Daily Archives

October 13, 2021

ସମୁଦ୍ରକୂଳରୁ ମିଳିଲା ରହସ୍ୟମୟ ଜୀବ!

ନୂଆଦିଲ୍ଲୀ: ସମୁଦ୍ରରେ ଲକ୍ଷ ଲକ୍ଷ ଜୀବ ବାସ କରନ୍ତି। ସମୁଦ୍ର ଭିତରେ ଥିବା ଜୀବଗୁଡ଼ିକ ବିଷୟରେ ଅନେକ ସମୟରେ ଟେଲିଭିଜନରେ ଆମେ ଦେଖିବାକୁ ପାଇଥାଉ। କିନ୍ତୁ ଏବେ ବି ସମୁଦ୍ର ଭିତରେ ଏମିତି କିଛି ଜୀବ ଅଛନ୍ତି ଯାହା ବିଷୟରେ ମଣିଷ ଜାଣି ନାହିଁ। ନିକଟରେ ଅଷ୍ଟ୍ରେଲିଆ ସମୂଦ୍ରକୂଳରେ ଏକ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଅଫିସ ଭିତରେ ଥିବା ଆସବାବପତ୍ର ଭଙ୍ଗାରୁଜା ହୋଇ ପଡିଛି । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ସମସ୍ତ ଜିନିଷ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ସାପ ଦ୍ୱାରା କାମୁଡ଼ାଇ ହତ୍ୟା କରିଥିବା ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ତିରୁବନନ୍ତପୁରମ: ବିଷାକ୍ତ ସାପକୁ ବ୍ୟବହାର କରି ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଜଣେ ଅଭିଯୁକ୍ତ ସ୍ୱାମୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | କେରଳର କୋଲମସ୍ଥିତ ସେସନ କୋର୍ଟ ଅଭିଯୁକ୍ତ ଏସ.ସୁରଜଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୁରଜ ପ୍ରଥମେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ଫେରୁଛି ମୌସୁମୀ; ୪ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି। ଗତକାଲି (୧୨, ନଭେମ୍ବର) ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର ହୋଇସାରିଥିବା ବେଳେ ଆଜି ଦୁଇଟି ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଓ ଛଅଟି…
ଅଧିକ ଖବର ଦେଖନ୍ତୁ...

ଘରଲୋକ ମୋବାଇଲ ଛଡ଼ାଇ ନେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମଶ୍ରେଣୀ ଛାତ୍ର

କୋରାପୁଟ: ମୋବାଇଲ ନଦେବାରୁ ପୁଣି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୋରାପୁଟ ସହର ଗୌତମନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ରଙ୍କ ନାମ ମନୋହର ରାଓ ବୟସ ୧୩ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶ୍ରୀନିବାସ ରାଓଙ୍କ ୧୩ ବର୍ଷିୟ…
ଅଧିକ ଖବର ଦେଖନ୍ତୁ...

ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାର ତଦନ୍ତ ପାଇଁ କେନ୍ଦୁଝରରେ ପହଞ୍ଚିଲେ ପଶ୍ଚିମାଞ୍ଚଳ ଡିଆଇଜି

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମା ମାଡ ଘଟଣାର ତଦନ୍ତ ପାଇଁ କେନ୍ଦୁଝରରେ ପହଞ୍ଚିଲେ ପଶ୍ଚିମାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ । ଘଟଣାସ୍ଥଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀମାନଙ୍କ ସହ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଜୟ ନାରାୟଣ ପଙ୍କଜ।…
ଅଧିକ ଖବର ଦେଖନ୍ତୁ...

କରୋନା ନେଲା ଜୀବନ: ଆଖି ବୁଜିଲେ ବିଦ୍ୟୁତ ବିଭାଗ କର୍ମଚାରୀ

ବାଲିପାଟଣା : କରୋନା ନେଲା ଜୀବନ। ଆଖି ବୁଜିଲେ ବିଦ୍ୟୁତ ବିଭାଗ କର୍ମଚାରୀ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବିଦ୍ୟୁତ କାର୍ଯ୍ୟାଳୟର କର୍ମଚାରୀ ଦେବାଶିଷ ସ୍ୱାଇଁଙ୍କ କୋଭିଡ଼ ଜନିତ ମୃତ୍ୟୁ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ବୋଲି ଜଣାପଡ଼ିଛି। ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ତୁଲସୀ ପାହାଡ଼ ଏନକାଉଣ୍ଟର ପରେ ମାଓ ସ୍ଥିତିର ସମୀକ୍ଷା କଲେ ପୁଲିସ ଡିଜି

ମାଲକାନଗିରି: ମାଲକାନଗିରିରେ ପୁଲିସ ଡିଜି। ତୁଲସୀ ପାହାଡ଼ ଏନକାଉଣ୍ଟର ପରେ ମାଓ ସ୍ଥିତିର ସମୀକ୍ଷା କଲେ ପୁଲିସ ଡିଜି ଅଭୟ । ଏହି ଅବସରରେ ସେ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ପୁଲିସ ଗୁଳିରେ ନିପାତ ହୋଇଥିଲେ ୩ ମାଓବାଦୀ । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ଥିଲେ…
ଅଧିକ ଖବର ଦେଖନ୍ତୁ...

ଅପରାହ୍ଣ ୨.୪୫ରେ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ହେବ

ମୁମ୍ବାଇ: ସେମାନେ ‘ଏନ୍‌ସିବି’ରୁ ଜବାବ ପାଇଛନ୍ତି କିନ୍ତୁ, ଅଦାଲତରେ ‘ଏନ୍‌ସିବି’ରୁ ତରଫରୁ କେହି ନ ଥିବାରୁ ଅପରାହ୍ଣ ୨.୪୫ରେ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ହେବ ବୋଲି ତାଙ୍କ (ଆର୍‌ୟନ୍‌) ଓକିଲ ଅମିତ ଦେଶାଇ ଓ ମାନେସିନ୍ଦେ କହିଛନ୍ତି। ମାତ୍ର ତିନିଜଣ ଅଭିଯୁକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

କୃଷକ ହତ୍ୟା ନିନ୍ଦନୀୟ: ନିର୍ମଳା ସୀତାରମଣ

ବୋଷ୍ଟନ୍‌: ୪ଜଣ କୃଷକ ମୃତ୍ୟୁବରଣ କରିଥିବା ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ସରକାରୀ ଗସ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହାଛଡ଼ା, ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଭାରତର ଅନ୍ୟ ପ୍ରାନ୍ତରେ ସମାନ…
ଅଧିକ ଖବର ଦେଖନ୍ତୁ...