Daily Archives

October 17, 2021

ସିକୋ-ନିଧିପୁର ରାସ୍ତା, ପାଲଟିଛି ମରଣଯନ୍ତା

ସିକୋ: ସିକୋ ପଂଚାୟତର ବେଲପଡ଼ଶ ମୌଜା ଓ ହଜ ପଂଚାୟତର ନିଧିପୁର ମୌଜା ସହ ସଂଯୋଗ କରୁଥିବା ସିକୋ-ନିଧିପୁର ରାସ୍ତା ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଦୀର୍ଘ ବର୍ଷ ଧରି ରାସ୍ତା ମରାମତି ହୋଇନଥିବାରୁ ରାସ୍ତାରେ ସ୍ଥାନେ ସ୍ଥାନେ ଖାଲଖମା ସୃଷ୍ଟି ହୋଇ ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଛି ।…
ଅଧିକ ଖବର ଦେଖନ୍ତୁ...

କ୍ରିକେଟର ଯୁବରାଜ ସିଂ ଗିରଫ, ଜାମିନରେ ଖଲାସ

ହିସାର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରାଯାଇଛି। ତେବେ ଗିରଫଦାରୀ ପରେ ପରେ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଛି ବୋଲି ରବିବାର ହରିୟାଣା ପୁଲିସ ସୂଚନା ଦେଇଛି। ଗତ ବର୍ଷ ଇନଷ୍ଟାଗ୍ରାମ ଚାଟ୍ ସମୟରେ ଯୁବରାଜ ସିଂ ଅନ୍ୟ ଜଣେ କ୍ରିକେଟରଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ମମତା ଭୁଲିଗଲା ପୁଅ, ମା’ ଦେଲେ ଧାରଣା; ଆପୋସ ବୁଝାମଣା ପରେ ଉଠିଲେ ବୃଦ୍ଧା

ଉମରକୋଟ: କେତେ ଆଶା ନେଇ ଏକୁଟିଆ ପୁଅକୁ ପାଳିପୋଷି ବଡ଼ କରିଥିଲେ। କିନ୍ତୁ ବିବାହ ପରେ ମା’ଙ୍କ ମମତାକୁ ଭୁଲିଗଲା ପୁଅ। ବୃଦ୍ଧା ମା’ କେମିତି ଅଛି ଜାଣିବା ପରିବର୍ତ୍ତେ ଯୋଗାଯୋଗ ବନ୍ଦ କରି ମା’ ଠାରୁ ଦୂରେଇ ରହିଲା ପୁଅ। ତଥାପି ଝୁରି ଝୁରି ପୁଅ ନିକଟରେ ପହଞ୍ଚିଗଲେ ମା’। କିନ୍ତୁ ବେଶୀ…
ଅଧିକ ଖବର ଦେଖନ୍ତୁ...

ଭଜନ ଗାଇ ବାଂଲାଦେଶ ଡେପୁଟି ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କଲେ ଇସ୍କନ ଭକ୍ତ

କୋଲକାତା: ଭାରତକୁ ବ୍ୟାପିଲା ବାଂଲାଦେଶ ନିଆଁ | ଆଜି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଇସ୍କନ ଭକ୍ତମାନେ କୋଲକାତାରେ ଥିବା ବାଂଲାଦେଶ ଡେପୁଟି ହାଇ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଭକ୍ତମାନେ ଭଜନ ଗାଇ ନିଆରା ଢଙ୍ଗରେ ବିରୋଧ…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା: ବାପାଙ୍କ ସାମ୍ନାରୁ ୧୬ବର୍ଷର ଝିଅକୁ ଝାମ୍ପି ନେଲା ଚିତାବାଘ

ସିଓନି: ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ଏକ ଚିତାବାଘ ଜଣେ ୧୬ବର୍ଷର ଝିଅକୁ ତାର ବାପାଙ୍କ ସାମ୍ନାରେ ମାରି ଦେଇଛି। ଏହି ଘଟଣା ଘଟିବା ସମୟରେ ଝିଅର ବାପା ଉପରେ କ’ଣ ବିତୁଥିବ ତାହା ସମସ୍ତେ ଅନୁମାନ କରି ପାରୁଥିବେ। ଏହି ଘଟଣାଟି ଗତଶନିବାର ଅପରାହ୍ନରେ ସିଓନି ଜିଲ୍ଲାର ପାଣ୍ଡିଭାଡା ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ଅଦିନିଆ କୋବି ଚାଷ କରି ଲାଭବାନ ହୋଇଛନ୍ତି ଜଗବନ୍ଧୁ: ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରୁଛନ୍ତି ରୋଜଗାର

ଦେବଗଡ: କୃଷି ପ୍ରଧାନ ଦେବଗଡ ଜିଲ୍ଲା ର ଦୁର୍ଗମ ଅଂଚଳ ଭାବେ ଜଣାଶୁଣା ତିଲେଇବଣୀ ବ୍ଲକ ପାରପୋଷି ପଂଚାୟତ ଅନ୍ତର୍ଗତ ରାଇତାଲ ଗ୍ରାମର ଜଗବନ୍ଧୁ ବେହେରାଙ୍କ ନିଷ୍ଠାପର ଉଦ୍ୟମରୁ ଆରମ୍ଭ ହୋଇଥିବା ଅଦିନିଆ କୋବି ଚାଷ କରି ପରିବାର ଆର୍ଥିକ ସ୍ଥିତିତକୁ ସୁଦୃଢ କରିବା ସହିତ ଅନେକଙ୍କ ରୋଜଗାର…
ଅଧିକ ଖବର ଦେଖନ୍ତୁ...

ବାଲକୋନୀରୁ ଖସିପଡି ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ

ଗାଜିଆବାଦ: ବାଲକୋନୀରୁ ଖସିପଡି ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି | ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଗାଜିଆବାଦ ସିଦ୍ଧାର୍ଥ ବିହାରର ପ୍ରତୀକ ଗ୍ରାଣ୍ଡ ସୋସାଇଟିର ୨୫ତମ ମହଲାରୁ ଖସି ପଡ଼ିବା…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ବେଲପଡା ବ୍ଲକ କାନୁଟ ଗ୍ରୀଡ୍‌ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସର ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ପଟରୁ ଏକ ବାଇକ୍‌ (ଓଡି ୦୩ ଏଫ୍‌ ୩୬୯୮) ଯୋଗେ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଗୋମାଂସ ଚାଲାଣରୁ ମାଡ୍‌ପିଟ; ଗୋମାଂସ ଓ ଗାଡି ଜବତ, ଜଣେ ଗିରଫ

ରାଉରକେଲା: ବେଆଇନ ଗୋମାଂସ ଚାଲାଣକୁ କେନ୍ଦ୍ର କରି ବଜରଙ୍ଗ କର୍ମୀ ଓ ଚାଲାଣକାରୀଙ୍କ ମଧ୍ୟରେ ମାଡପିଟ୍‌ ହୋଇଛି। ଉଭୟଙ୍କ ଲିଖିତ ଅଭିଯୋଗରେ ଆଧାରରେ ବ୍ରାହ୍ମଣୀତରଙ୍ଗ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି। ବେଆଇନ ଚାଲାଣକାରୀଙ୍କ ନିକଟରୁ ଗୋମାଂସ ସହ ଲୁନା ଜବତ ହୋଇଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘର ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରଖିବା ଲାଗି ଛୋଟ ଛୋଟ କଥାକୁ ଉପେକ୍ଷା କରନ୍ତୁ। ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ। ବୃଷ: ଘର ପାଇଁ କୌଣସି ଜିନିଷ କିଣିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ରାଜନୀତିରେ ଆର୍ଥିକ ଲାଭ…
ଅଧିକ ଖବର ଦେଖନ୍ତୁ...