Daily Archives

October 17, 2021

ନକଲି ଦେଶୀ ଓ ବିଦେଶୀ ମଦ ଜବତ: ୬ ଗିରଫ

ରାଉରକେଲା: ରାଜ୍ୟ ଏବଂ ରାଜ୍ୟ ବାହାରୁ ରାଉରକେଲାକୁ ଆସୁଛି ଶହ ଶହ ଲିଟର ନକଲି ବିଦେଶୀ ମଦ। ସ୍ଥାନୀୟ ଅଞ୍ଚଳରେ ମଦ ପ୍ରସ୍ତୁତି ହେଉଥିବା ସହ ଢ଼ାବା, ହୋଟେଲ ଓ ଦୋକାନରେ ବିକ୍ରି ହେଉଛି। ଅବକାରୀ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବାରମ୍ବାର ଚଢ଼ଉ ସତ୍ୱେ ନକଲି ବିଦେଶୀ ମଦ କାରବାର ସହରରେ ଥମିବାର…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପଛରେ ଭିଜିଲାନ୍‌ସ: ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକାୟୁକ୍ତଙ୍କ ଠାରୁ ଅନୁମତି ପାଇବା ପରେ ଭିଜିଲାନ୍‌ସ ବିଭାଗ ବିଧାୟକ ପାଣିଗ୍ରାହୀଙ୍କ ପଛରେ ପଡ଼ି ଯାଇଛି। କଟକ ଭିଜିଲାନ୍‌ସ ଟିମ୍‌ ବ୍ରହ୍ମପୁର ଭିଜିଲାନ୍‌ସ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୫ ପୁଲିସ କର୍ମଚାରୀ ଆହତ 

ରାୟଗଡ଼ା: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପାଇଲଟିଂ ଗାଡି ଦୁର୍ଘଟଣାଗସ୍ତ ହୋଇଛି। ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଭାରସାମ୍ୟ ହରାଇବା ପାଇଁ ଗାଡି ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ୫ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏମ୍ସ ଛାତ୍ରୀଛାତ୍ରୀଙ୍କ ଅଶ୍ଳୀଳ ରାମାୟଣକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

ନୂଆଦିଲ୍ଲୀ: ଅଶ୍ଳୀଳ ଡାଏଲଗ ସାଙ୍ଗକୁ ରାମାୟଣର ଚରିତ୍ରକୁ କଦର୍ଥ କରି ପରିବେଷଣ | ମେଡିକାଲ ଶିକ୍ଷାର ମହାକୁମ୍ଭ କୁହାଯାଉଥିବା ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର କିଛି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ ହୋଇଥିବା ରାମଲୀଳା ଏବେ ବିବାଦରେ ଛନ୍ଦି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୧୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଆଜି ଭୁବନେଶ୍ୱରରୁ ୧୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପିଲାଙ୍କ ପାଠ, ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର: ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍‌ ଆସିଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ଏନେଇ ବିଭାଗୀୟ ସଚିବ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ପ୍ରଥମ ଦିନ ଇଣ୍ଡକ୍ସନ ସେସନର ବ୍ୟବସ୍ଥା ହେବ। ଇଣ୍ଡକ୍ସନ ସେସନରରେ…
ଅଧିକ ଖବର ଦେଖନ୍ତୁ...

ପୁଣି କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଗଲା ୨ଜୀବନ

ନୂଆଦିଲ୍ଲୀ: ପୁଣି କଶ୍ମୀରରେ ଫୁଟିଲା ଗୁଳି | ୨୪ଘଣ୍ଟା ମଧ୍ୟରେ ପୁଣି ୨ଜଣଙ୍କ ଜୀବନ ନେଲେ ଆତଙ୍କବାଦୀ | କଶ୍ମୀରରେ ୨ଜଣ ଅଣ-କାଶ୍ମୀରବାସୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି | ଏହା ସହ ଜଣେ ଆହତ ହୋଇଛନ୍ତି | ଘଟଣାଟି କୁଲଗାମରେ ଘଟିଥିବା ବେଳେ ମୃତକ ମାନେ ସେଠାରେ…
ଅଧିକ ଖବର ଦେଖନ୍ତୁ...

ବଡ଼ବାପାକୁ ଟାଙ୍ଗିଆରେ ହାଣି ଜେଲ ଗଲା ପୁତୁରା

ବାଲିଅନ୍ତା: ନିଜର ବଡ଼ବାପାକୁ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରିବା ମାମଲାରେ ଆଜି ବାଲିଅନ୍ତା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ସ୍ଥାନୀୟ ବେଣ୍ଟପୁର ଭୋଇସାହିର ବ୍ରହ୍ମାନନ୍ଦ ଭୋଇ(୩୮)। ତେବେ କୋର୍ଟରେ ବ୍ରହ୍ମାନନ୍ଦର ଜାମିନ ଖାରଜ…
ଅଧିକ ଖବର ଦେଖନ୍ତୁ...

ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ; ନିଆଁ ଲିଭାଇବା କାମରେ ଅଗ୍ନିଶମ ବାହିନୀ ନିୟୋଜିତ

କଟକ: ଜଗତପୁର ଶିଳ୍ପାଂଚଳର ଏକ ଅଗରବତୀ କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବହୁ ପରିମାଣର ଧୂପକାଠି ଓ କଞ୍ଚା ମାଲ୍‌ ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛି। କାରଖାନା ଭିତରେ କିଛି କେମିକାଲ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରୁ ଆସିଥିବା ଗଞ୍ଜେଇ ଗାଡ଼ି ଯୋଗୁଁ ଜୀବନ ଗଲା: ଭୁପେଶ ବାଘେଲ

ରାୟପୁର: ଛତିଶଗଡ଼ର ଯଶପୁରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଏକ କାର ଶୋଭାଯାତ୍ରାରେ ଲୋକମାନଙ୍କ ଉପରେ ଚଢିଯିବା ମାମଲାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଞ୍ଜେଇ ଉତ୍ପାଦନ ଉପରେ କଡା ପଦକ୍ଷେପ ନେବାକୁ ବାଘେଲ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...