Daily Archives

October 12, 2021

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୪୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୫୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୫୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୭୬୪ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୨୩୪ ନୂଆ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୧୫୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୨ ଜଣ  ଅଛନ୍ତି। ଏମାନେ ପୂର୍ବରୁ କରୋନା ଚିହ୍ନଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ସ୍ଥାନୀୟ ଅଂଚଳରୁ ଆଜି ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ…
ଅଧିକ ଖବର ଦେଖନ୍ତୁ...

ପାହାଡ଼ରୁ ଓହ୍ଲାଉ ଥିବା ବେଳେ ୬ବର୍ଷ ବାଳକକୁ ଉଠାଇ ନେଲା ଚିତାବାଘ

ନବରଙ୍ଗପୁର: ବାଘ ଆକ୍ରମଣରେ ରାଇଘର ତୁରୁଡିହି ଗ୍ରାମର ଜଣେ ବାଳକର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ବାଳକ ନରେନ୍ଦ୍ର ମର୍କାମଙ୍କ ପୁଅ ଅବିନାଶ ମର୍କାମ ବୟସ ସାଢ଼େ ୬ ବର୍ଷ ହେବ ବୋଲି ଜଣାପଡ଼ିଛି। ସହର ଅଞ୍ଚଳରେ ଘୁରି ବୁଲୁଥିବା ଚିତାବାଘ ହିଂସ୍ର ପାଲଟି ଯାଇଛନ୍ତି। କ୍ରମାଗତ ଭାବରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସ୍ତରୀୟ ଅସ୍ତ୍ର ପୂଜନ ଦିବସରେ ଯୋଗଦେଲେ ୫ ଶହରୁ ଊର୍ଦ୍ଧ୍ଵ ଦୁର୍ଗା ବାହିନୀ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ ଦୁର୍ଗା ବାହିନୀର ଜିଲ୍ଲା ସ୍ତରୀୟ ଅସ୍ତ ପୂଜନ ଦିବସ ପାଳନ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ରାମ ମନ୍ଦିର ନିକଟରୁ ଦୁର୍ଗା ବାହିନୀର ଏକ ରାଲି ବାହାରିଥିଲା। ଏହି ରାଲି ପ୍ରଥମେ ନୂଆଁ ବସଷ୍ଟାଣ୍ଡ…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ବିଜେପି ନେତା ମନୋଜ ତିୱାରୀ ଆହତ

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନ ବେଳେ ଆହତ ହୋଇଛନ୍ତି ବିଜେପି ନେତା ମନୋଜ ତିୱାରୀ | ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଛଟ ପୂଜା ପାଇଁ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ବିରୋଧ କରୁଥିବାବେଳେ ବିଜେପି ସାଂସଦ ମନୋଜ ତିୱାରୀ ଆହତ ହୋଇଛନ୍ତି। ମନୋଜଙ୍କ ସହ ଅନେକ ବିକ୍ଷୋଭକାରୀ ଆହତ…
ଅଧିକ ଖବର ଦେଖନ୍ତୁ...

ଝିଅକୁ ଦୁଷ୍କର୍ମ; ପୁଅର ଏତଲା ପରେ ଗିରଫ ହେଲା ପିଶାଚ ବାପ

ମାଲକାନଗିରି: ଲଜ୍ଜାର ସୀମା ଟପିଛି। ମନୁଷ୍ୟ ନିଜର ମୂଲ୍ୟବୋଧକୁ ହୃଦୟଙ୍ଗମ କରିପାରୁ ନାହିଁ। ଏପରିକି ଜନ୍ମଦାତା ପିତା ମଧ୍ୟ ସଂପର୍କ ଭୁଲିଯାଇ ଝିଅକୁ ଦୁଷ୍କର୍ମ କରିବାକୁ ପଛାଉ ନାହିଁ। ମାଲକାନଗିରି ଥାନା ଅଂଚଳରେ ଏଭଳି ଏକ ଅଭାବନୀୟ ଅବିଶ୍ୱାସନୀୟ ଘଟଣା ଘଟିଛି। ଇଜ୍ଜତକୁ ପଛରେ ପକାଇ ବାପ…
ଅଧିକ ଖବର ଦେଖନ୍ତୁ...

୪୦ବର୍ଷର ଶିକ୍ଷୟିତ୍ରୀ ଅନଲାଇନ ସାଙ୍ଗ ଦ୍ବାରା ଦୁଷ୍କର୍ମ ଶିକାର

ଅହମ୍ମଦାବାଦ: ଦେଶର ମହିଳାମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ଭାବରେ ପରିଚିତ ଅହମ୍ମଦାବାଦରୁ ଗତ ସୋମବାର ଦୁଇଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ମାମଲାରେ ଘାଟଲୋଡିଆର ଜଣେ ୪୦ ବର୍ଷ ବୟସ୍କା ମହିଳା ତାଙ୍କ ଅନଲାଇନ୍ ବନ୍ଧୁଙ୍କ ଦ୍ୱାରା ଅପହରଣ ଓ ଦୁଷ୍କର୍ମର ଶିକାର…
ଅଧିକ ଖବର ଦେଖନ୍ତୁ...

ବାୟୁ ପ୍ରଦୂଷଣରୁ ବଞ୍ଚାଇବ ଏହି ଶକ୍ତିଶାଳୀ ବ୍ୟାଟେରି, ଭାରତୀୟ ଗବେଷକଙ୍କ ଅନନ୍ୟ ସଫଳତା

ନୂଆଦିଲ୍ଲୀ: ଆଗକୁ ଆସୁଛି ନୂତନ ଇନ୍ଧନର ଯୁଗ। କାରଣ ବର୍ତ୍ତମାନ ବହୁଳ ଭାବେ ପ୍ରଚଳିତ ପେଟ୍ରୋଲ ଓ ଡିଜେଲ୍ ଦ୍ବାରା ବ୍ୟାପକ ବାୟୁ ପ୍ରଦୂଷଣ ହେଉଛି। ଯାହାଫଳରେ ପ୍ରତିବର୍ଷ ବିଶ୍ବରେ ଲକ୍ଷଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ତେଣୁ ଅଧିକାଂଶ ଆଧୁନିକ ରାଷ୍ଟ୍ରରେ ବ୍ୟାଟେରିଚାଳିତ ଗାଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ଗୁଳି କରି ଫେରାର ହେଉଥିଲେ ଗଞ୍ଜେଇ ମାଫିଆ, ଗିରଫ କଲା ପୁଲିସ

ଦେବଗଡ଼: ଦେବଗଡ଼ ପୁଲିସର ସ୍ପେସାଲ ସ୍କ୍ବାଡ୍‌ ସୋମବାର ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ଚଢଉ କରି ଜଣଙ୍କୁ ଗିରଫ କରିଥିଲା। ଆଜି ପୁଣି ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି। ତେବେ ଅଭିଯୁକ୍ତମାନେ ପୁଲିସ ଉପରକୁ ଗୁଳି ଚଲାଇ ଖସିଯିବାକୁ ଉଦ୍ୟମ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଜିର ଦିନରେ ଓଡ଼ିଶା ଆସିଥିଲା ଫାଇଲିନ, ହୁଡହୁଡ୍ ବାତ୍ୟା

ଭୁବନେଶ୍ବର : ଅକ୍ଟୋବର ମାସକୁ ଓଡ଼ିଶାରେ ବାତ୍ୟା ମାସ ବୋଲି କୁହାଯାଇଥାଏ । କାରଣ ଏହି ମାସରେ ହିଁ ଓଡ଼ିଶା ସବୁଠାରୁ ଅଧିକ ବାତ୍ୟାର ସମ୍ମୁଖୀନ ହୋଇଛି । ୧୯୯୯ର ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ, ହୁଡହୁଡ ଓ ତିତିଲି ବାତ୍ୟା ଅକ୍ଟୋବର ମାସରେ ହିଁ ଆସିଥିଲା । ଆଜିର ଦିନ ଅର୍ଥାତ…
ଅଧିକ ଖବର ଦେଖନ୍ତୁ...