Daily Archives

October 15, 2021

ଦୁର୍ଗା ମେଢ଼ ଦର୍ଶନ କଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ

ବୀରମହାରାଜପୁର: ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ବିଭିନ୍ନ ଦୁର୍ଗା ମେଢ଼ ଦର୍ଶନ କରିବା ସହ ମା’ ଦୂର୍ଗାଙ୍କ ଆଶୀର୍ବାଦ ନେଇଛନ୍ତି। ସେ ତାଙ୍କର ଧର୍ମପତ୍ନୀ ମେଘନା ସିଂହଦେଓଙ୍କ ସହିତ ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ପ୍ରଥମେ ରଥପୁର…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କଲା ବ୍ୟବସାୟୀ ସଂଘ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଶିଷ୍ଟ ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲ(୫୬) ଗତ ୬ ତାରିଖ ଦିନ ନିକଟସ୍ଥ ବିଜୁ ଏକ୍ସପ୍ରେସ୍‌ ୱେକୁ ସାନ୍ଧ୍ୟ ଭ୍ରମଣରେ ଯାଇଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୋର୍ପିଓ ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

କୋଲକାତା ପରାସ୍ତ, ୪ର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହେଲା ଚେନ୍ନାଇ

ଦୁବାଇ : ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ଚାମ୍ପିୟନ ହୋଇଛି । ଆଜି ଖେଳାଯାଇଥିବା ଆଇପିଏଲ ଫାଇନାଲରେ ଚେନ୍ନାଇ କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ପୁଣି ଥରେ ଟ୍ରଫିକୁ ହାତେଇବାରେ ସଫଳ ହୋଇଛି । ଏହାକୁ ମିଶାଇ ୪ର୍ଥ ଥର ପାଇଁ ଚେନ୍ନାଇ ଆଇପିଏଲ ଚାମ୍ପିୟନ ହୋଇଛି । ଆଜି…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶରେ ପୁଣି ହିନ୍ଦୁ ଧର୍ମପୀଠ ଉପରେ ଆକ୍ରମଣ: ଇସକନ୍ ମନ୍ଦିରରେ ଭଙ୍ଗାରୁଜା, ପୋଡ଼ାଜଳା; ଭକ୍ତ ଗୁରୁତର

ଢ଼ାକା: ପୁଣି ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ। ଦଶହରା ଦିନ ବାଂଲାଦେଶର ନୋଆଖାଲି ଅଞ୍ଚଳରେ ଥିବା ଇସକନ୍ ମନ୍ଦିର ଉପରେ ଦୁର୍ବୃତ୍ତମାନ‌େ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଇସକନ୍ ପକ୍ଷରୁ କରାଯାଇଥିବା ଟୁଇଟରେ କୁହାଯାଇଛି ଯେ କିଛି ଲୋକ ଦଳବଦ୍ଧ ଭାବେ ଆସି ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଇଚ୍ଛା ଦେଲା ସଫଳତା, ଜାଣନ୍ତୁ ଆୟୁଷଙ୍କ କାହାଣୀ

ନୂଆଦିଲ୍ଲୀ: ସଫଳତା ପାଇବେ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ | କିଛି ଏଭଳି ସ୍ୱପ୍ନ ଦେଖି ପାଠପଢ଼ାରେ ଲାଗିପଡ଼ିଥିଲେ ଗାଜିଆବାଦର ଆୟୁଷ ତେୱାଟିଆ | ଆଉ ଆଜି ଆୟୁଷ ସଫଳତା ପାଇଛନ୍ତି | ସେ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଜେଇଇ ଆଡଭାନ୍ସଡରେ ୩୪୫ ରାଙ୍କ ହାସଲ କରିଛନ୍ତି | ୭ ବର୍ଷ ବୟସରେ ଆୟୁଷ…
ଅଧିକ ଖବର ଦେଖନ୍ତୁ...

ପିଲାଙ୍କ କ୍ଷେତ୍ରରେ ଏହି ପରିବର୍ତ୍ତନ ଦେଖିଲେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ପିଲାମାନେ କ’ଣ କରୁଛନ୍ତି ଏହାକୁ ନେଇ ବାପା-ମା’ମାନେ ସର୍ବଦା ଚିନ୍ତା କରି ଥାଆନ୍ତି। ପିଲା ଯେପରି ଖରାପ ରାସ୍ତାରେ ନଯାଉ ସେଥିପ୍ରତି ଦୃଷ୍ଟି ଦେଇଥାଆନ୍ତି। ଧୀରେ ଧୀରେ ବୟସ ବଢ଼ିବା  ସହିତ ପିଲାମାନେ ଠିକ ଭୁଲର ମଧ୍ୟରେ ପାର୍ଥକ୍ୟ ଜାଣି ନପାରି ଭୁଲ କରି ବସନ୍ତି। ଯାହା ଦ୍ବାରା…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧୫ରେ ଆନନ୍ଦ ବିହାର-ଭୁବନେଶ୍ୱର ସଂପର୍କ କ୍ରାନ୍ତି ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର: ତୁଣ୍ଡଲା-କାନପୁର ରେଳବାଇ ସେକ୍ସନର ଆପ୍‌-ରୁରା ଷ୍ଟେସନ୍‌ ମଧ୍ୟରେ ଆଜି ଏକ ମାଲବାହୀ ଟ୍ରେନ୍‌ ଖରାପ୍‌ ହୋଇଯିବାରୁ ପୂର୍ବତଟ ଅଭିମୁଖେ ଯାତାୟତ କରୁଥିବା କିଛି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ ଏକ ଟ୍ରେନ୍‌କୁ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଏହି…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ବିସର୍ଜନ ଶୋଭାଯାତ୍ରା ଉପରେ କାର ଚଢ଼ିବା ଘଟଣା : ଦୁଇ ଅଭିଯୁକ୍ତ କରୁଥିଲେ ଗଞ୍ଜେଇ ବେପାର, ଘଟଣାର ଯାଞ୍ଚ…

ରାୟପୁର:  ଛତିଶଗଡ ଜଶପୁରରେ ଶୁକ୍ରବାର ଦେବୀ ଦୁର୍ଗାଙ୍କ ବିସର୍ଜନ ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ କାର ଲୋକମାନଙ୍କୁ ଚଢାଇ ଚାଲିଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ଏବେ ସୁଦ୍ଧା ୧୬ ଜଣ ଲୋକ ଆହତ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ସିଦ୍ଧାର୍ଥ ଓ ଶେହନାଜଙ୍କ ଗୀତ ‘ଅଧୁରା’ ପୋଷ୍ଟର ହେଲା ରିଲିଜ

ନୂଆଦିଲ୍ଲୀ: ୨୦୨୧ ସେପ୍ଟେମ୍ବର ୨ ତାରିଖରେ ବିଗ୍ ବସ୍ ବିଜେତା ତଥା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। କେହି ବି ସିଦ୍ଧାର୍ଥଙ୍କ ମୃତ୍ୟୁକୁ ବିଶ୍ବାସ କରି ପାରି ନଥିଲେ। ତେବେ ସିଦ୍ଧାର୍ଥ ଶୁକ୍ଳା ଏବଂ ଶେହନାଜ ଗିଲଙ୍କ ଶେଷ ଗୀତ…
ଅଧିକ ଖବର ଦେଖନ୍ତୁ...

ଛେଳିକୁ ବାଇକ୍‌ ଧକ୍କା ଦେବାରୁ ଭୁଜାଲିରେ ଆକ୍ରମଣ; ସ୍ୱାମୀ ମୃତ, ସ୍ତ୍ରୀ-ପୁଅ ଆହତ, ଅଭିଯୁକ୍ତ ଫେରାର

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟ ସୁନ୍ଦର ପୁର ଗାଁରେ ପବିତ୍ର ଦଶହରାରେ ଘଟିଲା ଅଘଟଣ। ରାଜୁ ଦାଶ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଏକ ପରିବାରର ତିନି ଜଣଙ୍କୁ ଆକ୍ରମଣ କରିଛି। ଭୁଜାଲି ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର…
ଅଧିକ ଖବର ଦେଖନ୍ତୁ...