Daily Archives

October 13, 2021

ବିମାନରେ ବସିଥିବା ସମୟରେ ହଠାତ ବାପାଙ୍କୁ ପାଇଲଟ ପୋଷାକରେ ଦେଖି ଏଭଳି ପ୍ରତିକ୍ରିୟା ଦେଲା ଝିଅ

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ଯିବାକୁ ଥିବା ଗୋଏୟାର ବିମାନରେ ବସିଥିବା ଜଣେ ଛୋଟ ଝିଅକୁ ଏଭଳି ସରପ୍ରାଇଜ ମିଳିଥିଲା କି ସେ ଖୁସିରେ ଝୁମି ଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଥିବା ଛୋଟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମକେ ନେତ୍ରୀ କାନିମୋଝୀ, ନିଟ୍ ପରୀକ୍ଷା ପ୍ରସଙ୍ଗରେ ସମର୍ଥନ ଲୋଡ଼ିଲେ

ଭୁବନେଶ୍ବର : ଡିଏମକେ ସଂସଦୀୟ ଦଳର ଉପନେତା କାନିମୋଝୀ ଆଜି ନବୀନ ନିବାସ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଭାଇ ଏମକେ ଷ୍ଟାଲିନଙ୍କ ଲିଖିତ ଚିଠି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଆର୍‌ୟନଙ୍କୁ ଆଜି ମିଳିଲାନି ଜାମିନ, ଶୁଣାଣିକୁ ଆସନ୍ତାକାଲି ଯାଏଁ ଘୁଞ୍ଚାଇଲେ କୋର୍ଟ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍‌ୟନ୍‌ଙ୍କୁ ଆଜି ଜାମିନ ମିଳିନାହିଁ | ଆର୍‌ୟନ୍‌ଙ୍କ ଜାମିନ ଶୁଣାଣିକୁ ଆସନ୍ତାକାଲି ଯାଏଁ କୋର୍ଟ ଘୁଞ୍ଚାଇଦେଇଛନ୍ତି | ତେବେ ଆଜି ଆର୍‌ୟନ୍‌ ଖାନଙ୍କ ଓକିଲ କୋର୍ଟଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ…
ଅଧିକ ଖବର ଦେଖନ୍ତୁ...

୨ରୁ ୧୮ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ଆସନ୍ତା ନଭେମ୍ବର ମାସରୁ କୋଭିଡ୍‌ ଟିକା ପ୍ରଦାନ କରାଯିବ। ୨ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କ ପାଇଁ କୋଭିଡ୍‌ ଟିକା କୋଭାକ୍ସିନ୍‌କୁ ସରକାର ଗତକାଲି (ବୁଧବାର) ଆନୁଷ୍ଠାନିକ ଭାବେ ଅନୁମୋଦନ ପ୍ରଦାନ କରିଥିଲେ। ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ, ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନ ନେଲେ ସାର୍ଦ୍ଦୁଲ ଠାକୁର

ମୁମ୍ବାଇ : ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନ ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ କମିଟି ସହିତ…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନର ନିଷ୍ପତ୍ତି ପରେ ନରମିଲା ଭାରତ, ହଟାଇଲା ୧୦ ଦିନ ସଙ୍ଗରୋଧ ନିୟମ

ନୂଆଦିଲ୍ଲୀ: ବ୍ରିଟେନର ନିଷ୍ପତ୍ତି ପରେ ନରମିଲା ଭାରତ | ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ବ୍ରିଟେନରେ ୧୦ ଦିନିଆ ସଙ୍ଗରୋଧ ନିୟମକୁ ରଦ୍ଦ କରିବା ପରେ ବର୍ତ୍ତମାନ ଭାରତ ମଧ୍ୟ ନିଷ୍ପତ୍ତି ପରିବର୍ତ୍ତନ କରିଛି | ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଅକ୍ଟୋବର ୧ରେ ଜାରି…
ଅଧିକ ଖବର ଦେଖନ୍ତୁ...

ବିନା ଅନୁମତିରେ ଦାଣ୍ଡିଆ ନୃତ୍ୟ ଆୟୋଜନ, ରେସ୍ତୋରାଁ ସିଲ କଲା ବିଏମସି

ଭୁବନେଶ୍ବର : କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ଏକ ରେସ୍ତୋରାଁକୁ ସିଲ୍ କରିଛି ବିଏମସି । ନିକୋ ପାର୍କ ନିକଟରେ ଥିବା ନାଇନଥ୍ ଷ୍ଟ୍ରିଟ୍ ରେସ୍ତୋରାଁ ବିନା କୌଣସି ଅନୁମତିରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନେଇ ବିଏମସି ସୂଚନା ପାଇବା ପରେ ଏହାକୁ ତୁରନ୍ତ ସିଲ୍ କରିଛି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଗସ୍ତରେ ପୁଲିସ ଡିଜି ଅଭୟ, ତୁଳସୀ ପାହାଡ ଏନକାଉଣ୍ଟରର ସବିଶେଷ ବିବରଣୀ ଦେଲେ

ମାଲକାନଗିରି : ମାଲକାନଗିରି ଗସ୍ତରେ ଆଜି ପୁଲିସ ଡିଜି ଅଭୟ ପହଞ୍ଚି ଗତକାଲି ତୁଳସୀ ପାହାଡରେ ଘଟିଥିବା ଏନକାଉଣ୍ଟର ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏଥିସହ ଏହି ଗୁଳିବିନିମୟରେ ଅଂଶଗ୍ରହଣ କରିଥିବା ଏସଓଜି ଏବଂ ଡିଭିଏଫ ଯବାନଙ୍କୁ ଉତ୍ସାହିତ କରିଥିଲେ । ପରେ ବିଏସଏଫ…
ଅଧିକ ଖବର ଦେଖନ୍ତୁ...

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର:  କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଂଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି ବୋଲି ଟୁଇଟ୍ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

୧୭ ବର୍ଷୀୟା ନାବାଳିକା ୨୮ ଜଣଙ୍କ ଦ୍ୱାରା ହେଲେ ଗଣଦୁଷ୍ମର୍ମର ଶିକାର; ଅପରାଧରେ ବାପା ସମେତ ରାଜନେତା ସାମିଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଲିତପୁରରେ ଜଣେ ନାବାଳିକାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ଏବେ ହଇଚଇ ଆରମ୍ଭ ହୋଇଛି। ପୀଡ଼ିତା ନାବାଳିକା ଜଣଙ୍କ ତାଙ୍କ ପିତା ଏବଂ କିଛି ରାଜନେତାଙ୍କ ସମେତ ୨୮ ଜଣ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ପୁଲିସ୍‌ ନିକଟରେ…
ଅଧିକ ଖବର ଦେଖନ୍ତୁ...