Daily Archives

October 12, 2021

ଆଫଗାନିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳୀ ହେବାକୁ ରୋକାଯାଉ : ମୋଦୀ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ମୌଳବାଦ ଓ ଆତଙ୍କବାଦର କେନ୍ଦ୍ରସ୍ଥଳୀ ହେବାକୁ ରୋକିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ସଂପ୍ରଦାୟକୁ ଆହ୍ବାନ ଜଣାଇଛନ୍ତି । ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘିଙ୍କ ଦ୍ବାରା ଆୟୋଜିତ ଭର୍ଚୁଆଲ ଜି-୨୦ ବୈଠକରେ ଯୋଗ ଦେଇ ସେ…
ଅଧିକ ଖବର ଦେଖନ୍ତୁ...

ପୁଣି ମସ୍କାପଦର ଗାଁରେ ଜଙ୍ଗଲୀ ହାତୀ ଉପଦ୍ରବ, ଭାଙ୍ଗିଲେ ଘର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ରେଞ୍ଜ ଅଞ୍ଚଳରେ ଆଜକୁ ୮ ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ନିୟମିତ ଭାବେ ବଢ଼ି ଚାଲିଛି। ହାତୀମାନେ ବିଭିନ୍ନ ଗ୍ରାମର ଲୋକଙ୍କ ଘର, ନଳକୂପ, ଧାନ, ମକା, ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ଆଜି…
ଅଧିକ ଖବର ଦେଖନ୍ତୁ...

କୋଇଲା ସଙ୍କଟ ସତ୍ତ୍ୱେ ଉଚ୍ଚ ଦରରେ ବିଦ୍ୟୁତ ବିକ୍ରି ନ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲା ଶକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ୍ ସଙ୍କଟ ଦାବି ମଧ୍ୟରେ ଶକ୍ତି ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଯେ ଯଦି ମୂଲ୍ୟ ବୃଦ୍ଧି ହେବାର ଉଦ୍ଦେଶ୍ୟ ନେଇ ସେମାନେ ବିଦ୍ୟୁତ୍ ବିନିମୟରେ ବିଦ୍ୟୁତ ବିକ୍ରୟ କରନ୍ତି ତେବେ କେନ୍ଦ୍ରୀୟ ଉତ୍ପାଦକଙ୍କଠାରୁ ମିଳିବାକୁ ଥିବା ବିଦ୍ୟୁତ୍ ଦିଆଯିବ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ରାତ୍ରିକାଳୀନ କର୍ଫ୍ୟୁ: ଚେକିଂ ଜାରି, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦଶହରା ଅବସରରେ କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରିତ କରିବା ଲକ୍ଷ୍ୟରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଯାଇଛି। କମିସନରେଟ ପୁଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଗତ ୧୧ ତାରିଖ ଠାରୁ ଏହା ଆରମ୍ଭ ହୋଇଯାଇଛି। ରାତି ୮ଟାରୁ ସକାଳ ୫ଟା…
ଅଧିକ ଖବର ଦେଖନ୍ତୁ...

ଭକ୍ତ ୫ କୋଟି ୧୦ ଲକ୍ଷ ଟଙ୍କା ନୋଟରେ ସଜାଇଲେ ମନ୍ଦିର

ନିଲ୍ଲୋର: ପ୍ରାଣପ୍ରିୟ ଠାକୁରଙ୍କୁ କିଏ କେତେ ପ୍ରକାରରେ ସଜାଇବାକୁ ଚେଷ୍ଟା କରେ । ଏମିତି କିଛି ନୂଆ ଢଙ୍ଗରେ ଦେବୀଙ୍କ ମନ୍ଦିରକୁ ସଜାଇ ଭାବର ନୈବେଦ୍ୟ ବାଢିଛନ୍ତି ଭକ୍ତ । ଆନ୍ଧ୍ରପ୍ରଦେଶ ନିଲ୍ଲୋର ଜିଲ୍ଲାରେ ଥିବା କନ୍ୟାକା ପରମେଶ୍ୱରୀ ମନ୍ଦିରରେ ଭକ୍ତମାନେ ଦେବୀଙ୍କ ମନ୍ଦିରକୁ କେବଳ…
ଅଧିକ ଖବର ଦେଖନ୍ତୁ...

ପ୍ରାଣୀ ଚିକିତ୍ସା ବିଭାଗରେ ଅଟକିଛି ଗ୍ରୁପ୍ ଡି କର୍ମଚାରୀ ନିଯୁକ୍ତି, ୨ ବର୍ଷ ହେଲା ନିର୍ଦେଶକଙ୍କ ଚିଠିକୁ ଚାପିଛନ୍ତି…

ରାୟଗଡ଼ା: ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗରେ ଅଟକିଛି ଗ୍ରୁପ୍ ଡି ନିଯୁକ୍ତି ପ୍ରକ୍ରିୟା। ବିଭାଗୀୟ ନିର୍ଦେଶ ସତ୍ତ୍ବେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଓ ନିଯୁକ୍ତି କମିଟି କୌଣସି ସିଦ୍ଧାନ୍ତ ନେଇ ପାରୁନଥିବାରୁ ୧୧ ବ୍ଲକରେ ପିଅନ୍ ଓ ଚୌକିଦାର ନିଯୁକ୍ତି ହୋଇପାରୁନି। ଫଳରେ ବିଭାଗରେ…
ଅଧିକ ଖବର ଦେଖନ୍ତୁ...

ମୋହନ ମାଝିଙ୍କ ଗାଡିକୁ କିଏ କଲା ବୋମା ମାଡ଼? ସିସିଟିଭିରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚାଲିଛି ପ୍ରୟାସ

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ଦୁଇ ଜଣଙ୍କ ଫଟୋ ଜାରି ହୋଇଛି। ଏହି ଦୁଇ ଜଣ ଅଭିଯୁକ୍ତ ବୋମା ମାଡ କରିଥିବା ଅନୁମାନ କରି ପୁଲିସ ତଦନ୍ତ ଆଗକୁ ବଢାଇଛି। ଏମାନଙ୍କୁ ଚିହ୍ନଟ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ନିଆଯିବ ବୋଲି ପୁଲିସ ସୂଚନା…
ଅଧିକ ଖବର ଦେଖନ୍ତୁ...

୧୦୭ ସିସି କ୍ୟାମେରା ନଜରରେ କଟକ ସହର, ଡିସିପି ଅଫିସ୍‌ରୁ ୨୪ ଘଣ୍ଟିଆ ନଜ଼ର ରଖିବାକୁ ବ୍ୟବସ୍ଥା

ମହାନଦୀବିହାର: କଟକ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିଛି ୧୦୭ଟି ସିସି କ୍ୟାମେରା। ସହରରେ ଅପରାଧ ନିୟନ୍ତ୍ରଣ, ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖିବା, ଦୁର୍ଘଟଣାର ଦୋଷୀଙ୍କୁ ଚିହ୍ନଟ କରିବା ଭଳି ବିଭିନ୍ନ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ବେଆଇନ ଗାଡି…
ଅଧିକ ଖବର ଦେଖନ୍ତୁ...

ଡ଼ାକ ବିଭାଗ ପକ୍ଷରୁ ‘ଜାତୀୟ ଡ଼ାକ ସପ୍ତାହ’ ପାଳନ

ଭୁବନେଶ୍ବର: ଡ଼ାକ ବିଭାଗ ପକ୍ଷରୁ ‘ଜାତୀୟ ଡ଼ାକ ସପ୍ତାହ’ ପାଳନ ଗତ ୯ ତାରିଖରୁ ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ପରିପ୍ରେକ୍ଷୀରେ ଆଜି ପିଏଲଆଇ/ଆରପିଏଲଆଇ ହିସାବରେ ପାଳନ କରାଯାଇ ବିଭିନ୍ନ ମେଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ବର…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ : ବିନା ପାରିଶ୍ରମିକରେ ଭାରତୀୟ ଦଳକୁ ପରାମର୍ଶ ଦେବେ ଧୋନି

ମୁମ୍ବାଇ : ଆସନ୍ତା ଟି-୨୦ ବିଶ୍ବକପ୍ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତୀୟ ଦଳର ମେଣ୍ଟର ନିଯୁକ୍ତ କରାଯାଇଛି । ତେବେ ଏଥିପାଇଁ ଧୋନି କୌଣସି ପାରିଶ୍ରମିକ ନେବେ ନାହିଁ । ଏ ସମ୍ପର୍କରେ ଟୁଇଟ୍ ବିସିସିଆଇ ସଚିବ ଜୟ ଶାହ  ସୂଚନା ଦେଇଛନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଏ…
ଅଧିକ ଖବର ଦେଖନ୍ତୁ...