Daily Archives

October 13, 2021

ଅଟୋ ସମେତ ୮୨ ଲିଟର ମଦ ଜବତ, ଦୁଇ ଚୋରାମଦ ବେପାରୀ ଗିରଫ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଆଜି ଅପରାହ୍ନର ସ୍ଥାନୀୟ ଟଙ୍କପାଣି ବ୍ରିଜ ନିକଟରୁ ଏକ ଯାତ୍ରୀବାହୀ ଅଟୋ ଜବତ କରିବା ସହ ସେଥିରୁ ୮୨ ଲିଟର ବିଦେଶୀ  ମଦ ଜବତ କରିଛି। ଏଥିସହିତ ଚୋରାମଦ ବିକ୍ରି ଅଭିଯୋଗରେ ଦୁଇଜଣ ଚୋରାମଦ ବେପାରୀଙ୍କୁ ଗିରଫ କରିଛି। ଚୋରାମଦ ବେପାରୀ ଦ୍ବୟ ହେଲେ…
ଅଧିକ ଖବର ଦେଖନ୍ତୁ...

ଡ୍ରଗସ୍‌ ବିତରଣରେ ସଂପୃକ୍ତ ଥିଲେ ଆରୟନ; ବିଦେଶୀ ଡ୍ରଗ୍‌ ବେପାରୀଙ୍କୁ ଖୋଜିବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ପତ୍ର…

ନୂଆଦିଲ୍ଲୀ: ଡ୍ରଗସ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନ୍‌ଙ୍କ ପୁତ୍ର ଆରୟନ୍‌ଙ୍କ ପାଇଁ ଅଡୁଆ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆରୟନ୍‌ଙ୍କର ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି (ଗୁରୁବାର)କୁ ଘୁଞ୍ଚାଇ ଦେଇଥିବା ବେଳେ ଆଜି (ବୁଧବାର) ସନ୍ଧ୍ୟାରେ ଏହି…
ଅଧିକ ଖବର ଦେଖନ୍ତୁ...

ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ସମ୍ପନ୍ନ 

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ବୁଧବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ସହିତ ସମ୍ପନ୍ନ ହୋଇଛି। ୧୪୪ ଧାରା ଲାଗୁ ଯୋଗୁ ବ୍ୟାରିକେଡ୍‌ ବାହାରେ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ…
ଅଧିକ ଖବର ଦେଖନ୍ତୁ...

‘ସମ୍ପର୍କ ରଖିବା ସମୟରେ ଗର୍ଭନି‌ରୋଧକ କାଢ଼ିଦେଲେ ଏହାକୁ ଅପରାଧ ବିବେଚନା କରାଯିବ’

କାଲିଫର୍ଣ୍ଣିଆ: ଯଦି ଜଣେ ପୁରୁଷ ମହିଳାଙ୍କୁ ନ ପଚାରି ସମ୍ପର୍କ ରଖିବା ସମୟରେ ନିଜର ଗର୍ଭନି‌ରୋଧକ କଣ୍ଡୋମ କାଢିଦିଅନ୍ତି, ତେବେ ଏହା ଏକ ଅପରାଧ ହେବ | ଏପରି ପରିସ୍ଥିତିରେ ବ୍ୟକ୍ତିଙ୍କୁ କୋର୍ଟର ସମ୍ମୁଖୀନ ହେବାକୁ ପଡିପାରେ। ଆମେରିକାର କାଲିଫର୍ଣ୍ଣିଆରେ ସମ୍ପର୍କ ରଖିବା ସମୟରେ କଣ୍ଡୋମ…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜି ଝିଅ ମୁଣ୍ଡରେ ମିସ୍ ଓଡ଼ିଆ ମୁକୁଟ

କଣ୍ଟାବାଞ୍ଜି: କେନ୍ଦୁଝରରେ ଆୟୋଜିତ ହୋଇଥିବା ମିସ୍ ଓଡ଼ିଆ ପ୍ରତିଯୋଗିତାରେ କଣ୍ଟାବାଞ୍ଜିର ଝିଅ ଜ୍ୟୋତିର୍ମୟୀ କର ମିସ୍ ଓଡ଼ିଆ-୨୦୨୧ର ତାଜ୍ ଜିତିଛନ୍ତି। ଜ୍ୟୋତିର୍ମୟୀ ଦେଇଥିବା ସୂଚନା ଅନୁସାରେ, କେନ୍ଦୁଝରରେ ଆୟୋଜିତ ମିସ୍ ଓଡ଼ିଆ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ। ଅନେକ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ବୃଷ: ଦୁର୍ଗାମାତାଙ୍କ ଦର୍ଶନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ‌ପାରିବାରିକ ଜୀବନ ଶାନ୍ତିମୟ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ଆହ୍ବାନର ସମ୍ମୁଖୀନ ହେବେ।…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ଖେରି ହିଂସା ମାମଲା: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ନାମଞ୍ଜୁର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଆଜି ସନ୍ଧ୍ୟାରେ ଖାରଜ ହୋଇଯାଇଛି। ଆଶିଷ ମିଶ୍ରଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନର ଦୀର୍ଘ ଶୁଣାଣି କରିବା ପରେ…
ଅଧିକ ଖବର ଦେଖନ୍ତୁ...

୫ଟି ସଚିବଙ୍କ ପୁରୀଗସ୍ତ, ଷ୍ଟାଡିୟମ ପ୍ରକଳ୍ପର ସମୀକ୍ଷା କଲେ  

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ ଆଜି ପୁରୀ ଗସ୍ତ କରି ନିର୍ମାଣାଧୀନ ଷ୍ଟାଡିୟମ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି । ସେ କାର୍ଯ୍ୟର ସମୀକ୍ଷା କରିବା ସହ ଯଥାଶୀଘ୍ର…
ଅଧିକ ଖବର ଦେଖନ୍ତୁ...

୧୨ ପ୍ରକାରର ପନିପରିବାରେ ମା’ ଦୁର୍ଗାଙ୍କ ପ୍ରତିମା ଗଢ଼ିଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ଧରାବତରଣ କରିଛନ୍ତି ଜଗତ ଜନନୀ ମା’ ଦୁର୍ଗା । ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ଆଜି ମା’ଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ବିଭିନ୍ନ ସ୍ଥାନରେ ବିନାଭକ୍ତ‌ରେ ଚାଲିଛି ମା’ଙ୍କ ପୂଜା । ଏହି ଅବସରରେ ଭିନ୍ନଭିନ୍ନ ପନିପରିବା ବ୍ୟବହାର କରି ପୁରୀ…
ଅଧିକ ଖବର ଦେଖନ୍ତୁ...

ଓଏଏସ ଅଧିକାରୀଙ୍କୁ ଫୋନ ଜରିଆରେ ଗାଳି ଅଭିଯୋଗ : ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

ବାରିପଦା : ମାଡ଼ତତ୍ତ୍ୱ ପରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଫୋନ ଜରିଆରେ ଗାଳି ଅଭିଯୋଗ ପରେ ଚର୍ଚ୍ଚାରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ବାରିପଦାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଚଳିତ ମାସ ୯ ଠାରୁ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ବର ଟୁଡୁ ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଥିବା…
ଅଧିକ ଖବର ଦେଖନ୍ତୁ...