ବଣ୍ଡାବ ମାଓ ଆକ୍ରମଣରେ ସହିଦ ପୁଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି
ବାରିପଦା: ୨୦୦୯ ମସିହାରେ ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗ୍ରାମରେ କାର୍ଯ୍ୟରତ ସମୟରେ ମାଓ ଆକ୍ରମଣରେ ସହିଦ ୩ ଜଣ ପୁଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ସହିଦ ପୁଲିସ କର୍ମଚାରୀ ଚାନ୍ଦୁଆ ଥାନାର ଏଏସଆଇ ନାରାୟଣ ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...