ ଅଙ୍କୁଶ ଲଗାଇବାରେ ଲାଗିଛି। ଗତ କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଉଛି। ଆଜି ମଧ୍ୟ ଏହି କ୍ରମ ଦେଖିବାକୁ ମିଳିଥିଲା। ବ୍ରାହ୍ମଣୀତରଙ୍ଗ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୧୮…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ସମୟ ବିତିବ। କିଛି ନୂଆ ଓ ସକାରାତ୍ମକ କରିବାକୁ ଭାବିବେ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ବଡ଼ଭାଇଙ୍କ ସହଯୋଗ ପାଇବେ। ବୃଷ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଙ୍କୁ ପରୀକ୍ଷାରେ ଭଲ…
ଅଧିକ ଖବର ଦେଖନ୍ତୁ...

ଜମିଜମା ବିବାଦକୁ ନେଇ ଆକ୍ରମଣ; ବଡ଼ଭାଇର କୋଦାଳ ଚୋଟରେ ସାନଭାଇର ପ୍ରାଣଗଲା

ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜୁନିଆନି ଗ୍ରାମରେ  ଜମିଜମା ବିବାଦକୁ ନେଇ ଆଜି ମଧ୍ୟାହ୍ନ ୧ଟା ସମୟରେ ବଡ଼ଭାଇର କୋଦାଳ ଚୋଟରେ ସାନଭାଇର ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଉକ୍ତ ଗାଁର ସୁଦନ ମୁଣ୍ଡାଙ୍କ ପୁଅ ପ୍ରଧାନ ମୁଣ୍ଡା(୪୭)। ସୂଚନା ଅନୁସାରେ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...