Daily Archives

October 16, 2021

ବିଦ୍ୟାଳୟର ଭିତ୍ତିଭୂମିକୁ ସଜାଡ଼ିବା, ସଫେଇ ଓ କୋଭିଡ ନିର୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଥିବାରୁ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ଅଠର ମାସ ପରେ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି। ଅଠର ମାସର ପାଠପଢ଼ା କ୍ଷତିର ଭରଣା କରାଯିବ। ପ୍ରତିଦିନ ଘଣ୍ଟାଏ ଲେଖାଏଁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ରିମେଡିଆଲ କ୍ଲାସ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟର୍‌ ବେଳେ ଦୁଇ ଯବାନ ନିଖୋଜ; ଜମ୍ମୁ ଓ କଶ୍ମୀରରେ ସେନାର ବ୍ୟାପକ ତଲାସ ଅଭିଯାନ ଜାରି

ଶ୍ରୀନଗର: ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ଗୁଳି ବିନିମୟ ବେଳେ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ରେ ଜଣେ ଜୁନିଅର୍‌ କମିସନ୍‌ଡ୍‌ ଅଫିସର୍‌ଙ୍କ ସମେତ ଦୁଇଜଣ ଯବାନ ନିଖୋଜ ହେବାରୁ ସେନା ବ୍ୟାପକ କମ୍ବିଙ୍ଗ୍‌ (ତଲାସ) ଅଭିଯାନ ଆରମ୍ଭ କରିଛି। ବିଶେଷସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

କଟକରେ ଭସାଣ ଯାତ୍ରା ଆରମ୍ଭ, ସନ୍ଧ୍ୟା ୬ ଟା ମଧ୍ୟରେ ସରିବ

କଟକ: ଆଜି ମା’ଙ୍କୁ ଦିଆଯାଉଛି ଅନ୍ତିମ ବିଦାୟ। ମା’ ଜଗତଜନନୀ ଆଜି ଧରାପୃଷ୍ଠରୁ ନେଉଛନ୍ତି ମେଲାଣି। ତେବେ କଟକର ମୋଟ ୬ ଟି ସ୍ଥାନରେ ହେଉଛି ଭସାଣ କାର୍ଯ୍ୟକ୍ରମ। ସିଲଭରସିଟିର ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ପୂଜାର୍ଚ୍ଚନା କରାଯାଇ ଭସାଣ ଯାତ୍ରା ଆରମ୍ଭ ହୋଇଯାଇଛି। କଟକରେ ମା’ଙ୍କୁ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଥର ପାଇଁ ‘ଇଡି ସମନ୍‌’ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍‌କୁ ବଲିଉଡ୍‌ ଅଭିନେତ୍ରୀ ଜାକ୍ୟୁଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଆଜି ଏଡ଼ାଇ ଦେଇଛନ୍ତି। ଗତକାଲି ମଧ୍ୟ ସେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଲା, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି

ଭୁବନେଶ୍ବର: ପୁଣି ଥରେ ଓଡ଼ିଶାରେ ଯାତ୍ରୀବାହୀ ବସ୍ ଭଡ଼ା ବଢ଼ିଛି। ଦିନକୁ ଦିନ ତୈଳଦର ବୃଦ୍ଧି ପାଉଥିବା ଯୋଗୁ ରାଜ୍ୟ ସରକାର ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇଛନ୍ତି। ପରିବର୍ଦ୍ଧିତ ବସ୍ ଭଡ଼ା ଅନୁଯାୟୀ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି। ଏଣେ,…
ଅଧିକ ଖବର ଦେଖନ୍ତୁ...

ମହାକାଶ କେନ୍ଦ୍ର ନିର୍ମାଣ ନିମନ୍ତେ ୬ ମାସିଆ ଅଭିଯାନରେ ‘ସେନ୍‌ଝୌ-୧୩’ ପ୍ରେରଣ କଲା ଚୀନ୍‌

ବେଜିଙ୍ଗ୍‌: ମହାକାଶ କେନ୍ଦ୍ର ନିର୍ମାଣ ନିମନ୍ତେ ଗତ ରାତିରେ ଚୀନ୍‌ ତିନିଜଣ ମହାକାଶଚାରୀଙ୍କୁ ଏକ ୬ ମାସିଆ ଅଭିଯାନରେ ‘ସେନ୍‌ଝୌ-୧୩’ ନାମକ ରକେଟ୍‌ରେ ମହାଶୂନ୍ୟକୁ ପ୍ରେରଣ କରିଛି। ୩ ଜଣ ମହାକାଶଚାରୀ ଥିବା ‘ସେନ୍‌ଝୌ-୧୩’କୁ ଗତ ରାତି ପ୍ରାୟ ୧୨:୨୫ରେ ‘ଲଙ୍ଗ୍‌ ମାର୍ଚ-୨ଏଫ୍‌’…
ଅଧିକ ଖବର ଦେଖନ୍ତୁ...

ମନୀଷ ଅନୁରାଗ ମୃତ୍ୟୁ ମାମଲା: ତିନି ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ତିନି ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଏନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନୀଷ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କ ସହ …
ଅଧିକ ଖବର ଦେଖନ୍ତୁ...

୭୬ବର୍ଷରେ ନବୀନ : କ୍ଷମତାରେ ଦୁଇ ଦଶନ୍ଧି ପରେ ବି ‘ଚମକ’ ଅମଳିନ

ଆଜି ଅକ୍ଟୋବର ୧୬ ତାରିଖ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ଆଜିଠାରୁ ତାଙ୍କୁ ପଞ୍ଚସ୍ତରି ପୂରି ଛଅସ୍ତରି ବର୍ଷ ଚାଲିଲା। ଏ ବର୍ଷ ସେ ତାଙ୍କର ଜନ୍ମଦିନ ପାଳନ କରୁନାହାନ୍ତି। କୋଭିଡ୍ ମହାମାରୀ ସମୟରେ ରାଜ୍ୟବାସୀ ହତାଶା ଓ ଆଶଙ୍କାର ଘନଘଟା ଭିତରେ ଜୀବନ…
ଅଧିକ ଖବର ଦେଖନ୍ତୁ...

ସିଡବ୍ଲୁସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ: କଂଗ୍ରେସର ପୁନରୁତ୍ଥାନ ଲାଗି ଏକତା ଲୋଡ଼ା ବୋଲି କହିଲେ ସୋନିଆ

ନୂଆଦିଲ୍ଲୀ: ସଦସ୍ୟତା ଅଭିଯାନ ନିମନ୍ତେ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ଚୂଡ଼ାନ୍ତ କରିବା ଏବଂ ଆମୂଳଚୂଳ ସଙ୍ଗଠନୀୟ ନିର୍ବାଚନ ନିମନ୍ତେ ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂଗଠନ ‘କଂଗ୍ରେସ୍‌ ଓ୍ଵାର୍କିଙ୍ଗ୍‌ କମିଟି’ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଆରମ୍ଭ ହୋଇଛି। ଏହି ବୈଠକରେ ଦଳର…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ଓ ଅଭିଭାବକ କୋଭିଡ୍ ଟିକା ନେବା ଜରୁରୀ: ଡିଏମଇଟି

ଭୁବନେଶ୍ୱର: ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ସହ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। ଭର୍ଚୁଆଲରେ ହେଉଥିବା ବୈଠକରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରୁଛନ୍ତି। ବୈଠକରେ ପ୍ରାୟ ଅଠର ମାସ…
ଅଧିକ ଖବର ଦେଖନ୍ତୁ...