Daily Archives

October 17, 2021

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୦୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୫୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୪୧ ଜଣ ଅଛନ୍ତି।  ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୨୫୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ଆଶାର ଆଲୋକ: ଦୂଷିତ ନଦୀଜଳକୁ ଘଣ୍ଟାକରେ ବ୍ୟବହାର ଉପଯୋଗୀ କରିବ ହାଇଡ୍ରୋଜେଲ୍ ଟାବଲେଟ୍

ନୂଆଦିଲ୍ଲୀ: ନଦୀଗୁଡ଼ିକର ଦୂଷିତ ଜଳକୁ ସଫା କରିବା ପାଇଁ ବୈଜ୍ଞାନିକମାନେ ଏକ ହାଇଡ୍ରୋଜେଲ ଟାବଲେଟ୍ ପ୍ରସ୍ତୁତ କରିଛନ୍ତି। ଏହି ଟାବଲେଟ୍ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏକ ଲିଟର ପାଣିକୁ ସଫା କରିପାରିବ । ଆକଳନ କରାଯାଇଛି ଯେ ବିଶ୍ବର ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ପାଖରେ ପାନୀୟ ଜଳ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ମନ୍ଦିର ଭଳି ହେବ ଅଯୋଧ୍ୟାର ରାମ ମନ୍ଦିର, ଗର୍ଭଗୃହକୁ ଆଲୋକିତ କରିବ ସୂର୍ଯ୍ୟ କିରଣ; ସେ ନେଇ ଚାଲିଛି…

ନୂଆଦିଲ୍ଲୀ: ଓଡ଼ିଶାର କୋଣାର୍କ ମନ୍ଦିର ଭଳି ହେବ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର | ଓଡ଼ିଶାରେ ଥିବା କୋଣାର୍କ ମନ୍ଦିର ବା ଯାହାକୁ ଆମେ ସୂର୍ଯ୍ୟ ମନ୍ଦିର ବୋଲି କହୁ, ସେଠାରେ ସୂଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ | ଏହାକୁ ଦେଖି ଏବେ ଉତ୍ତରପ୍ରଦେଶର ଅଯୋଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ୍‌: ବିଜୟରୁ ଅଭିଯାନ ଆରମ୍ଭ କଲା ଓମାନ୍‌, ପାପୁଆ ନ୍ୟୁଗିନି ୧୦ ଓ୍ଵିକେଟ୍‌ରେ ପରାସ୍ତ

ଓମାନ: ଆଜିଠାରୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆମିରାତ୍‌ କ୍ରିକେଟ୍‌ ପଡ଼ିଆରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଓମାନ ୧୦ ଓ୍ଵକେଟ୍‌ରେ ପାପୁଆ ନ୍ୟୁଗିନିକୁ ପରାସ୍ତ କରିଛି। ଓମାନ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପାପୁଆ ନ୍ୟୁଗିନି ବେଟିଂ…
ଅଧିକ ଖବର ଦେଖନ୍ତୁ...

ଜୁଆ ଖେଳ ଉପରେ ଚଢଉ: ୨୫ ଜୁଆଡି ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଭଞ୍ଜନଗର: ପାର୍ବଣ ଋତୁ ଆସିଲେ ସଭିଙ୍କ ପରିବାରରେ ଖେଳିଯାଏ ହର୍ଷ ଉଲ୍ଲାସର ବାତାବରଣ। ଆଉ ଏହି ପାର୍ବଣ ସମୟରେ ଗାଁ ଠାରୁ ଆରମ୍ଭ କରି ସହର ସବୁଠି‌ ପରମ୍ପରା ନାମ‌ରେ ଚାଲେ ଜୁଆର ଆସର। ଜୁଆଡି ମାନେ ମଧ୍ୟ ଏହି ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଲୋଭ ଆଶାରେ ଜୁଆ ଖେଳରେ ଲଗାଇ ଦିଅନ୍ତି…
ଅଧିକ ଖବର ଦେଖନ୍ତୁ...

ଡ୍ରଗ୍ସ ମାମଲାରେ ଜେଲରେ ଥିବା ପୁଅ ଅସୁସ୍ଥ ବାପାଙ୍କୁ ଦେବାକୁ ଚାଁହୁଛି କିଡନି, ସୁପ୍ରିମକୋର୍ଟ ଦେଲେ ଏହି ରାୟ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ଅସୁସ୍ଥ ପିତାଙ୍କୁ ଡାକ୍ତରଖାନା ନେବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଅଭିଯୁକ୍ତ ଜଣକ କିଡନି ଦାନ କରିବା ପାଇଁ ଉପଯୁକ୍ତ ହୁଅନ୍ତି ତେବେ  ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

୫ଟି ରାଜ୍ୟରୁ ଗୋଟିଏ ବି ଜିତିବ ନାହିଁ କଂଗ୍ରେସ: ପୂର୍ବତନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ନଟବର ସିଂ ରବିବାର କହିଛନ୍ତି ଯେ ସୋନିଆ ଗାନ୍ଧୀ ୨୧ ବର୍ଷ ଧରି ଦଳର ମୁଖ୍ୟ ହିଁ ଅଛନ୍ତି | ତେଣୁ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ କେବଳ ନାମକୁ ମାତ୍ର ଆୟୋଜନ କରାଯାଉଛି | ନଟବର ସିଂ କହିଛନ୍ତି ଯେ ଶନିବାର ଦିନ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

କେରଳରେ ବର୍ଷା ଓ ବନ୍ୟା ପାଇଁ ୨୬ ମୃତ; ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଲେ ଶାହା

ତିରୁବନନ୍ତପୁରମ୍‌: ଶନିବାର ଦିନ ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଭୀଷଣ ବର୍ଷା ହେତୁ ଅନେକ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ଘଟି ପ୍ରାୟ ୨୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ନିଖୋଜ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ରାଜ୍ୟ ରାଜଧାନୀରେ ଜରୁରୀ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ୍‌: ଓମାନ୍‌ ଆଗରେ ୧୩୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପାପୁଆ ନ୍ୟୁଗିନି

ଓମାନ: ଆଜିଠାରୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆମିରାତ୍‌ କ୍ରିକେଟ୍‌ ପଡ଼ିଆରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଓମାନକୁ ପାପୁଆ ନ୍ୟୁଗିନି ଭେଟିଛି। ଓମାନ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପାପୁଆ ନ୍ୟୁଗିନି ବେଟିଂ କରିଥିଲା। ପାପୁଆ ନ୍ୟୁଗିନି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି: ଡ. ଦିଲ୍ଲୀପ ର୍ତିକୀ

ଭୁବନେଶ୍ୱର: ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛିା ଚଳିତ ମାସ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଝାନ୍‌ସୀଠାରେ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଏବଂ ଚଳିତ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର…
ଅଧିକ ଖବର ଦେଖନ୍ତୁ...