Daily Archives

October 15, 2021

ମୂର୍ତ୍ତି ବିସର୍ଜନ ସାରି ଫେରୁଥିଲେ, ବାଟରେ ଜଗି ବସିଥିଲା ଯମ : ଟ୍ରାକ୍ଟର ଓଲଟି ୭ ମହିଳା, ୪ ଶିଶୁଙ୍କ ଜୀବନ ଗଲା

ଝାନସୀ: ବିଜୟାଦଶମୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୬ ଜଣ  ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା କଥା କୁହାଯାଉଛି । ସୂଚନା ମୁତାବକ ଉତ୍ତର ପ୍ରଦେଶର  ଝାନ୍ସିର ଚିରଗାଁଓ…
ଅଧିକ ଖବର ଦେଖନ୍ତୁ...

ଘରକୁ ଖାଇବାକୁ ଡାକି ଦିଲ୍ଲୀ ଏମ୍ସର ଡାକ୍ତର ମହିଳା ସହଯୋଗୀଙ୍କୁ କଲେ ଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତର ନିଜର ସହଯୋଗୀଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଡାକ୍ତର ଜଣକ ମହିଳା ସହଯୋଗୀଙ୍କୁ ଘରକୁ ଖାଇବାକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତା ପୁଲିସ‌ରେ ଏ ନେଇ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୩୫ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୫୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୨୮୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୧୮୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ଲଖିମପୁର ଘଟଣାର ପୁନରାବୃତ୍ତି, ଲୋକଙ୍କ ଉପରେ ଚଢିଗଲା ଦ୍ରୁତଗାମୀ କାର, ୧ ମୃତ

ରାୟପୁର : ଉତ୍ତରପ୍ରଦେଶର ଲଖିମପୁରରେ ଗାଡ଼ି ଚଢା ଘଟଣାକୁ ନେଇ ସମଗ୍ର ଦେଶରେ ବିବାଦ ଥମି ନଥିବାବେଳେ ଆଜି ସେହିପରି ଏକ ଘଟଣା ଘଟିଛି ଛତିଶଗଡ଼ର ଯଶପୁରରେ । ଏକ ଦ୍ରୁତଗାମୀ କାର ଦଶହରା ଶୋଭାଯାତ୍ରାରେ ଯାଉଥିବା ଲୋକମାନଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ…
ଅଧିକ ଖବର ଦେଖନ୍ତୁ...

୭୩୫ କିଲୋମିଟର ପାଦରେ ଚାଲି ଚାଲି ମୋଦୀଙ୍କୁ ଭେଟିଲେ ଓ ଏହି ଦାବି କଲେ ବିଜେପି କର୍ମୀ

ନୂଆଦିଲ୍ଲୀ: ମୋଦୀଙ୍କୁ ଭେଟିବାକୁ ଚାଲି ଚାଲି ଗଲେ କର୍ମୀ | ୨୦ ଦିନ ଧରି ଚାଲିଲେ ଆଉ ୭୩୫ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ମୋଦୀଙ୍କୁ ସାକ୍ଷାତ କରି ନିଜ ଅଞ୍ଚଳର ସମସ୍ୟା ବାବଦରେ ଜଣାଇଲେ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଵ୍ୟକ୍ତିଙ୍କ ବାବଦରେ କହିବୁ, ଯିଏ କି ନିଜ ଅଞ୍ଚଳର ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ତାଲିବାନର ବନ୍ଧୁରାଷ୍ଟ୍ର ହୋଇ ବି କାହିଁକି କାବୁଲକୁ  ସମସ୍ତ ଉଡ଼ାଣ ବନ୍ଦ କଲା ପାକିସ୍ତାନ ? ଜାଣନ୍ତୁ କାରଣ 

ଇସଲାମାବାଦ୍ : ଆଫଗାନିସ୍ତାନର ତାଲିବାନ ସରକାରର ଅଧିକାରୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପାକିସ୍ତାନ୍ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ କାବୁଲକୁ ତାର ସମସ୍ତ ଉଡାଣ ବନ୍ଦ କରିଛି। ଯେଉଁ ଦେଶର ପ୍ରଚ୍ଛନ୍ନ ସହଯୋଗରେ ତାଲିବାନ କ୍ଷମତାକୁ ଆସିଛି ସେହି ଦେଶର ଉଡାଣସଂସ୍ଥା ଉପରେ ହୁକୁମବାଜି…
ଅଧିକ ଖବର ଦେଖନ୍ତୁ...

ନିଜ ଟୋପି ଉପରେ ୭୩୫ଟି ଅଣ୍ଡା ରଖି ରେକର୍ଡ କଲେ ବ୍ୟକ୍ତି

ନୂଆଦିଲ୍ଲୀ: ଅଣ୍ଡା ନେଇ ଯାଉଥିବା ବେଳେ ସାମାନ୍ୟ ଅସାବଧାନତା ହେଲେ ଅଣ୍ଡାଗୁଡ଼ିକ ଭାଙ୍ଗି ଯାଇଥାଏ। ତେବେ ନିକଟରେ ଜଣେ ବ୍ୟକ୍ତି ତାଙ୍କ ଟୋପି ଉପରେ ୭୩୫ଟି ଅଣ୍ଡା ରଖି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ପଶ୍ଚିମ ଆଫ୍ରିକାର ବେନିନ୍‌ର ଗ୍ରେଗୋରି ଡା ସିଲଭା ତାଙ୍କ ଟୋପିରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ଥାନା ସମ୍ମୁଖରେ ଧାରଣାରେ ବସିଲେ କଂଗ୍ରେସ କର୍ମୀ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗ୍ରାମ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ହେବା ଘଟଣାକୁ ୭ ଦିନ ବିତଛି। କିନ୍ତୁ ନିଖୋଜ ଅଧ୍ୟକ୍ଷାଙ୍କ ବିଷୟରେ ପୁଲିସ ଟେର ପାଉ ନଥିବା କାରଣରୁ କେଗାଁ ଥାନା ସମ୍ମୁଖରେ କଂଗ୍ରେସ ଧାରଣା ଦେଇଛି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ନିହଙ୍ଗ ଶିଖଙ୍କ ଦ୍ବାରା ହତ୍ୟା ଘଟଣାକୁ କୃଷକ ସଂଗଠନର ନିନ୍ଦା, ତଦନ୍ତ ପାଇଁ ଦାବି

ନୂଆଦିଲ୍ଲୀ : ଦିଲ୍ଲୀର ସିଙ୍ଗୁ ସୀମାସ୍ଥିତ କୃଷକ ଆନ୍ଦୋଳନ ଶିବିରରେ ନିହଙ୍ଗ ଶିଖମାନଙ୍କ ଦ୍ବାରା ଜଣେ ବ୍ୟକ୍ତିର ହାତ କାଟି ହତ୍ୟା  ଘଟଣାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ପକ୍ଷରୁ ନିନ୍ଦା କରାଯାଇଛି । ପୁଲିସ ପକ୍ଷରୁ କରାଯାଉଥିବା ତଦନ୍ତରେ ସବୁ ପ୍ରକାରର ସହଯୋଗ କରାଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଦିନ ଦ୍ୱିପ୍ରହରରେ ଗୁଳିମାଡ଼: ଜଣେ ଗୁରୁତର, ଅଭିଯୁକ୍ତ ଫେରାର

ଖୋର୍ଦ୍ଧା: ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଫୁଟିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗୁଳିକାଣ୍ଡରେ ବିଭୂତି ଭୂଷଣ ଜେନ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ତଳି ପେଟରେ ଗୁଳି ଲାଗି ଥିବା ବେଳେ ପ୍ରଥମେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...