ମଦ ଜବତ, ୬ ଗିରଫ
ରାଉରକେଲା: ଅବକାରୀ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଦେଶୀ ମଦ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ନିକଟରୁ ମୋଟରବାଇକ୍ ସହ ୧୫୮ଲିଟରୁ ଅଧିକ ଦେଶୀ ମଦ ଜବତ ହୋଇଛି। ଗିରଫ ବେପାରୀମାନେ ହେଲେ ସେକ୍ଟର-୧୫ ମଲ୍ଲିକ ବସ୍ତିର ସଞ୍ଜିତ ଏକ୍କା, ଏତୁଆ କୁମ୍ଭାର,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...