Daily Archives

October 15, 2021

କଳାପାଣି ଜେଲରେ ପହଞ୍ଚିଲେ ଶାହା, ଯିଏ ପ୍ରଶ୍ନ କରୁଛ ଥରେ ଜେଲ ବୁଲିଦେଇଯାଅ

ନୂଆଦିଲ୍ଲୀ: ତିନି ଦିନ ତଳେ ହିନ୍ଦୁ ମହାସଭା ନେତା ବିନାୟକ ଦାମୋଦର ସାବରକରଙ୍କୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମୁହାଁମୁହିଁ ହୋଇଥିଲେ | ଆଉ ଏହାରି ଭିତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ସାବରକର ଦିନେ ରହୁଥିବା ଆଣ୍ଡାମାନ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ମଧ୍ୟରେ ଦଶହରା ସଂପନ୍ନ, ଶ୍ରଦ୍ଧାଳୁଙ୍କୁ ବାରଣ ହେଲା ପୂଜା ମଣ୍ଡପ

ଭୁବନେଶ୍ୱର: ଆଜି ଦଶହରାର ଅନ୍ତିମ ଦିନ ବିଜୟା ଦଶମୀ । ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି । କରୋନା ଯୋଗୁଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ତଥାପି ନିରାଡମ୍ବର ଭାବେ ରାଜ୍ୟର ବିଭିନ୍ନ ଭାଗରେ ଦଶମୀ ପୂଜା କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ଫାଇନାଲ : କୋଲକାତା ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲ ଫାଇନାଲରେ କୋଲକାତା ଆଗରେ ୧୯୩  ରନର କଠିନ ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ । ଆଜି କୋଲକାତା ଅଧିନାୟକ ଇଅନ ମୋର୍ଗାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

ସବୁ ବର୍ଗର ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ୱାଦର ମନୋରଞ୍ଜନ ଯୋଗାଇବ “କଞ୍ଚା ଲଙ୍କା’’

ଭୁବନେଶ୍ବର: ଓଡ଼ିଶା ମନୋରଞ୍ଜନ ଦୁନିଆର ଓଟିଟି ପ୍ଲାଟଫର୍ମରେ ସବୁ ବର୍ଗର ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ନୂଆ କଣ୍ଟେଟ ପ୍ରୋଭାଇଡର ଆପ୍ଲିକେସନ "କଞ୍ଚା ଲଙ୍କା’’। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଆପ୍ଲିକେସନ ଲୋକାର୍ପିତ ହୋଇଛି । ସବୁ ବର୍ଗର…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନ ଟଏ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ

ବାରଙ୍ଗ/ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପରିଚାଳିତ ଟଏ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ର ଇଂଜିନରେ ସଟ୍‌ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମଳିଛି। ତେବେ ଅଗ୍ନିକାଣ୍ଡ ଯୋଗୁଁ କାହାରି…
ଅଧିକ ଖବର ଦେଖନ୍ତୁ...

ସିଙ୍ଗୁ ହତ୍ୟା ଘଟଣା : ନିହଙ୍ଗ ଶିଖ୍ ସରବଜିତ ସିଂ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ-ହରିୟାଣା ସିଙ୍ଗୁ ସୀମାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିର ହାତକୁ ଅତ୍ୟନ୍ତ ନିର୍ମମଭାବେ କାଟି ହତ୍ୟା କରିଥିବା ନିହଙ୍ଗ ଶିଖ ସରବଜିତ ସିଂ ଆଜି ହରିୟାଣା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ତାକୁ ପୁଲିସ ଗିରଫ କରିବା ସହ ତାର ଡାକ୍ତରୀ ପରୀକ୍ଷା କରିଛି । ଆସନ୍ତା କାଲି…
ଅଧିକ ଖବର ଦେଖନ୍ତୁ...

ବାଣଫୁଟା ନିଷେଧ କରିଥିବା ୪ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବାଣ ବ୍ୟାନ୍ କରିଥିବା ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଚିଠି ଲେଖିଛନ୍ତି | ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହରିୟାଣା, ରାଜସ୍ଥାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଲିନ ଚିଠି ଲେଖିଛନ୍ତି | ବାଣ ବ୍ୟାନ୍…
ଅଧିକ ଖବର ଦେଖନ୍ତୁ...

ମାଓନେତାଙ୍କୁ ମିଳିପାରୁନି ଚିକିତ୍ସା, ଜଣକ ପରେ ଜଣେ ମୃତ୍ୟୁର ଶିକାର

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ମାଓବାଦୀମାନଙ୍କ ଦୁର୍ଗ ଭୁଶୁଡ଼ି ପଡୁଛି। ମାଓବାଦୀମାନେ ଖୋଲାଖୋଲି ଭାବେ ପଦାକୁ ଆସିପାରୁ ନାହାନ୍ତି। ଫଳରେ ସେମାନଙ୍କର ପ୍ରାଦୂର୍ଭାବ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ମାଓବାଦୀମାନେ ଯେତେବେଳେ କୌଣସି ଗୁରୁତର ରୋଗର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ଫାଇନାଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା

ଦୁବାଇ : ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଇପିଏଲ-୨୦୨୧ର ଫାଇନାଲ ମ୍ୟାଚ ୩ ଥରର ବିଜେତା ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଆଜି ମ୍ୟାଚ ହିଁ ଚାମ୍ପିଅନ ନିର୍ଦ୍ଧାରଣ କରିବ । ଏହି ମ୍ୟାଚରେ କୋଲକତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲରେ ଜିତିବ କିଏ? ଭବିଷ୍ୟବାଣୀ କଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ: ବିଶ୍ୱର ସୁବୁଠୁ ଧନୀ କ୍ରିକେଟ ଲିଗର ଆଜି ଫାଇନାଲ ମ୍ୟାଚ୍ । ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗର ଟାଇଟଲ ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ । ଦୁଇ ଦଳ ପୂର୍ବରୁ ମଧ୍ୟ ଆଇପିଏଲ୍ ଟ୍ରଫି ହାତେଇ ସାରିଛନ୍ତି ହେଲେ…
ଅଧିକ ଖବର ଦେଖନ୍ତୁ...