Daily Archives

October 12, 2021

ମେଡିକାଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ବହୁଜନ ସମାଜ ପାର୍ଟି ତରଫରୁ ମହମବତୀ ଶୋଭାଯାତ୍ରା

ବଲାଙ୍ଗୀର: ଚଳିତ ମାସ ୬ ତାରିଖ ରାତିରେ ବଲାଙ୍ଗୀର ସହରରେ ଥିବା ଭୀମ ଭୋଇ ମେଡ଼ିକାଲ କଲେଜର ଜଣେ ଛାତ୍ରୀଙ୍କ ସଂନ୍ଦେହଜନକ ମୃତ୍ୟୁକୁ ଆଜି ୬ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ବଲାଙ୍ଗୀରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ଆଜି ବହୁଜନ ସମାଜ ବାଦୀ ପାର୍ଟି…
ଅଧିକ ଖବର ଦେଖନ୍ତୁ...

ଏହି ଫୋନ ଗୁଳି ଖାଇ ବି ବଞ୍ଚାଇଦେଲା ଜୀବନ, ୟୁଜର୍ସଙ୍କ ଛାତିକୁ ଭେଦିପାରିଲାନି ବୁଲେଟ

ନୂଆଦିଲ୍ଲୀ: ମୋବାଇଲ ଫୋନ ବଞ୍ଚାଇଦେଲା ଜୀବନ | କିଛି ଡକାୟତ ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ଼ କରିଥିବାବେଳେ ଛାତି ପାଖ ପକେଟରେ ଥିବା ମୋବାଇଲରେ ଗୁଳି ବାଜିଥିଲା | ଏଥିରେ ଫୋନର ସ୍କ୍ରିନ ଫାଟିଯାଇଥିବାବେଳେ ବ୍ୟବହାରକାରୀଙ୍କ ଛାତିରେ କିନ୍ତୁ ଗୁଳି ଭେଦି ପାରିନାହିଁ | ବ୍ରାଜିଲର…
ଅଧିକ ଖବର ଦେଖନ୍ତୁ...

ବେଳାଭୂମିରେ ମଦ ଦୋକାନ ନିଷ୍ପତ୍ତିକୁ ବିରୋଧ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲେଶ୍ୱର, ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମିର ୨୦ଟି ସ୍ଥାନରେ ମଦ କୁଟିର/ଦୋକାନ ଖୋଲିବା ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ…
ଅଧିକ ଖବର ଦେଖନ୍ତୁ...

୧୧୨ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ, ଜଣେ ଅଭିଯୁକ୍ତ ଗିରଫ

ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ରାଇବିଧାର ବଜାରରେ ଅବକାରୀ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ୧୧୨ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରିଛନ୍ତି। ଏହି ବେଆଇନ କାରବାର ସହିତ ସଂଶ୍ଲିଷ୍ଟ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତର ନାମ ଅଭିରାମ ଦାସ (୩୬)। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ଦୁର୍ଗାପୂଜାରେ କଟକରୁ ମା’ଦୁର୍ଗାଙ୍କର ପ୍ରତିଦିନ ବେଶର ଡିଜିଟାଲ ଦର୍ଶନ ଏବେ ଜିଓନ୍ୟୁଜରେ

ଭୁବନେଶ୍ୱର: ସାଂପ୍ରତିକ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଅଗଣିତ ଭକ୍ତମାନଙ୍କ ପାଇଁ ମା ଦୁର୍ଗାଙ୍କର ପ୍ରତିଦିନ ବେଶର ଦର୍ଶନ ସୁଗମ କରିବା ନିମନ୍ତେ ଚଳିତବର୍ଷ ଦୁର୍ଗାପୂଜାରେ ଜିଓନ୍ୟୁଜ ଐତିହାସିକ କଟକ ସହରର ଗଡ ଚଣ୍ଡି ମନ୍ଦିର ଏବଂ ମା ବାସନ୍ତୀ ଦୁର୍ଗା ମନ୍ଦିରର ଦେବୀ ଦୁର୍ଗାଙ୍କର…
ଅଧିକ ଖବର ଦେଖନ୍ତୁ...

ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା 

ଜଟଣୀ: ଆଜି ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତିନି ଜଣ ଅନ୍ତର୍ଜାତୀୟ ମହିଳା କ୍ରିକେଟ ଖେଳାଳୀ ଓ ରାଜ୍ୟ ବରିଷ୍ଠ ଖେଳାଳୀଙ୍କୁ ସମ୍ମାନୀତ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଗାଁରୁ ଆରମ୍ଭ କରି ସହର ସବୁଆଡ଼େ ପାର୍ବଣର ମାହୋଲ; ସରଗରମ ପୂଜା ବଜାର

ଭଞ୍ଜନଗର: ଆସିଛି ପାର୍ବଣ। ମା’ଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପରିବେଶ। ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଆନନ୍ଦର ପରିବେଶ। ଦେବୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇ ଉଠିଛନ୍ତି ସମସ୍ତେ। ନିଜ ନିଜ ଢଙ୍ଗରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏହି ପାର୍ବଣ ପାଇଁ ଭଞ୍ଜନଗର ସହର…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଭାରତକୁ ଲମ୍ବିଛି ମାଓ ନେଟଓ୍ବର୍କ, ୨୦ଟି ସ୍ଥାନରେ ଏନଆଇଏର ଚଢଉ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଆଜି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, କର୍ଣ୍ଣାଟକ ଓ ତାମିଲନାଡୁର ୨୦ଟି ସ୍ଥାନରେ ଚଢଉ କରାଯାଇଛି । ଏସବୁ ରାଜ୍ୟରେ ମାଓବାଦୀଙ୍କ ନେଟଓ୍ବର୍କ ଥିବା ଜଣାପଡ଼ିବା ପରେ ଏନଆଇଏ ପକ୍ଷରୁ ଏହି ଚଢଉ କରାଯାଇଛି । ନିଷିଦ୍ଧ ଘୋଷିତ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଜାମିନ ପାଇଁ ହାଇକୋର୍ଟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅକ୍ଟୋବର ୮ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଏହି ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ…
ଅଧିକ ଖବର ଦେଖନ୍ତୁ...

ହଟିଲା ଏହି କଟକଣା: ଏଣିକି ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡ଼ିପାରିବ ବିମାନ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ତେଣୁ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କରୋନା କଟକଣା ହଟାଇବାରେ ଲାଗିଛନ୍ତି । ଏହି କ୍ରମରେ ଯାତ୍ରୀବାହି ବିମାନ ଏଣିକି ପୂର୍ଣ୍ଣ ଯାତ୍ରୀ କ୍ଷମତା ସହ ଉଡ଼ିପାରିବ ଓ ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅକ୍ଟୋବର ୧୮…
ଅଧିକ ଖବର ଦେଖନ୍ତୁ...