Daily Archives

October 16, 2021

କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ

ଯାଜପୁର/କୋରେଇ: ଚାରଦା ଗାଁରେ ଅଭାବନୀୟ ଘଟଣା। କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ ହେଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଆଜି ଅପରାହ୍ନରେ କୋରେଇ ଥାନା ଚାରଦା ଗାଁର ନାରାୟଣ ଜେନାଙ୍କ ପୁଅ ଚନ୍ଦ୍ରମଣି ଜେନା ଗାଁ ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ। ହଠାତ ଫୁଲ ତୋଳୁ…
ଅଧିକ ଖବର ଦେଖନ୍ତୁ...

ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସ ନେତାଙ୍କୁ ଏଭଳି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ​​ଦଳର ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀ ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ହେବେ କି? କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ଉପରେ ଛାଡିଛନ୍ତି। ବହୁ ଅସନ୍ତୋଷ ପରେ ଶନିବାର…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ ବେଟିଂ: ମାଲକାନଗିରିରେ ୪ ବୁକି ଗିରଫ, ୯ ଲକ୍ଷ ନଗଦ ଜବତ, ବ୍ୟାଙ୍କ ଆକାଉଣ୍ଟ ସିଜ୍

ମାଲକାନଗିରି: ମାଲକାନଗିରି ଥାନା ଅଂଚଳରେ ଅନ୍‌ଲାଇନ୍‌ ବେଟିଂ ହେଉଥିବା ନେଇ ପୁଲିସ ଖବର ପାଇବା ପରେ ଚାରି ଜଣ ବୁକିକୁ ଗିରଫ କରିବା ସହ ୯ ଲକ୍ଷ ଟଂକା ଜବତ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଭିଳାଷ ଏବଂ ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି। ଗତକାଲି ଆଇପିଏଲ ଫାଇନାଲ…
ଅଧିକ ଖବର ଦେଖନ୍ତୁ...

କୁଆଁ କୁଆଁ ଶୁଣି ମାଗଣାରେ ପେଟ୍ରୋଲ ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ

ଜୟପୁର: ଘରେ ଝିଅଟିଏ ଜନ୍ମ ହେବାରୁ ମାଗଣାରେ ପେଟ୍ରୋଲ ବାଣ୍ଟିଲେ ପେଟ୍ରୋଲ ପମ୍ପ ମାଲିକ | ପେଟ୍ରୋଲ ମୂଲ୍ୟ ଏବେ ଆକାଶଛୁଆଁ ହୋଇଥିବାବେଳେ ମାଗଣାରେ ପେଟ୍ରୋଲ ବାଣ୍ଟିବା ହୁଏତ ଆପଣଙ୍କୁ ଅଜବ ଲାଗିପାରେ | କିନ୍ତୁ ଏପରି ପରିସ୍ଥିତିରେ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ରାଜେନ୍ଦ୍ର ସାଇନି ନାମକ…
ଅଧିକ ଖବର ଦେଖନ୍ତୁ...

ବେଗୁନିଆ ଗୁଳିକାଣ୍ଡ: ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ, ବନ୍ଧୁକ ଜବତ 

ଖୋର୍ଦ୍ଧା/ବେଗୁନିଆ: ଗତକାଲି ବେଗୁନିଆ ନୂଆସାହିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ବେଗୁନିଆ ପୁଲିସ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଓ ଗୁଳି ଜବତ କରିଛି । ସୂଚନାନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୬୨ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୯

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୫୬୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୭୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୭୪୨ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରବାର…
ଅଧିକ ଖବର ଦେଖନ୍ତୁ...

ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛ। ଏହି ଅଂଚଳର ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଦଳର କୋଚ୍ ଭାବେ ୧୦ କୋଟି ଟଙ୍କା ନେବେ ରାହୁଲ ଦ୍ରାଭିଡ୍ !

ମୁମ୍ବାଇ : ଭାରତୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳିଭାବେ ଜଣାଣୁଣା ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ବା ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଟି-୨୦ ବିଶ୍ବକପ ପରେ ସେ ଦଳର କାର୍ଯ୍ୟଭାର ଗ୍ରହଣ କରିବେ । ତାଙ୍କର କାର୍ଯ୍ୟକାଳ ୨୦୨୩ ପର୍ଯ୍ୟନ୍ତ ଚାଲିବ । ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବାପା-ମା’ଙ୍କୁ ଦେଖି ଭାଙ୍ଗି ପଡ଼ିଲେ ଆରୟନ, ଭିଡିଓ କଲରେ ଭୋ ଭୋ ହୋଇ କାନ୍ଦିଲେ

ମୁମ୍ବାଇ: ଅକ୍ଟୋବର ୧୪ରେ ଅଦାଲତ ଜାମିନ ଆବେଦନର ରାୟ ସଂରକ୍ଷିତ ରଖିବା ପରେ ଏବେ ଜେଲରେ କଟୁଛି ଆରୟନ ଖାନଙ୍କ ଦିନ। ଆରୟନଙ୍କୁ ଜାମିନ ମିଳିଯିବ ବୋଲି ଆଶା କରାଯାଉଥିବା ବେଳେ ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ ବିଚାରପତି…
ଅଧିକ ଖବର ଦେଖନ୍ତୁ...

ତୁଳସୀ ପାହାଡ଼ରେ ମାଓବାଦୀ-ପୁଲିସ ପୁଣି ମୁହାଁମୁହିଁ

ମାଲକାନଗିରି: ମାଥିଲି ବ୍ଲକର ଛତିଶଗଡ଼ ସୀମାକୁ ଲାଗି ରହିଥିବା ତୁଳସୀ ପାହାଡ଼ରେ ପୁଲିସ ଏବଂ ନକ୍ସଲ ପୁଣି ମୁହାଁମୁହିଁ ହୋଇଛନ୍ତି। ଗତ ପାଞ୍ଚ ଦିନ ତଳେ ଏଠାରେ ହିଁ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ତେବେ ଏହି ସ୍ଥାନରେ ଏସଓଜି ଏବଂ ଡିଭିଏଫ…
ଅଧିକ ଖବର ଦେଖନ୍ତୁ...