Daily Archives

October 16, 2021

ମନୀଷ ଦାସ ମୃତ୍ୟୁ ମାମଲା: ଜାମିନ ଆବେଦନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ତିନି ଅଭିଯୁକ୍ତ

ଭୁବନେଶ୍ୱର: ମନୀଷ ଦାସ ମୃତ୍ୟୁ ମାମଲାରେ ଜେଏମ୍‌ଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ତିନି ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। କମିସନରେଟ ପୁଲିସ ତିନି ଅଭିଯୁକ୍ତଙ୍କର ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଅକ୍ଟୋବର ୧୭ ତାରିଖରେ ରିମାଣ୍ଡର ଆବେଦନ ଶୁଣାଣି…
ଅଧିକ ଖବର ଦେଖନ୍ତୁ...

ମୋ ବାପା ଚିଡ଼ିଆଖାନାର ଜନ୍ତୁ ନୁହଁନ୍ତି: ମନମୋହନ ସିଂଙ୍କ ଝିଅ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଝିଅ ଦାମନ ସିଂ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଉପରେ ବର୍ଷିଛନ୍ତି | ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ଫଟୋଗ୍ରାଫରଙ୍କୁ ବାପାଙ୍କ କୋଠରୀକୁ ମୋ ମା’ଙ୍କ ଇଚ୍ଛା ବିରୁଦ୍ଧରେ ନେଇଛନ୍ତି। ସେ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ଆଇଏଏସସ୍ତରରେ ଅଦଳବଦଳ: ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଓଏଫ୍‌ଡିସି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ସ୍ବପ୍ନେଶ୍ବର ଦେବଙ୍କ ମନ୍ଦିର କଳାକନା ବୁଲାଇଲେ ଦୁର୍ବୃତ୍ତ

ବାଲିଅନ୍ତା: ସ୍ଥାନୀୟ ପାହାଳ ଫାଣ୍ଡି ଅଧୀନ ହରିଦାସପୁର ଗ୍ରାମ ସ୍ଥିତ ସ୍ବପ୍ନେଶ୍ବର ଦେବଙ୍କ ମନ୍ଦିର ଗତକାଲି ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ମନ୍ଦିର କବାଟ ତାଲା ଭାଙ୍ଗି ୭ଟି ଦେବ ଦେବୀଙ୍କର ଅଷ୍ଟଧାତୁ ତଥା ପିତ୍ତଳ ନିର୍ମିତ ପ୍ରତିମୂର୍ତ୍ତି ସମେତ ଅନ୍ୟାନ୍ୟ ଧାତୁ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ପୁଣି ୨ ସାଧାରଣ ଲୋକଙ୍କୁ ହତ୍ୟା

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଘଟଣା ବଢିଚାଲିଛି । ବିଶେଷ କରି ଦେଶର ଅନ୍ୟ ଅଞ୍ଚଳରୁ ଯାଇ ସେଠାରେ ରହୁଥିବା ଲୋକମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି । ଆଜି ଆଉ ୨ ଜଣ ନିରୀହ ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଦୁଇଜଣ ହେଉଛନ୍ତି ବିହାରର…
ଅଧିକ ଖବର ଦେଖନ୍ତୁ...

ହତ୍ୟା ପାଇଁ ମୁଁ ଅନୁତପ୍ତ ନୁହେଁ : ନିହଙ୍ଗ ଶିଖ ସରବଜିତ

ନୂଆଦିଲ୍ଲୀ : ଦିଲ୍ଲୀ-ହରିୟାନା ସୀମା ସିଙ୍ଗୁଠାରେ ଗତକାଲି ଜଣେ ଯୁବକର ହାତ କାଟି ଅତ୍ୟନ୍ତ ନିର୍ମମଭାବେ ହତ୍ୟା କରିଥିବା ନିହଙ୍ଗ ଶିଖ ସରବଜିତ ସିଂ ନିଜର ଏହି କର୍ମ ପାଇଁ ଅନୁତପ୍ତ ନୁହେଁ ବୋଲି କହିଛି । ଗତକାଲି ଗିରଫ ହୋଇଥିବା ସରବଜିତକୁ ଆଜି ପୁଲିସ ପକ୍ଷରୁ କୋର୍ଟରେ ହାଜର କରାଯିବା ପରେ…
ଅଧିକ ଖବର ଦେଖନ୍ତୁ...

ଜେଇଇ ମେନ୍‌ ପରେ ଆଡଭାନ୍ସରେ ବି ଓଡ଼ିଶା ଟପର୍‌ ହେଲେ ଗୌତମ

ଭୁବନେଶ୍ୱର: ଏକା ସାଙ୍ଗରେ ମିଳିଲା ଦୁଇ ଦୁଇଟି ସଫଳତା | ଜେଇଇ ମେନ୍‌ ପରେ ଆଡଭାନ୍ସରେ ବି ଓଡ଼ିଶା ଟପର୍‌ ହେଲେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର ଗୌତମ ଦାସ | ଗତକାଲି ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିଲା | ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ମାଓବାଦୀ ଶଙ୍କରକୁ ୨୫ ଦିନିଆ ରିମାଣ୍ଡରେ ନେଲା ବିଜୟନଗରମ୍‌ ପୁଲିସ

କୋରାପୁଟ: କୋରାପୁଟ ପୁଲିସର ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ପୁଣି ରମାଣ୍ଡାରେ ଯାଇଛି ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସୀ ଶଙ୍କର ଓରଫ୍‌ ମହେନ୍ଦ୍ର ଓରଫ୍‌ ଅରୁଣ ଓରଫ୍‌ ରମେଶ ଓରଫ୍‌ ଆରଏମ୍‌ ଓରଫ୍‌ ମହେଶ। ଏଥର କୋରାପୁଟ, ମାଲକାନଗିରି କି ରାୟଗଡା ନୁହେଁ ରିମାଣ୍ଡରେ ନେଇଛି ଆନ୍ଧ୍ର ପୁଲିସ।…
ଅଧିକ ଖବର ଦେଖନ୍ତୁ...

ଦୁଗର୍ମ ଅଂଚଳରେ ବିକାଶ: ଚାରିଚକିଆ ଯାନ ଯିବା ପାଇଁ ଗାଁକୁ ନାହିଁ ରାସ୍ତା, ଗର୍ଭବତୀଙ୍କୁ ଭାରରେ ବୋହିଲେ ୧ କିଲୋମିଟର

ନନ୍ଦପୁର: ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଜ୍ୟର ଅନେକ ଗୁଡ଼ିଏ ଗ୍ରାମକୁ ରାସ୍ତା ଖଣ୍ଡେ ନାହିଁ, ଯେଉଁଥି ପାଇଁ ଗ୍ରାମବାସୀଙ୍କୁ ବହୁ ହଇରାଣ ହେବାକୁ ପଡୁଛି। ବିଶେଷ କରି ସ୍ୱାସ୍ଥ୍ୟ ସେବା ପାଇବାରେ ବହୁ ହଇରାଣ ହେଉଛନ୍ତି ଦୁର୍ଗମ ଅଂଚଳ ଲୋକେ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଗତ ୨୪ଘଣ୍ଟାରେ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ ଥିବା…
ଅଧିକ ଖବର ଦେଖନ୍ତୁ...