Daily Archives

October 14, 2021

ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ କାର୍ଯ୍ୟ ଜାରି ରଖିବେ ସିଦ୍ଧୁ: ହରିଶ ରାୱତ

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଆରମ୍ଭ ହୋଇଥିଲା ଦଳୀୟ କନ୍ଦଳ। ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ବାଦ ବିବାଦ ନଥମିବାରୁ ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ ସିଦ୍ଧୁ। ପଞ୍ଜାବ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ରାଜ୍ୟରେ ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ। ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫ୍‌ଲାଇନ୍‌ରେ କ୍ଲାସ୍‌ କରିବେ। ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ମାନସିକ ଅନଗ୍ରସର ମହିଳାଙ୍କୁ ଗଣଦୁଷ୍କର୍ମ, ୮ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଗଣଦୁଷ୍କର୍ମ ମାମଲାରେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କର ବୟସ ୧୮ରୁ ୩୫ ବର୍ଷ ବୟସ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ଦୁର୍ଗାପୂଜା ହିଂସା :  ସ୍ଥିତି ଚିନ୍ତାଜନକ କହିଲା ଭାରତ

ନୂଆଦିଲ୍ଲୀ : ଦୁର୍ଗାପୂଜା ବେଳେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ଓ କନସୁଲେଟ୍ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ଭାରତ ସରକାର କହିଛନ୍ତି । ସାପ୍ତାହିକ…
ଅଧିକ ଖବର ଦେଖନ୍ତୁ...

ବାପା-ମା’ଙ୍କ ସାମ୍ନାରୁ ୨ବର୍ଷର ଶିଶୁ କନ୍ୟାକୁ ଟେକି ନେଲା ଚିତାବାଘ

ଧାର: ମଧ୍ୟପ୍ରଦେଶର ଧାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଚିତାବାଘ ବାପା-ମା’ଙ୍କ ଆଖି ସାମ୍ନାରୁ ୨ବର୍ଷର ଶିଶକୁ ଦାନ୍ତରେ କାମୁଡ଼ି ଉଠାଇ ନେଇଥିଲା। ପରିବାର ଲୋକେ ଭୟରେ ଚିତ୍କାର କରି ଚାଲିଥିଲେ। ଶିଶୁକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିବା ସହିତ ବାଘ ଉପରକୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ 

ବାଲିପାଟଣା : ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ବଦଳା କଳାମାଟି ଗ୍ରାମ‌ରେ ଜଣେ ମହିଳାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କବିତା ସ୍ବାଇଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଜୟ ସ୍ୱାଇଁଙ୍କ ପତ୍ନୀ କବିତା ସ୍ୱାଇଁଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

୧୮ ବର୍ଷର ସାଧନା: ସିଡ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି କୁସୁମ ମିଶ୍ର, ରଖିଛନ୍ତି ୧୦୫୫ କିସମ ବିହନ

ବାଲେଶ୍ଵର: ପାରମ୍ପରିକ ବା ଦେଶୀ ଧାନଚାଷରୁ ମୁହଁ ଫେରାଇ ଚାଷୀ ଏବେ ହାଇବ୍ରିଡ୍ ଧାନଚାଷ ମୁହାଁ ହୋଇଛନ୍ତି। ଯାହାଫଳରେ ଦେଶୀ ଧାନଚାଷ ଧୀରେ ଧୀରେ ହଜିଯିବାକୁ ବସିଲାଣି ଏପରି ସମୟରେ ଦେଶୀଧାନକୁ ନେଇ ବାଲେଶ୍ଵର ଜଣେ ଉଚ୍ଚ ଶିକ୍ଷିତା ମହିଳା ଆଇନଜୀବୀ କୁସୁମ ମିଶ୍ର (୨୦) ନିଆରା ଉଦାହରଣ…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ଶ୍ରେଷ୍ଠ ନିଯୁକ୍ତିଦାତା କମ୍ପାନି  : ପ୍ରଥମ ୧୦୦ରେ ରିଲାଏନ୍ସ ସମେତ ୪ ଭାରତୀୟ କମ୍ପାନି  

ମୁମ୍ବାଇ :  ବିଶ୍ବର କେତେକ ସର୍ବୋତ୍ତମ ନିଯୁକ୍ତିଦାତା କମ୍ପାନିମାନଙ୍କ ମଧ୍ୟରେ ସ୍ଥାନ ପାଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ପ୍ରସିଦ୍ଧ ବାଣିଜ୍ୟ ପତ୍ରିକା ଫୋବସ ଦ୍ବାରା ପ୍ରକାଶିତ କମ୍ପାନିମାନଙ୍କ ମାନ୍ୟତା ତାଲିକାରେ ରିଲାଏନ୍ସ ୫୨ତମ ସ୍ଥାନରେ ରହିଛି । ରିଲାଏନ୍ସ ପଛରେ ରହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଅଳିଆଗଦାରୁ ବାହାରିଲା କଟା ହାତ ଓ ଗୋଡ଼

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ଅସୁରକ୍ଷିତ ହୋଇଛି। ନୂଆ ପ୍ରକାରର ଅପରାଧିକ ଘଟଣା ପଦାକୁ ଆସୁଛି। ଏବେ ଭୁବନେଶ୍ୱରରୁ ଆଉ ଏକ ଚାଞ୍ଚଲ୍ୟ ଖବର ଆସିଛି। ଆଜି ଅପରାହ୍ନରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ହାଉସିଂ କର୍ପୋରେସନ କଲୋନି (ରାମ ମନ୍ଦିର ପଛ ପଟ)ର ରାସ୍ତାକଡ଼ ଅଳିଆ ଗଦାରୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗାପୂଜା ମଣ୍ଡପରେ ପୁଣିଥରେ ନିଜର ପ୍ରତିମୂର୍ତ୍ତିକୁ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ସୋନୁ ସୁଦ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ପ୍ରକୃତ ଜୀବନର ହିରୋ ହୋଇପାରିଛନ୍ତି। ସେ ଏବେ ଚର୍ଚ୍ଚାର ବିଷୟ ହୋଇ ରହିଛନ୍ତି। ସୋନୁ ସୁଦ ବର୍ତ୍ତମାନ ଦେଶର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଲୋକମାନଙ୍କ ମଧ୍ୟରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...