Daily Archives

October 14, 2021

ପଂଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲାଣି କବାଟ କିଳା ବୈଠକ; ଅଧ୍ୟକ୍ଷ ପଦବି ପାଇଁ ନଜରରେ ୪ ପଂଚାୟତ

ନୂଆଗାଁ: ପଂଚାୟତ ନିର୍ବାଚନ ନିମନ୍ତେ ବିଭିନ୍ନ ପଦ ପଦବି ପାଇଁ ସଂରକ୍ଷିତ ଚିଠା ପ୍ରକାଶ ପାଇବା ପରେ ନୂଆଗାଁ ବ୍ଲକରେ ରାଜନୀତି ପାଣିପାଗ ପୂରା ସରଗରମ ହୋଇ ଉଠୁଥିବା ଜଣାପଡିଛି। ଏଥିରେ କିଛି ନେତାଙ୍କ ଭାଗ୍ୟର ତାଲା ଖୋଲୁଥିବା ବେଳେ ଆଉ କିଛି ନେତାଙ୍କ ଆଖିରୁ ନିଦ ହଜିଗଲାଣି। ଆଉ କିଛି…
ଅଧିକ ଖବର ଦେଖନ୍ତୁ...

ଓଡିଶା ସୀମାନ୍ତ ଗାଁରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦଶମ ପର୍ଯ୍ୟନ୍ତ ଡ୍ରେସ-ଜୋତା ସହ ବ୍ୟାଗ-ବହି ମାଗଣା

ଭୁବନେଶ୍ୱର: ସୀମାନ୍ତରେ ରହୁଥିବା ଲୋକଙ୍କୁ ଧୀରେ ଧୀରେ ନିଜ ଆଡକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ଆନ୍ଧ୍ର ପ୍ରଦେଶ ସରକାର । ଏଥିପାଇଁ ପଡୋଶୀ ସରକାର ଆରମ୍ଭ କରିଛି ଆମାବାଡ଼ି ଯୋଜନା । ଧୀରେ ଧୀରେ ଏହି ଯୋଜନା ଜରିଆରେ ଛୋଟ ପିଲା ଏବଂ ଅଭିଭାବକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର । ହେଲେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଜାପାନୀ ପ୍ରତିନିଧିମଣ୍ଡଳ, ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ ପ୍ରସ୍ତାବ

ଭୁବନେଶ୍ବର : ଭାରତରେ ଅବସ୍ଥାପିତ ଜାପାନି ରାଷ୍ଟ୍ରଦୂତ ସାତୋସି ସୁଜୁକୀଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟିଛନ୍ତି । ଓଡ଼ିଶାରେ ଇସ୍ପାତ, ରସାୟନ ଓ ଅନ୍ୟ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶେହନାଜ

ନୂଆଦିଲ୍ଲୀ: ବିଗବସ ଫେମ ଶେହନାଜ ଗିଲ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁପରେ ଏବେ ପୁଣିଥରେ କାମକୁ ଫେରିଛନ୍ତି। ଶେହନାଜ ଗିଲଙ୍କୁ ଦିଲଜିତ ଦେସାଇ ଓ ସୋନମ ବାଜୱାଙ୍କ ସହିତ ଆଗାମୀ ସିନେମା ‘ହୋସଲା ରଖ’ର ପ୍ରମୋସନରେ ଦେଖିବାକୁ ମିଳିବ। ଶେହନାଜ ନିକଟରେ ଦେଇଥିବା ଏକ ସାକ୍ଷାତକାର କିଛି କ୍ଲିପ…
ଅଧିକ ଖବର ଦେଖନ୍ତୁ...

ଇଂଜିନିୟରିଂ ଚାକିରି ଛାଡି ପୁରୁଣା ସାମଗ୍ରୀକୁ ସାଇତି ରଖିବାରେ ମସଗୁଲ ଅକ୍ଷୟ

ଖୋର୍ଦ୍ଧା: ପେସାରେ ଜଣେ ଇଞ୍ଜିନିୟର ହେଲେ ନିଶା ତାଙ୍କର ବିଭିନ୍ନ ଦୁର୍ଲଭ ଓ ବିଲୁପ୍ତ ପ୍ରାୟ ସାମଗ୍ରୀକୁ ସଂଗ୍ରହ କରିିବା । ଏହି ସଂଗ୍ରହ ନିଶା ପାଇଁ ସେ ଇଂଜିନିୟରିଂ ଚାକିରି ଛାଡିଲେ, ଏବେବି ପରିଣତ ବୟସରେ ପୁରୁଣା ସାମଗ୍ରୀକୁ ସାଇତି ରଖିବା ନିଶାରେ ମସଗୁଲ । ଖୋର୍ଦ୍ଧା ବୋଲଗଡ ଅଂଚଳର…
ଅଧିକ ଖବର ଦେଖନ୍ତୁ...

ବ୍ୟାପକ ପରିମାଣର ଦେଶୀ-ବିଦେଶୀ ମଦ ଜବତ, ୭ ଗିରଫ

ବାଲେଶ୍ୱର: ଅବକାରୀ ଓ ପୁଲିସ ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଦେଶୀ-ବିଦେଶୀ ମଦ ଜବତ କରାଯାଇଛି। ସୋରୋ ପୁଲିସର ସହାୟତାରେ ଅବକାରୀ ବିଭାଗର କର୍ମଚାରୀମାନେ ସୋରୋ, ଖଇରା, କୁପାରୀ, ବରତନା, ହରିପୁର, ରୋତିନା ବାଉଁଶପାଳ ଓ ନୂଆଗାଁରେ ଚଢ଼ଉ କରାଯାଇଛି। ଅବକାରୀ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ବସ୍ତରରେ ମାଓ ନେତା ଆରକେ ମୃତ ସୂଚନା

ମାଲକାନଗିରି/କୋରାପୁଟ: ମାଓବାଦୀ ନେତାଙ୍କୁ ଶକ୍ତ ଝଟକା ଲାଗିଛି। ମାଓନେତା ରାମକୃଷ୍ଣ ଓରଫ୍‌ ଅକ୍କିରାଜୁ ହରଗୋପାଳଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଛତିଶଗଡ଼ର ଦକ୍ଷିଣ ବସ୍ତର ଜଙ୍ଗଲରେ ଆର.କେଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।…
ଅଧିକ ଖବର ଦେଖନ୍ତୁ...

ସେନାରେ ପୁଣି ଗୁପ୍ତଚର କାଣ୍ଡ : ପାକିସ୍ତାନୀ ଯୁବତୀକୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ପିଅନ ଗିରଫ

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନରେ ପୁଣି ଏକ ଗୁପ୍ତଚର କାଣ୍ଡ ଧରାପଡ଼ିଛି । ଯୋଧପୁରରେ ଥିବା ମିଲିଟାରୀ ଚିଫ ଇଂଜିନିୟର ଅଫିସରେ ପିଅନଭାବେ କାମ କରୁଥିବା ଜଣେ ବ୍ୟକ୍ତି ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଜଣାପଡ଼ିଛି । ପୁଲିସ…
ଅଧିକ ଖବର ଦେଖନ୍ତୁ...

କରୋନା ଟିକାର ୧୦୦କୋଟି ଡୋଜ୍ ଦିଆଯିବା ପରେ ଏହି କାମ କରିବେ ଭାରତ ସରକାର

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଟିକାକରଣ ୧୦୦କୋଟି ଅତିକ୍ରମ କରିବାକୁ ଯାଉଛି। ଏହି ଉପଲବ୍ଧିକୁ ନେଇ ୧୦୦କୋଟି ଅତିକ୍ରମ କରିବା ବସ୍ ଷ୍ଟେସନ୍, ବିମାନବନ୍ଦର, ମେଟ୍ରୋ ଷ୍ଟେସନ୍, ରେଳ ଷ୍ଟେସନ୍ ଏବଂ ସମସ୍ତ ଜନସାଧାରଣ ପରିବହନରେ ଏହାର ଘୋଷଣା…
ଅଧିକ ଖବର ଦେଖନ୍ତୁ...

୨୩ ବାଇକ୍‌ ସମେତ ସୁନାଚେନ୍‌ ଜବତ, ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚୋରି, ଡାକୟତି, ରାହାଜାନୀ ସହ ଅନ୍ୟାନ୍ୟ ଅପରାଧିକ ମାମଲା ବଢ଼ି ଚାଲିଛି। କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨୩ଟି ବାଇକ୍‌, ଏକ ଭଙ୍ଗା ସୁନାଚେନ୍‌, ଏକ ଭୁଜାଲି ଓ ନଗର ୨୦୦ ଟଙ୍କା ଜବତ କରାଯାଇଛି। ଏହି ଚୋରି ଘଟଣାରେ ସଂପୃକ୍ତ ୭…
ଅଧିକ ଖବର ଦେଖନ୍ତୁ...